ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ଦୁଇଟି ନାମର ଝିଅ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କୁ କେବେ ବି ସ୍ୱାମୀ ସୁଖ ମିଳେ ନାହିଁ । ଆପଣ ମାନେ ଜାଣି ଥିବେ ଯେମିତି ବିବାହ ପୂର୍ବ ରୁ ଜାତକ ମିଶା ଜାଇ ଥାଏ ସେହି ପରି ଭାବେ ନାମର ପ୍ରଥମ ଅକ୍ଷର ବି ମିଶା ଜାଇ ଥାଏ । ଏବଂ ଏହି ନାମର ପ୍ରଥମ ଅକ୍ଷର ରୁ ହିଁ ଜଣା ପଡି ଥାଏ କି ଆପଣ ମାନଙ୍କ ବୈବାହିକ ଜିବନ କେମିତି ରହିବ , ଏବଂ ଆପଣ ମାନଙ୍କ ସ୍ୱାମୀ ଆପଣ ମାନଙ୍କୁ ଭଲ ପାଇବେ ନାହିଁ ଏମିତି ରେ ଏହି ଝିଅ ମାନେ ବି ସ୍ୱାମୀ ସୁଖ ପାଇବା ବି ବହୁତ କଷ୍ଟ ହୋଇ ଥାଏ ହେଲେ ସ୍ୱାଭାବ ଏମାନଙ୍କର ଭଲ ହୋଇ ଥାଏ ।
ପ୍ରଥମେ ରହିଛନ୍ତି B ଅକ୍ଷର ର ଝିଅ ମାନେ ପଢା ପଢି ପ୍ରତି ଟିକିଏ ଢିଲା ରହି ଥାନ୍ତି । ହେଲେ ଅଫିସ୍ ଏବଂ ଘର କାମ ସମ୍ଭାଳିବାରେ ବହୁତ ମାହୀର ହୋଇ ଥାନ୍ତି । ସବୁ କାମ କୁ ଏମାନେ ଧିରେ ସୁସ୍ଥେ ଏବଂ ସହଜ ରେ କରି ପାରନ୍ତି । ଏମାନେ କେବଳ ସ୍ୱାମୀ ନୁହେଁ ବରଂ ପରିବାର ସଦସ୍ୟ ଙ୍କ ପ୍ରତି ବହୁତ ଭରଷା ଜାତ କରି ଥାନ୍ତି । ସେହି ପରି ବେଳେ ଏମାନେ ପ୍ରତି ବଦଳ ରେ ନିଜର ପରିବାର ଏବଂ ସ୍ୱାମୀ ଙ୍କ ଠାରୁ ବହୁତ ଭଲ ପାଇବା ପଇ ମଧ୍ୟ ଥାନ୍ତି । ଏମାନେ ବହୁତ ରୋମାଣ୍ଟିକ୍ ହୋଇ ଥାନ୍ତି । ସ୍ୱାମୀ ଙ୍କ ପ୍ରତି ଏମାନଙ୍କର ବହୁତ ଭଲ ପାଇବା ମଧ୍ୟ ରହି ଥାଏ ।
ଏହି ନାମର ଝିଅ ମାନେ କେବେ ବି କାହାର ଭରସା ବିଶ୍ୱାସ ଭାଙ୍ଗିବା ପାଇଁ ଦିଅନ୍ତି ନାହିଁ । ଏମାନେ ସମସ୍ତ ଙ୍କ ପାଇଁ ନିଜ ମନ ରେ ଭରସା ଏବଂ ଭଲପାଇବା ରଖି ଥାନ୍ତି । ଏମାନଙ୍କ ଏହି ସବୁ ଗୁଣ ପାଇଁ ନିଜ ସ୍ୱାମୀ ଏବଂ ପରିବାର ଲୋକ ମାନେ ଭଲ ପାଇଥାନ୍ତି । ହେଲେ ଏମାନଙ୍କର କିଛି ଗୁଣ ପାଇଁ ଏମାନେ କେବେ ବି ନିଜ ସ୍ୱାମୀ ଙ୍କ ଠାରୁ ଦୂରେଇବା ପାଇଁ ବି ଲାଗନ୍ତି ଏବଂ ଏମାନେ କେବେ ବି ସ୍ୱାମୀ ଙ୍କ ଠାରୁ ଖୁସୀ ରହି ପାରନ୍ତି ନାହିଁ ।
ସେହି ପରି ଦୁଇରେ ରହିଛି L ଅକ୍ଷର ର ରହି ଥିବା ଝିଅ ମାନେ ବହୁତ ସୁନ୍ଦର ଏବଂ ସଫା ହୃଦୟ ର ହୋଇ ଥାନ୍ତି । ଏହି ନାମର ଝିଅ ମାନେ ନିଜ ସ୍ୱାମୀ ଙ୍କର ଭରସା ଏବଂ ବିଶ୍ୱାସ କେବେ ବି ଭାଙ୍ଗନ୍ତି ନାହିଁ । ଏବଂ ନିଜ ଜିବନ ଠୁ ଅଧିକ ନିଜ ସ୍ୱାମୀ ଙ୍କୁ ଭଲ ପାଇବା ଦେଇ ଥାନ୍ତି । ସେହି କାରଣ ପାଇଁ ତାଙ୍କ ସ୍ୱାମୀ ବି ତାଙ୍କୁ କୈଣସି କାରଣ ରୁ ବି ହରେଇବା ପାଇଁ ଚାହାଁନ୍ତି ନାହିଁ ।
ଏହି ଝିଅ ମାନେ ବହୁତ ଚାଲାଖ୍ ଏବଂ ବୁଦ୍ଧିମାନ ହୋଇ ଥାନ୍ତି । ଏହି ମାନେ ବହୁତ ଖୁସୀ ମିଜାଜ୍ ର ହୋଇ ଥାନ୍ତି । ଏମାନେ ଅତି ସହଜ ଏବଂ କମ୍ ସମୟ ମଧ୍ୟ ସମସ୍ତ ଙ୍କ ମନ ଜିଣି ଥାନ୍ତି , ହେଲେ ଏମାନଙ୍କର ବି କିଛି ଏମିତି ଗୁଣ ରହି ଥାଏ ଜାହା ପାଇଁ ଏମାନଙ୍କ ସଂମ୍ପର୍କ ଅଧା ରୁ ହିଁ ଭାଙ୍ଗି ଯାଏ ଏବଂ ଏମାନଙ୍କ ମନର ମିଳନ ତଥା ସ୍ୱାମୀ ଙ୍କ ସହିତ ପଡେ ନାହିଁ । ଏବଂ ଏମାନେ ଜିବନ ସାରା ସ୍ୱାମୀ ସୁଖ ପାଇ ପାରନ୍ତି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।