ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ ରବିନା ଟଣ୍ଡନ 46 ବର୍ଷ ର ହୋଇ ସାରି ଥିବା ବେଳେ ସେ ଆଜିର ସମୟ ରେ ବି ଲୋକ ଙ୍କୁ ନିଜର ଇସାରା ରେ ନଚେଇ ପାରିବେ । ସେ ସବୁ ସମୟ ରେ ଫିଲ୍ମ ଜଗତ ର ବଡ ବଡ ଇଭେଣ୍ଟ ଏବଂ ପାର୍ଟି ରେ ନଜର ଆସି ଥାନ୍ତି । ହେଲେ ବର୍ତମାନ ସମୟ ରେ ସେ ଲକଡାଉନ୍ ପାଇଁ ଘରେ ବନ୍ଦ ହୋଇଛନ୍ତି । ଏବଂ ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ସେ ନିଜର ଝିଅ ସହିତ କିଛି ଫୋଟ କୁ ସେୟାର କରି ଥିଲେ । ଏବଂ ରବିନା ଟଣ୍ଡନ ଙ୍କ ଝିଅ ଙ୍କ ନାମ ହେଲା ରାସା ଟଣ୍ଡନ୍ । ତାଙ୍କ ଝିଅ ଙ୍କ ବିଷୟ ରେ କହିବା ତେବେ ସେ ବର୍ତମାନ ସମୟ ରେ ବହୁତ ବଡ ହୋଇ ସାରିଛନ୍ତି ।
ଏବେ ସେ 16 ବର୍ଷ ର ହୋଇ ସାରି ଥିବା ବେଳେ ଏବଂ ସେ ବହୁତ ସୁନ୍ଦର ଷ୍ଟାର କିଡ୍ ଭାବେ ପରିଚିତ ହୋଇଛନ୍ତି । ସେମିତି ରେ ଆଗାମୀ ସମୟ ରେ ସେ ବି ନିଜର ମାଆ ଙ୍କ ପରି ଫିଲ୍ମ ଦୁନିଆଁ କୁ ଆଗକୁ ନେବାର କାମ କରିବେ ସେମିତି ରେ ରବିନା ଟଣ୍ଡନ୍ ବି ସଲମାନ ଖାନ୍ ଙ୍କ ଫିଲ୍ମ ପଥର୍ କି ଫୁଲ୍ ରୁ ନିଜର କେରିଅର ଆରମ୍ଭ କରି ଥିଲେ ।
ହେଲେ ତାଙ୍କୁ ସଫଳତା 1974 ରେ ମୋହରା ଫିଲ୍ମ ରୁ ମିଳି ଥିଲା । ଏବଂ ଏହି ଫିଲ୍ମ ପରେ ପରେ ସେ କେବେ ବି ପଛକୁ ଚାହିଁ ନାହାଁନ୍ତି । ଏବଂ ପରେ ସେ ବହୁତ ହିଟ୍ ଫିଲ୍ମ ରେ କାମ କରି ଥିଲେ । ଏବଂ ବିବାହ ପୂର୍ବ ରୁ ହିଁ ସେ ଦୁଇଟି ଝିଅ କୁ ନିଜର କୋଳ କୁ ନେଇ ନେଇ ଥିଲେ । ଏବଂ ଜଣଙ୍କର ରବିନା ଟଣ୍ଡନ୍ ବିବାହ ବି କରି ଦେଇଛନ୍ତି ।
ସେମିତି ରେ 2014 ରେ ସେ ନିଜର ଆସିକ୍ ଅନିଲ୍ ଖାଦାନୀ ଙ୍କ ସହିତ ଦେଖା ହୋଇ ଥିଲେ ଏବଂ ପରେ ସେ ତାଙ୍କୁ ବିବାହ କରି ଥିଲେ ଏବଂ ପରେ ସେମାନେ ପୁଣି ଥରେ ଉଦୟ ପୁର ରାଜସ୍ତାନ ରେ ଜଗ୍ ମନ୍ଦୁର ରେ ବିବାହ କରି ନେଇ ଥିଲେ ଏବଂ ପରେ ସେମାନଙ୍କ ଦୁଇଟି ପିଲା ହୋଇ ଥିଲା ମାନେ ବର୍ତମାନ ସମୟ ରେ ତାଙ୍କର ସଂମ୍ପର୍ଣ୍ଣ ଚାରୋଟି ପିଲା ପିଲି ରହିଛନ୍ତି ।
ଏବଂ ଏହି ଦିନ ରେ ନିଜର ଝିଅ ରାସା ଙ୍କ ସହିତ ରହି ଥିବା ଫୋଟ ରେ ସେ ବହୁତ ଚର୍ଚା ରେ ରହିଛନ୍ତି । ସେହି ପରି ବେଳେ ବର୍ତମାନ ସମୟ ରେ ତାଙ୍କର ଏହି ଷ୍ଟାଇଲିସ୍ ଝିଅ ର ଇଷ୍ଟାଗ୍ରାମ୍ ରେ ବହୁତ ଗୁଡିଏ ଫୋଟ ରହି ଥିବାର ଦେଖିିବା ପାଇଁ ମିଳିଛି । ଏହି ଥିରୁ ଜଣା ପଡୁଛୁ ସେ କେତେ ପରିମାଣ ରେ ଫେମସ୍ ଅଟନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।