ଆଜିଠାରୁ ଶନିଦେବ ଙ୍କର ବକ୍ର ଦୃଷ୍ଟି ନୁହେଁ କ୍ରୁପ ଦୃଷ୍ଟି ପଡୁଛି ଏହି ୨ଟି ରାଶି ମାନଙ୍କ ଉପରେ । ଏବେ ଏମାନଙ୍କୁ କେହି ବି ଅଟକାଇ ପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ର ରେ ଏମାନଙ୍କୁ ସଫଳତା ମିଳିବାକୁ ଯାଉଛି । ଯେପରି ସବୁଠାରୁ ଅଧିକ କ୍ରୋଧୀ ଗ୍ରହ ଙ୍କୁ ହିଁ ନ୍ୟାୟଧିଶ ଉପାଧି ଦିଆଯାଇଛି । ଯାହାକୁ ଆମେ ଭଗବାନ ଶନିଦେବଙ୍କ ନାମରେ ଜାଣିଛେ ଓ ଆମେ ଯାହା ବି ଭୁଲ କାର୍ଯ୍ୟ କରିଥାଉ ତାର ସମ୍ପୂର୍ଣ ବିବରଣୀ ଶନି ମହାରାଜ ଙ୍କ ପାଖରେ ରହିଥାଏ । ଏବଂ ଆମକୁ ସେ ସେହି ହିସାବରେ ଦଣ୍ଡ ମଧ୍ୟ ଦେଇଥାନ୍ତି ।
ହିନ୍ଦୁଧର୍ମ ର ମାନ୍ୟତା ଅନୁସାର ରେ ଶନିଦେବଙ୍କୁ ନ୍ୟାୟପ୍ରଦାନ କାରୀ ଦେବତା ଭାବେ ବିଚାର କରାଯାଇଥାଏ ଓ ଯେବେ ବି ତାଙ୍କର କୃପା ଯେଉଁ ମାନଙ୍କ ଉପରେ ହୋଇଥାଏ ସେହି ବ୍ୟକ୍ତିଙ୍କୁ କୌଣସି ପ୍ରକାରର ସମସ୍ୟା ରହିନଥାଏ ଓ ସେମାନଙ୍କର ସମସ୍ତ କାର୍ଯ୍ୟ ବୀନା ବାଧାବିଘ୍ନ ରେ ପୂର୍ଣ ହୋଇଥାଏ । ଗ୍ରହ ମାନଙ୍କର ଚଳନ ବଦଳିବା କାରଣରୁ ଏହିପରି ଯୋଗ ବନୁଛି କି ଏହି ୨ଟି ରାଶି ଉପରେ ଶନିଦେବ ଙ୍କର କୃପା ର ବର୍ଷା ହେବାକୁ ଯାଉଛି । ଯାହା ଫଳରେ ଆପଣଙ୍କୁ ଧନ ଓ ମାନସମ୍ମାନ ପ୍ରାପ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ରାଶି ବିଷୟରେ ।
ପ୍ରଥମ ରାଶି ଜାହାର ଭାଗ୍ୟରେ ଶନିଦେବ ଆଜିଠୁ ବଡ ପରିବର୍ତ୍ତନ ଆଣିବେ ସେହି ରାଶିଟି ହେୁଚି ମିଥୁନ ରାଶି । ଏହି ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନରେ ଆଗାମୀ ଦିନରେ ସବୁ ଖୁସି ମିଳିବାକୁ ଜାଉଛି । ପ୍ରଭାବଶାଳୀ ଲୋକଙ୍କ ସହ ନୂଆ ସମ୍ଭନ୍ଧ ସୃଷ୍ଟି ହେବ । ସନ୍ତାନର ଉନ୍ନତିରେ ବିକାଶ ଘଟିବ । ନିଜ ଜୀବନରେ ଚାଲୁଥିବା ସମସ୍ୟାର ସମାଧାନ ଘଟିବ । ରୋଜଗାରର ନୂଆ ଉପାୟ ମିଳିବ ।
ଦ୍ୱୀତିୟ ରାଶିଟି ହେଉଛି କନ୍ୟା ରାଶି – ଏହି ରାଶି ଲୋକଙ୍କ ଉପରେ ଶନିଦେବଙ୍କର ଭଲ ଦ୍ରୁଷ୍ଟି ରହିବ ଏହା ସହିତ ବୃହସ୍ପତି ଯୋଗ ମଧ୍ୟ ରହିଛୁ । ଆପଣଙ୍କ ସମୟ ଅତି ଉତ୍ତମ ରହିବ । ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଫଳ ମିଳିବ । .ଘରର ସମସ୍ତ ଲୋକ ଆପଣଙ୍କୁ ସମର୍ଥନ କରିବେ । ପରିବାରର ସମସ୍ତ ସଦସ୍ୟ ଅତି ଆନନ୍ଦରେ ରହିବେ । ଯଦି ଆପଣ କାହାକୁ ପଇସା ଧାର ଦେଇଥିବେ ତେବେ ଆପଣ ସେ ପଇସା ଫେରି ପାଇବେ । ପିତାଙ୍କ ସମ୍ପତିରୁ ଆପଣ ଲାଭବାନ ହେବେ । ରୋଜଗାର ବଢିବ । ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଆପଣଙ୍କ ଭୂମିକା ସର୍ବୋଚ୍ଚ ରହିବ ।
ଯଦି ଆପଣ ନିଜ ରାଶି ବିଷୟରେ ସୁଚନା ପାଇବା ପାଇଁ ଚାହାଁନ୍ତି , ତେବେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ । ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ରାଶି ବିଷୟରେ ସୁଚନା ପ୍ରଦାନ କରିବୁ ।