ଫେରାଇବାକୁ ହେବ କିଷାନ ଯୋଜନା ୧୦ମ କିସ୍ତି ଟଙ୍କା |

pm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫେରାଇବାକୁ ହେବ କିଷାନ ଯୋଜନା 10 ମ କିସ୍ତି ଟଙ୍କା । ଏହି ନେଇ କିଛି ନୂଆ ଆପଡେଟ ଜାରି ହୋଇଛି । ତେବେ ଯଦି ଆପଣ ମାନେ ବି PM କିଶାନ ଯୋଜନା ର ସୁଯୋଗ ନେଉଛନ୍ତି ତେବେ ଏହି ଖବର ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । କେନ୍ଦ୍ର ସରକାର ଜାନୁଆରୀ 1ରେ ପ୍ରଧାନ ମନ୍ତ୍ରୀ କିଶାନ ନିଧି ଯୋଜନା ର 10 ମ କିସ୍ତି ର ଟଙ୍କା କୃଷକ ମାନଙ୍କ ଏକାଉଣଟ କୁ ପଠେଇ ଥିଲେ ।

ହେଲେ ଗଣ ମାଧ୍ୟମ କୁ ଅନୁସାରେ ଏହି ପରିମାଣ ଏହା ମଧ୍ୟ ରୁ 7 ଲକ୍ଷ ଅଯୋଗ୍ୟ ଚାଷୀ ମାନଙ୍କ ଏକାଉଣ୍ଟ କୁ ପହଁଚିଛି । ଏହି ଭଳି ପରିସ୍ଥିତି ରେ ଏହି ରାଶି କୁ ଫେରସ୍ତ କରିବା କୁ ପଡିବ । ତେବେ ଆସନ୍ତୁ ଜାଣିନେବା କେଉଁ ମାନେ ଏହାକୁ ଫେରେଇବେ । ତେବେ ଏକ ରିପୋର୍ଟ ମୁତାବକ 7 ଲକ୍ଷ ରୁ ଅଧିକ ଚାଷୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନା ରେ 10 ମ କିସ୍ତି ରେ ପ୍ରାପ୍ତ 2000 ଟଙ୍କା ଫେରସ୍ତ କରିବାକୁ ପଡିବ ।

money

ଏହି ପରିପେକ୍ଷି ରେ ପ୍ରକାଶିତ ରିପୋର୍ଟ ଅନୁସାରେ । ଉତ୍ତର ପ୍ରଦେଶ ର କିଛି କୃଷକ ମାନେ ଯେଉଁ ମାନଙ୍କୁ ଏହି ଟଙ୍କା ଫେରସ୍ତ କରିବାକୁ ପଡିବ । ସେମାନେ ଅନ୍ୟ ଉତ୍ସ ରୁ ରୋଜଗାର ପାଇଁ ଆୟକର ଦେଉଛନ୍ତି କିମ୍ବା ପ୍ରଧାନ ମନ୍ତ୍ରୀ ବିମା ଯୋଜନା ମାଧ୍ୟମ ରେ ନଗଦ ସୁବିଧା ପାଉଛନ୍ତି । ବେଳେ ବେଳେ ସରକାର ଙ୍କ ଠାରୁ ଏକାଉଣ୍ଟ କୁ ଟଙ୍କା ସ୍ଥାନାନ୍ତରିତ ହୁଏ । ହେଲେ ଏହା କୃଷକ ମାନଙ୍କ ଏକାଉଣ୍ଟ ରେ ପହଁଚେ ନାହିଁ କାରଣ ଆପଣ ମାନଙ୍କ ଆଧାର ସଂଯୋଗ ନହେବା ଏବଂ ବ୍ୟାଙ୍କ ଏକାଉଣ୍ଟ ନମ୍ବର ଭୁଲ ହେବା ଫଳ ରେ ଏମିିତି ହୁଏ ।

ଯଦି କିଶାନ ସମ୍ମନିଧି ର କିସ୍ତି ଗ୍ରହଣ ହୋଇନାହିଁ । ତେବେ ଆପଣ ମାନେ PM କିଶାନ ଯୋଜନା ର ହେଲ୍ପଲାଇନ ନମ୍ବର ଉପରେ ଅଭିଯୋଗ କରି ପାରିବେ । ଏହିଥି ପାଇଁ ଆପଣ ମାନେ ହେଲ୍ପ ଲାଇନ ନମ୍ବର 01124300606 ରେ ଆପଣ ମାନେ କଲ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *