ଦୁନିଆରେ ଏପରି ୬ ପ୍ରକାର ବାହାଘର ଅଛି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

marred

ବିଶ୍ୱରେ ବିଚିତ୍ର ଭାବନା ଥିବା ଲୋକ ମାନଙ୍କର ଅଭାବ ନାହିଁ । କେତେ ଲୋକ କେତେ ପ୍ରକାରର ଭାବୁଛନ୍ତି ଆଉ ତାକୁ କାମରେ ମଧ୍ୟ ଲଗାଉଛନ୍ତି । କିଏ କୁକୁରକୁ ତ କିଏ ସାପ କୁ ନିଜର ଜୀବନ ସାଥି ବାଛୁଛି । ଏହିଭଳି ସମୟରେ ଭାରତ ବି ଏହି ବିଚିତ୍ର ବିବାହ ମାନଙ୍କ ଠାରୁ ଦୂରରେ ନାହିଁ । ଆଜି ଆମେ ଆପଣଙ୍କ ପାଖରେ ଏପରି ହି ବିଚିତ୍ର ବିବାହ ମାନଙ୍କ ବାବାଦରେ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ।

୧:- କୁକୁରକୁ ଜୀବନ ସାଠୁ ବାଛିଲେ ମହିଳା:-ଆଫ୍ରିକାର ଜଣେ ମହିଳା ଏଲିମି ପାପୁ, ନିଜର ବିବାହ କରି ସାରିଛନ୍ତି । ୨୦୧୦ ମସିହାରେ ସେ ନିଜର ବୈବାହିକ କାର୍ଯ୍ୟ ସମାପ୍ତ କଲେ ଆଉ ସେ ଜୀବନ ସାଥି ଭାବେ ଜଣେ କୁକୁର କୁ ବାଛି ଥିଲେ । ଏହି କାରିନାମା ସହ ସେ ସ୍ଥାନୀୟ ଲୋକମାନଙ୍କ ଭିତରେ ସାମିଲ ହେଇ ଯାଇଛନ୍ତି ।

dog

୨:- ନିଜକୁ ନିଜେ ବିବାହ:- ଚୀନର ଜଣେ ବ୍ୟକ୍ତି ଏହି କାରିନାମା କରିଛନ୍ତି। ଏହି ବ୍ୟକ୍ତି ଜଣକ ୨୦୦୭ ମସିହାରେ ନିଜର ବିବାହ କାର୍ଯ୍ୟ ସମାପ୍ତ କରି ଥିଲେ। ଏହିଦିନ ସେ ନିଜର ଏକ ବଡ଼ ପୋଷ୍ଟର ନିର୍ମାଣ କରି ତାହାକୁ ଜଣେ ମହିଳା ବେଶରେ ସଜାଇ ଥିଲେ। ତାହାପରେ ସେ ନିଜର ବିବାହ କାର୍ଯ୍ୟ ସମାପ୍ତ କଲେ ଆଉ ଏହି ବିବାହରେ ପ୍ରାୟ ୧୦୦ ରୁ ଅଧିକ ଲୋକ ମହଜୁଦ ଥିଲେ।

୩:- ସାପ ସହ ବିବାହ:- ଭାରତୀୟ ମହିଳା ବିମଳା ଦାସ ଏହା ଦାବି କରନ୍ତି କି ତାଙ୍କର ଜଣେ ସାପ ସହ ପ୍ରେମ ସମ୍ପର୍କ ହେଇ ଯାଇଥିଲା। ଯେତେବେଳେ ସେ ଏହି କଥା ନିଜ ଗାଁ ଲୋକ ମାନଙ୍କୁ କହିଲେ ତ ତାଙ୍କ ଗାଁ ଲୋକ ମାନେ ତାଙ୍କୁ ଏହି ଜାଗାରେ ସମର୍ଥନ କରି ଥିଲେ। ଏପରିକି ଅନେକ ଲୋକ ତାଙ୍କ ବିବାହରେ ପହଂଚି ତାଙ୍କୁ ଶୁଭେଚ୍ଛା ବି ଜଣାଇ ଥିଲେ।

୪:- ପାଚେରୀ ସହ ବିବାହ:- ୫୪ ବର୍ଷର ମଣିଷ ୱିଲିଆମ ବପୁ ଗ୍ରୀନଲ୍ୟାଣ୍ଡର ଏକ ୪୦ ବର୍ଷ ପୁରୁଣା ପାଚେରୀ ସହ ବିବାହ କରିଥିଲେ। ପାଚେରୀର ନିର୍ମାଣ ୧୯୭୯ ମସିହାରେ ହେଇଥିଲା ଆଉ ସେ ଏହି ପାଚେରୀ ଭଳି ତାଙ୍କର ସମ୍ପର୍କ ମଜବୁତ କରିବେ ବୋଲି ପ୍ରତିଜ୍ଞା କରି ଥିଲେ।

pachari

୫:-ଆଇଫିଲ ଟାୱାର ସହ ବିବାହ:- ପୂର୍ବତନ ମହିଳା ସୈନିକ ଲାରୀକା ଲାଟୁ, ଆଇଫିଲ ଟାୱାରର ପ୍ରେମ ସହ ଅର୍ଥାତ ଆଇଫିଲ ପ୍ରେମ ସହ ପଡି ଯାଇଥିଲେ। ବିବାହ ପରେ ସେ ନିଜର ନାମ ଆଇଫିଲର ନାମ ସହ ଯୋଡି ଦେଇ ଥିଲେ। ତାଙ୍କର ବିବାହ ବି ଏହି ଟାୱାର ସହ ହେଇଥିଲା।

୬:-ଶେଷରେ ରହିଛି, ଡ଼ଲଫିନକୁ ବାଛିଲେ ଜୀବନ ସାଥି:-ଇଶ୍ରାଏଲ ର ଦକ୍ଷିଣ କ୍ଷେତ୍ରରେ ସାନା ଟ୍ରଣ୍ଡଲ ନାମକ ବ୍ରିଟିଶ ମହିଳା, ଗୋଟେ ଡ଼ଲଫିନ ପ୍ରେମରେ ପଡି ଯାଇଥିଲେ। ଏହାପରେ ସେ ତାକୁ ହି ବିବାହ କରିବାର ନିଷ୍ପତ୍ତି ନେଇଥିଲେ ଆଉ ୨୦୦୬ ରେ ବିବାହ ବି କରିଥିଲେ। ଏହା ବିଶ୍ୱର ପ୍ରଥମ ବିବାହ ଥିଲା ଯାହା ଡ଼ଲଫିନ ସହ ହେଇଥିଲା।

Leave a Reply

Your email address will not be published. Required fields are marked *