ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଘଟଣା ବିଷୟ ରେ ସୁଣି ଅନେକ କଳାକାର ମାନେ ଦୁଖଃରେ ଭାଙ୍ଗିପଡିଛନ୍ତି । ଏହା ସହିତ ଓଡିଆ ସିନେମା ଜଗତ ବି ଦୁଖଃରେ ଭାଙ୍ଗି ପଡିଛି । ଏହି ଖବର ସମସ୍ତ ଙ୍କୁ ମର୍ମାହତ କରିଦେଇଛି । ତେବେ ପଞ୍ଚଭୂତ ରେ ଲୀନ ହେଲେ ଅଭିନେତା ମୀହିର ଦାସ । କଟକ ସତିଚଉରା ସ୍ମଶାନରେ ଗାର୍ଡ ଅଫ ଅନର ଦେବା ପରେ ଶେଷ କୃତ୍ୟ ସଂପନ୍ନ ହୋଇଛି । ପୁଅ ଅମ୍ଳାନ ଦାସ ଦେଇଥିଲେ ମୁଖାଗ୍ନି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଅନେକ ଅଭିନେତା ସିନେ କଳାକାର କଟକ ଆସି ତାଙ୍କର ବାସ ଭବନ ରେ ଶେଷ ଦର୍ଶନ କରିଛନ୍ତି । ଏହା ସହିତ ଶ୍ରଦ୍ଧାଞଳୀ ଜ୍ଞ୍ୟାପନ କରିଛନ୍ତି । ତାଙ୍କର ଶେଷ କୃତ୍ୟ ବହୁତ ଭଲ ଭାବେ ସଂମ୍ପର୍ଣ୍ଣ ହୋଇଥିଲା । ଏହି କାର୍ଯ୍ୟ ରେ ଅନେକ କଳାକାର ଏବଂ ସଂମ୍ପାଦକ ମାନେ ରହିଥିଲେ । ତାଙ୍କ ପରି ଜଣେ ବ୍ୟକ୍ତିତ୍ୱ ଓ ଓଡିଶାର ସିନେ ଜଗତ ଜଣେ ଦକ୍ଷ ଅଭିନେତାଙ୍କ ହରାଇଛି। ସେହି ସୂନ୍ୟ ସ୍ଥାନ ଆଉ ପୂରଣ ହେବା ଭଳି ଲାଗୁନି ।
40 ବର୍ଷ ହେବ ଅଭିନୟ କରି ଆସିଛନ୍ତି । ତାଙ୍କର ଅଭିନୟ ସମସ୍ତ ଙ୍କୁ ପସନ୍ଦ ଲାଗେ । ତାଙ୍କ ମଧ୍ୟରେ ଗୋଟିଏ ସୁମଣିଷ ଲୁଚି କରି ଥିଲା । ସେ ଯେଉଁ ପ୍ରେରଣା ସେହି ମଣିଷ ପଣିଆ ତାଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଲୁଚି କରି ଥିଲା । ସେ ଗୋଟିଏ ଭଲ ମଣିଷ ର ସଂଜ୍ଞ୍ୟା ତାଙ୍କୁ ହରେଇ କେବଳ ସିନେ ଜଗତ ନୁହେଁ ବରଂ ସାରା ଓଡିଶା ବାସୀ ଦୁଖିଃତ ଏହି ନେଇ ଓଡିଆ ସିନେମା ଜଗତ ର ଜଣେ ଜଣା ସୁଣା କଳାକାର ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ଆମେ ଦୁଇଜଣ ଭାଇ ଭଳି ଥିଲୁ । ଗୋଟିଏ ପଇସା ରେ ଯେମିତି ଦୁଇଟି ପାର୍ଶ୍ୱ ସେମିିତି ମିହିର ଭାଇ ଙ୍କ ସହିତ ସଂମ୍ପର୍କ ।
ସେହି ପରି ଅମ୍ଲାନ ଙ୍କ କଥା କହିବା ବାପା ଦେହାନ୍ତ ଆଜି 3 ଦିନ ହୋଇଗଲାଣି ଆଜି କଟକରେ ମିହିର ଦାସଙ୍କ ସ୍ମୃତିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ତାଙ୍କ ଅନେକ ସଂପର୍କୀୟ,ପ୍ରଶଂସକ ଓ ଅନେକ କଳାକାର ଯୋଗ ଦେଇଥିଲେ।ଏହା ସହ ତାଙ୍କ ପୁଅ ଅମ୍ଳାନ ମଧ୍ୟ ଏଥିରେ ଯୋଗ ଦେଇ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଟକର ରାମଗଡ଼ ଠାରୁ ଏହି ରାଲୀ ଆରମ୍ଭ ହୋଇଥିଲା। ସର୍ଗତ ମିହିର ଦାସଙ୍କ ସ୍ମୃତିରେ ଶୋଭାଯାତ୍ରା। ରାମଗଡ଼ ଠାରୁ ବାହାରି ଚଣ୍ଡି ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ରାଲି ହୋଇଥିଲା।ପୁଅ ଅମ୍ଳାନ ଓ ଅଭିନେତା ଶ୍ରୀତମ ଯୋଗ ଦେଇଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।