ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅବିନେତା ସଞୟ ଦତ୍ତ ଙ୍କ ଜିବନ ଏମିତି କିଛି ରମାଞ୍ଚକ ରେ ଭରି ରହିଛି ଯେଉଁ ଥିରେ ବହୁତ ଉଚ୍ଛା ଏବଂ ଢୀପ ଆସିଛି । ତାଙ୍କ ଜିବନ ରେ ଖାସ୍ ହେଉଛନ୍ତି ତାଙ୍କ ପତ୍ନୀ ମାନ୍ୟତା ଦତ୍ତ । ଯିଏ ଖରାପ୍ ସମୟ ରେ ବି ସେ ତାଙ୍କ ସାଥିରେ ରହି ଥିଲେ । ସେମିତି ରେ ତାଙ୍କର ପ୍ରଥମ ବିବାହ 2006 ର ଆଖ ପାଖରେ ରହି ଥିଲା ଏବଂ ପରେ ଦ୍ୱତୀୟ ପତ୍ନୀ ରିଆ ଙ୍କ ସହିତ ଅଲଗା ହେବା ପରେ ପରେ ସେ ପାକିସ୍ତାନୀ ମଡେଲ୍ ଆଲିଆ ଙ୍କ ସହିତ ଯୋଡିବା ରେ ଲାଗି ଥିଲା ।
ଏବଂ ପରେ ସେମାନଙ୍କ ପ୍ରେମ କିଛି ଦିନ ଯାଏ ଚାଲି ପାରି ଥିଲା ଏବଂ ଏମିତି ବେଳେ ସେମାନେ ଦୁହେଁ କିନ୍ତୁ ସେମାନଙ୍କ ସଂମ୍ପର୍କ କୁ କେବେ ବି ପ୍ରେମ ସଂମ୍ପର୍କ ଭାବେ ମାନି ନାହାଁନ୍ତି । ଏବଂ ପରେ ପରେ ମାନ୍ୟତା ଦତ୍ତ ଙ୍କ ଆଡକୁ ଢଲେଇବାରେ ଲାଗିଲେ । 22 ଜୁଲାଇ 1979 କୁ ଜନ୍ମ ହୋଇ ଥିଲା ମାନ୍ୟତା ଙ୍କ ଜନ୍ମ ମୁମ୍ବାଇ ର ଗୋଟିଏ ମୁସଲିମ୍ ଫେମିଲି ରେ ହୋଇ ଥିଲା ।
ସେ ଜଣେ ଭଲ ଅଭିନେତ୍ରୀ ବନିବା ପାଇଁ ଚାହୁଁ ଥିଲେ । ହେଲେ ଭଲ ରୁଲ୍ ନ ମିଳିବାରୁ ସେ ପ୍ରଥମେ ବହୁତ ବି ଗ୍ରେଡ୍ ଫିଲ୍ମ ରେ କାମ କରିବାରେ ଲାଗିଲେ । ମାନ୍ୟତା ଦତ୍ତ ଙ୍କ ବିଷୟ ରେ ସେ ସଞୟ ଦତ୍ତ ଙ୍କୁ ବିବାହ କରିବା ପୂର୍ବ ରୁ ବି ଗ୍ରେଡ୍ ଫିଲ୍ମ ରେ କାମ କରିଛନ୍ତି ।
ସେହି ପରି ବନ୍ଧୁଗଣ ରାଜେସ୍ ଖନ୍ନା ନିଜ ସମୟ ର କେତେ ସୁପର ଷ୍ଟାର ଥିଲେ ଆପଣ ମାନେ ଜାଣି ଥିବେ । ହେଲେ ଏତେ ସକ୍ସେସ୍ ପରେ ବି ସେ ଗୋଟିଏ ବି ଗ୍ରେଡ୍ ଫିଲ୍ମ ରେ କାମ କରିବାର ନଜର ଆସି ଥିଲେ । ସେ ଫିଲ୍ମ ୱଫା ରେ କାମ କରି ଥିଲେ ଏବଂ ନିଦ୍ଦେଶକ ରାକେସ୍ ସାବନ୍ତ ଥିଲେ ସେ ସେହି ଥିରେ ବହୁତ ସେନ୍ସୁଆଲ ସିନ୍ ଦେଇ ଥିଲେ ।
ସେମିତି ରେ ମାନୟତା ଏବଂ ସଞୟ ଙ୍କ ଦେଖା ଏବଂ କଥା ବର୍ତା ଗୋଟିଏ କମନ୍ ଫ୍ରେଣ୍ଡ ଭଳି ହୋଇ ଥିଲା ଏବଂ ପରେ ସେମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରିବାରେ ଲାଗିଲେ ଏବଂ ପରେ ସେମାନେ ବିବାହ ବି କରିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।