ରାତିରେ ପୋଷାକ ଧୋଇବା କଣ ଅଶୁଭ ହୋଇଥାଏ (ଭୟଙ୍କର କଥା) ଜାଣନ୍ତୁ |

Wash clothes at night

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବସ୍ତ୍ର ଧୋଇବା ସମୟ ରେ କରନ୍ତୁ ନାହିଁ ଏହି ଭୁଲ ନଚେତ୍ ଆପଣ ମାନଙ୍କ ଉପରେ ପଡି ପାରେ ଭାରି ଏବଂ ଏହା ଅଶୁଭ ମଧ୍ୟ ହୋଇ ଥାଏ , ବନ୍ଧୁଗଣ ଆଜି କାଲି ର ବ୍ୟସ୍ତ ବହୁଳ ଜିବନ ରେ ଲୋକ ମାନଙ୍କ ପାଖରେ ସମୟ ବହୁତ କମ୍ ରହିଛି । ସେହିଥି ପାଇଁ ସେମାନେ ସବୁ କାମ କୁ ରାତି ରେ ହିଁ କରିବା ପାଇଁ ଚେଷ୍ଟା କରନ୍ତି , ହେଲେ ସେମାନଙ୍କ ରାତି ରେ କରୁ ଥିବା କାମ ଦ୍ୱାରା ହେଉ ଥିବା କ୍ଷେତି ବିଷୟ ରେ କେବେ ବି ଜଣା ନ ଥାଏ , ଏହି କାମ ମଧ୍ୟରୁ ବସ୍ତ୍ର ଧୋଇବା ବି ଗୋଟିଏ କାମ ରହି ଥାଏ ।

clothes

କେତେକ ଲୋକ ମାନେ ରହିଛନ୍ତି ଯେଉଁ ମାନେ ରାତି ରେ କପଡା ଧୋଇ ଥାନ୍ତି , ଏବଂ ବାହାରେ ସୁଖାଇ ଦେଇ ଥାନ୍ତି , ଯଦି ଆପଣ ମାନେ ଏମିତି କରନ୍ତି ତେବେ ଆପଣ ମାନେ ବି ବହୁତ ବଡ ବିପଦ ରେ ପଡି ପାରନ୍ତି । ବାସ୍ତୁ ଅନୁସାରେ ଯୋଉଁ ଲୋକ ମାନେ ରାତି ରେ ବସ୍ତ୍ର ଧୋଇ ସୁଖେଇ ଥାନ୍ତି , ସେମାନେ ବଡ ବିପଦ ରେ ପଡି ପାରନ୍ତି । ଏମିତି ମାନ୍ୟତା ରହିଛି କି ସୂର୍ଯ୍ୟ କିରଣ ରେ କପଡା ସୁଖେଇଲେ ସେହି ଥିରେ ରହି ଥିବା ନାକାରାତ୍ମକ ଶକ୍ତି ବାହାରି ଜାଇ ଥାଏ , ଏବଂ କପଡା ରେ ଏକ ନୂଆ ଉର୍ଜା ସଂଞ୍ଚାର ହୋଇ ଥାଏ ।

ହେଲେ ଯଦି ଆପଣ ମାନେ ରାତି ରେ ଏମିତି କପଡା ସୁଖେଇ ଥାନ୍ତି ତେବେ ସେହି ଥିରୁ ନାକାରାତ୍ମକ ଉର୍ଜା ବାହାରି ପାରେ ନାହିଁ । ଯେଉଁ କାରଣ ରୁ ସେହି କପଡା ରୁ ବାହାରୁ ଥିବା ଖରାପ ଉର୍ଜା ଗୁଡିକ ସେହି ଥିରେ ସମାହିତ ହୋଇ ଜାଇ ଥାଏ , ଜାହା ଫଳ ରେ ଆପଣ ମାନେ ସେହି କପଡା କୁ ପିନ୍ଧିଲେ ଆପଣ ମାନେ କୈଣସି ବଡ ରୋଗ ରେ ପଡି ପାରନ୍ତି ।

clothes are washed

ଏବଂ ଦୁଇ ରେ କାରଣ ହେଲା କି ଆପଣ ମାନେ ଯେତେ ବେଳେ ସୂର୍ଯ୍ୟ କିରଣ ରେ କପଡା ରେ ସୁଖେଇ ଥାନ୍ତି ସେହି ଥିରେ କ୍ଷେତି କାରକ ଜିବାଣୁ ନଷ୍ଟ ହୋଇ ଜାଇ ଥାଏ ହେଲେ ରାତି ସମୟ ରେ ଆପଣ ମାନେ କପଡା ସୁଖେଇଲେ କପଡା ତ ସୁଖି ଯାଏ ହେଲେ ସେହି ଥିରେ ଥିବା କ୍ଷେତି କୀରକ ଜିବାଣୁ ମାନେ ନଷ୍ଟ ହୋଇ ନ ଥାଏ । ତେବେ ସବୁ ସମୟ ରେ ଏହାକୁ ଧ୍ୟନ ରଖିବା କଥା କୁ କପଡା କୁ ସବୁ ବେଳେ ଖରା ରେ ସୁଖେଇ ବା ଆବଶ୍ୟକ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *