ଏହି ହିରୋଇନ ମାନେ ବାହା ହୋଇ ଛାଡପତ୍ର ନେଇ ସାରିଥିବା ବୁଢାଙ୍କୁ ବାଛି ଥିଲେ ନିଜ ପ୍ରଥମ ସ୍ୱାମୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବୁହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କ ନାମ ବହୁତ ଅଭିନେତା ମାନଙ୍କ ସହିତ ଯୋଡି ଥିବା ବେଳେ ସେମାନେ ବିବାହ ପାଇଁ ଏକ ସାଧାରଣ ପୁରୁଷ ଙ୍କୁ ହିଁ ବାଛି ଥିଲେ । ସେମାନଙ୍କୁ ବିବାହ କରିବେ ବୋଲି କାହାକୁ ଜଣା ହିଁ ନ ଥିଲା ।

Kareena Kapoor

ପ୍ରଥମେ ରହିଛନ୍ତି କୋରିନା କୋପୁର ଖାନ୍ । ସେମିତି ରେ ପ୍ରଥମେ କୋରିନା ସାହିଦ୍ କୋପୁର କୁ ଡେଟ୍ କରି ଆଉ ଗୋଟିଏ ଥର ସେଫ୍ ଅଲ୍ଲୀ ଖାନ୍ ଙ୍କୁ ବିବାହ କରି ନିଜର ଫେନ୍ ମାନଙ୍କ ମନ କୁ ଭାଙ୍ଗି ଦେଇଛନ୍ତି । ସେମିତି ରେ ସେଫ୍ ଅଲ୍ଲୀ ଖାନ୍ ପ୍ରଥମ ରୁ ବିବାହିତ ଥିବା ବେଳେ ସେ ଅମ୍ରିତା ସିହିଂ ଙ୍କୁ ବିବାହ କରି ଥିଲେ ଏବଂ ତାଙ୍କର ଦୁଇଟି ପିଲା ରହିଛନ୍ତି ଏବଂ ଏବେ ପୁଣି ସେଫ୍ ଅଲ୍ଲୀ ଖାନ୍ କୋରିନା କୋପୁର ଖାନ୍ ଙ୍କୁ ବିବାହ କରି ତେମୁର ଖାନ୍ ଙ୍କୁ ଜନ୍ମ ଦେଇଛନ୍ତି ।

ଫିଲ୍ମ ରାଜା ହିନ୍ଦୁସ୍ତାନୀ ରୁ ନିଜର ପରିଚୟ ତିଆରି କରି ଥିବା କରିସ୍ମା କୋପୁର ବର୍ତମାନ ସମୟ ରେ ଗୋଟିଏ ଡିଭର୍ସ ନେଇ ଥିବା ସଞୟ କୋପୁର ଙ୍କୁ ବିବାହ କରିଛନ୍ତି । ସଞୟ ଦିଲ୍ଲୀ ର ବିଜନେସ୍ ମ୍ୟନ୍ ଅଟନ୍ତି । ଏବଂ ସେମାନଙ୍କ ବିବାହ ପଞାବୀ ରିତି ରିବାଜ ରେ ହୋଇ ଥିଲା । ବର୍ତମାନ ସମୟ ରେ ସେମାନଙ୍କ ଦୁଇଟି ପିଲା ରହିଛନ୍ତି । ଏବଂ ସେହି ପରି କ୍ଷେତ୍ର ରେ ବିବାହ ର କିଛି ବର୍ଷ ପରେ ହିଁ କରିସ୍ମା ନିଜର ସ୍ୱାମୀ ଠାରୁ ମାରପିଟ୍ ର ଆରୋପ ଲଗେଇ କରି ଡିଭର୍ସ ନେଇଛନ୍ତି ।

Shilpa Shetty

ସେହି ପରି ଅଭିନେତ୍ରୀ ଶିଲ୍ପା ସେଠୀ ଙ୍କ କଥା କହିବା ତେବେ ତାଙ୍କର ଏବଂ ଅକ୍ଷୟ କୁମାର ଙ୍କ ବହୁତ ସିରିଏସ ରିଲେସନ ସିପ୍ ରହି ଥିଲା । ହେଲେ ଏମାନଙ୍କ ଏହି ସଂମ୍ପର୍କ ବିବାହ ଯାଏ ପହଁଚି ପାରି ନ ଥିଲା । ଶିଲ୍ପା ଏବେ ରାଜ କୁନ୍ଦ୍ରା ଙ୍କ ସହିତ ନିଜର ବିବାହିତ ଜିବନ ଜାପନ କରୁଛନ୍ତି ।

ସେହି ପରି ରାଜ ଙ୍କ ପ୍ରଥମ ପତ୍ନୀ କବିତା କୁନ୍ଦ୍ରା ଥିଲେ ଏବଂ କୁହା ଯାଏ କି ସେ କବିତା ଙ୍କୁ ଡିଭର୍ସ ଏହିଥଛି ପାଇଁ ଦେଇ ଥିଲେ କି ସେ କବିତା ଙ୍କୁ ବିବାହ କରିବା ପାଇଁ ଚାହୁଁ ଥିଲେ । ସେହି ପରି ବର୍ତମାନ ସମୟ ରେ ଶିଳ୍ପା ଏବଂ ରାଜ କୁନ୍ଦ୍ରା ଙ୍କ ପୁଅ ବିହାନ ବି ରହିଛନ୍ତି । ସେହି ପରି ଏହି ଦିନ ରେ ଶିଲ୍ପା ସୋରଗେସୀ ଙ୍କ ଜରିଆରେ ଦ୍ୱତୀୟ ଥର ମଆ ହୋଇ ଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *