ଅଭିନେତା ମିହିର ଦାସ ନିଜ ପୁଅ ମାନକ ପାଇଁ କେତେ ଟଙ୍କାର ସମ୍ପତି ଛାଡିକି ଯାଇଛନ୍ତି,ତାଙ୍କ ସାନ ପୁଅ କଣ କରନ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ମିହିର୍ ଦାସ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଏମିତି କଳାକର ଥିଲେ ଜାହାକୁ କେବଳ ନାୟକ ନୁହେଁ ବରଂ ଖଳନାୟକ ରୂପେ ବି ଦେଖିବା ପାଇଁ ମିଳେ । ଯେମିତି ହିନ୍ଧି ଫିଲ୍ମ ରେ ଲେଜେଣ୍ଡରୀ ଅଭିନେତା ଅମିତାବ୍ ବଚ୍ଚନ୍ ଅଟନ୍ତି ସେହି ପରି ଓଡ଼ିଆ ଫିଲ୍ମ ରେ ମିହିର୍ ଦାସ୍ । ଆମେ ଆଜି ଆପଣ ମାନଙ୍କୁ ଏଠାରେ ତାଙ୍କ ପରିବାର ଏବଂ ସଂମ୍ପର୍ତି ସହିତ ସଂମ୍ପର୍ଣ୍ଣ ସତ୍ୟତା ଉପରେ ପରଦା ଉଠେଇବା ପାଇଁ ଯାଉଛୁ ।

Mihir Das

ତେବେ ସୂଚନା ଦେବୁ କି ମିହିର୍ ଦାସ୍ ଙ୍କ ଜନ୍ମ ଓଡ଼ିଶା ର ମୟୁର ଭଞ ଜିଲ୍ଲା ରେ ହୋଇ ଥିଲା କିନ୍ତୁ ସେ କଟକ ରେ ରୁହନ୍ତି । ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ସଂଙ୍ଗୀତା ଦାସ୍ । ଏବଂ ତାଙ୍କର ଗୋଟିଏ ପୁଅ ରହିଛି ଜାହାଙ୍କ ନାମ ଅମ୍ଲାନ୍ ଦାସ୍ ଅଟେ । ତାଙ୍କ ସ୍ତ୍ରୀ ଜଣେ ସିଙ୍ଗର ଥିଲେ । ମିହିର୍ ଦାସ୍ 1980 ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ ।

ଏବଂ 2020 ରେ ତାଙ୍କୁ 65 ବର୍ଷ ପୂରଣ ହୋଇ ଗଲା ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଏବଂ ଆପଣ ମାନେ ଦେଖି ପାରୁ ଥିବେ ଆଜିର ଫିଲ୍ମ ରେ ମଧ୍ୟ ମିହିର୍ ଦାସ୍ ଙ୍କ ପାଖରେ ସେହି ଉର୍ଜା ଏବଂ ଶକ୍ତି ରହିଛି । ଅଭିମନ୍ୟୁ ଫିଲ୍ମ ରେ ତାଙ୍କର ଖଳନାୟକ ରୋଲ ଟି ଓଡ଼ିଶା ରେ ସମସ୍ତ ଙ୍କୁ ପସନ୍ଦ ଆସି ଥିଲା । ବର୍ତମାନ ବୟସ ତାଙ୍କର 65 ବର୍ଷ ମିହିର ଦାସ୍ ଆଜି ଯାଏ 150-160 ରୁ ଉର୍ଦ୍ଧ ଫିଲ୍ମ କରିଛନ୍ତି ।

Mihir Das a.

ଏବେ ଓଡ଼ିଆ ଫିଲ୍ମ ପାଇଁ 5 ଲକ୍ଷ ରୁ 7 ଲକ୍ଷ ଟଙ୍କା ନିଅନ୍ତି । ତେବେ ତାଙ୍କର କଟକ ରେ ଭଲ ଘର ରହିଛି । ଏହା ସହିତ ମର୍ସିଟିଜ୍ କାର୍ ତାଙ୍କ ପାଖରେ ରହିଛି । ଅନୁମାନ କରା ଯାଏ କି ତାଙ୍କର ମୋଟ ସଂମ୍ପତୀ 30 ରୁ 35 କୋଟି ରୁ ଉର୍ଦ୍ଧ ହେବ ବୋଲି । ତେବେ ଆପଣ ମାନଙ୍କୁ ମିହିର୍ ଦାସ୍ ଙ୍କ ଫିଲ୍ମ ଏବଂ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ଆମକୁ ନିଶ୍ଚିତ ଭାବେ ଜଣେଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *