ଏ ହେଉଛନ୍ତି ହିର୍ତୀକ ରୋଶନଙ୍କ ବହୁତ ସୁନ୍ଦର ଓ ହଟ ଭଉଣୀ । କୌଣସି ହିରୋଇନଙ୍କ ଠୁ ବି କମ ନୁହଁନ୍ତି

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଫିଲ୍ମ କୋହନା ପ୍ୟାର୍ ହେ ରୁ ନିଜର କେରିଅର ବନେଇ ଥିବା ହ୍ରିତିକ୍ ରୋଶନ ସାବ୍ୟସ୍ଥ କରିଛନ୍ତି କି ତାଙ୍କର ଜନ୍ମ କେବଳ ଫିଲ୍ମ ଉଦ୍ୟଗ ପାଇଁ ହୋଇ ଥିଲା , ତାଙ୍କର ପ୍ରଥମ ଫିଲ୍ମ କୋହନା ପ୍ୟାର୍ ହେ ରୁ ହିଁ ହ୍ରିତିକ୍ ରୋଶନ ଲୋକ ମାନଙ୍କ ଉପରେ ଜାଦୁ ଚଳେଇ ଥିଲେ ଏବଂ ପରେ ସବୁ ବୟସ ର ସବୁ ଲୋକ ମାନେ ତାଙ୍କର ଦିୱାନା ବନି ଜାଇ ଥିଲେ । ହ୍ରିତିକ୍ ରୋଶନ ନିଜ ସମୟ ରେ ପ୍ରସିଦ୍ଧ ଏବଂ ସୁପର ହିଟ୍ ଅଭିନେତା ରହି ସାରିଛନ୍ତି , ଏବଂ ଫିଲ୍ମ ଜଗତ ରେ ତାଙ୍କ ସମୟ ରେ ତାଙ୍କୁ ବହୁତ ବଡ ଏବଂ ସଫଳ ଅଭିନେତା ମନା ଜାଇ ଥାଏ ।

Hrithik Roshan

ହ୍ରିତିକ୍ ରୋଶନ ବଲିଉଡ ର ପାଦ ଜମେଇ ଥିବା ରୋସନ୍ ପରିବାର ର ଏକ ମାତ୍ର ବ୍ୟକ୍ତି ଅଟନ୍ତି , ଏବଂ ଏବେ ହ୍ରିତିକ୍ ରୋଶନ ଙ୍କ ଭଉଣୀ ପସ୍ମିନା ରୋସନ୍ ବି ଅଭିନୟ ଦୁନିଆଁ ରେ ପାଦ ଦେବାକୁ ଜାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ହ୍ରିତିକ୍ ରୋଶନ ଙ୍କ କାକା ଙ୍କ ଝିଅ ପସ୍ମିନା ରୋସନ୍ ଏହି ଦିନ ରେ ବଲିଉଡ ଏଣ୍ଟ୍ରୀ କରିବା ପାଇଁ ଜାଉଛନ୍ତି , ଏବଂ ବର୍ତମାନ ସମୟ ରେ ସେ ନିଜର ଫିଲ୍ମ ଉଦ୍ୟଗ ରେ ପାଦ ଥାପିବା ପୂର୍ବ ରୁ ନିଜର ଇମେଜ୍ କୁ ପ୍ରସ୍ତୁତ କରୁଛନ୍ତି ।

ଏବଂ ଏହିଥି ପାଇଁ ହ୍ରିତିକ୍ ରୋଶନ ବି ନିଜର ଛୋଟ ଭଉଣୀ ର ମାର୍ଗ ଦର୍ଶନ କରିବା ପାଇଁ ନିଜକୁ ପ୍ରକାଶିତ କରୁଛନ୍ତି। ଏବଂ ସେମାନେ ଏବେ ଦୁହେଁ ଏକା ସହିତ ସବୁ ସମୟ ରେ ମିଡ଼ିଆ ସାମ୍ନା ରେ ଦେଖିବା ପାଇଁ ମିଳୁଛନ୍ତି , ଏବଂ ସୂତ୍ର ଅନୁସାରେ ପସ୍ମିନା ଙ୍କ ବୟସ 24 ବର୍ଷ ଅଟେ । ହେଲେ ବୁଦ୍ଧିମତା ମାମଲା ରେ ସେ 40 ବର୍ଷ ର ବ୍ୟକ୍ତି ଙ୍କ ପରି ଅଟନ୍ତି ।

Hrithik Roshan sister

ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ପସ୍ମିନା ହ୍ରିତିକ୍ ରୋଶନ ଙ୍କ ପରିବାର ତୃତୀୟ ସଦସ୍ୟ ହେବେ ଯେ କି ରୋସନ୍ ପରିବାର ରୁ ପାଦ ଜମେଇବା ପାଇଁ ଯାଉଛନ୍ତି । ତେବେ ଆପଣ ମାନଙ୍କୁ ହ୍ରିତିକ୍ ଏବଂ ତାଙ୍କ ଭଉଣୀ ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *