ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଏହି ମହାଙ୍ଗା ଦୁନିଆରେ ଧନ ହିଁ ଲୋକମାନଙ୍କର ଭଗବାନ ପାଲଟି ଗଲାଣି ଆଜି କାଲିର ଲୋକମାନେ ଟଙ୍କା କମାଇଲେ ମଧ୍ୟ ତାହା ଠାରୁ ଅଧିକ ଖର୍ଚ୍ଚ ହେଇଯାଉଛି । ଆଜିର ଯୁଗରେ ଏମିତି ଲୋକ ଖୁବ୍ କମ୍ ଥିବେ ଯାହାର ଟଙ୍କା ର ଅଭାବ ନଥିବ ଯଦି ବି ଜାହାର ପାଖରେ ପର୍ଯ୍ୟାପ୍ତ ପଇସା ରହିଛି ସେମାନଙ୍କର ଅଧିକ ପଇସା କମେଇବାକୁ ଇଛା ରହୁଚି ଧନ ର ମୋହ ସେହି ପରି ହୋଇଥାଏ ଯେତେ ଥିଲେ ବି ମଧ୍ୟ ମନ ଭୋରେ ନାହିଁ ।
ଆଜି ମୁଁ ଆପଣଙ୍କୁ କହିବି ଏକ ଏମିତି ଉପାୟ ଜାହାଦ୍ଵାରା ପଇସା ଆସିବାର ବାଟ ଖୋଲି ଯିବ ଏବଂ ତାହା ବହୁତ ଦିନ ପର୍ଯ୍ୟନ୍ତ ଘରେ ରହିବ , ତେଣୁ ଏଥିପାଇଁ ଆମକୁ ବେଶି କିଛି କରିବାକୁ ପଡ଼ିବ ନାହିଁ କେବଳ ତିନୋଟି ମୟୂର ପଙ୍ଖ ର ବ୍ୟବହାର କରିବାକୁ ପଡିବ ଏହାର ବ୍ୟବହର କିପରି କରିବାକୁ ପଡିବ ତାହା ମୁଁ ଆପଣଙ୍କୁ ଜଣେଇବି ।
ଏହା ପୂର୍ବରୁ ଆପଣ ମାନେ ଜାଣି ରଖନ୍ତୁ ଯେ ଏହି ମୟୂର ପଙ୍ଖ କଣ ଅଟେ ଏହା ଏକ ଶକ୍ତିଶାଳୀ ଚମତ୍କାର ଯନ୍ତ୍ର ଅଟେ ଏବଂ ଏହା ତନ୍ତ୍ର ବିଦ୍ୟାରେ ବହୁ କାମରେ ଆସିଥାଏ କେବଳ ଏବେ ନୁହେଁ ପ୍ରାଚୀନ କାଳରୁ ଏହାର ବ୍ୟବହାର କର ଜାଉଛି , ଭଗବାନ କୃଷ୍ଣଙ୍କର ମୁକୁଟରେ ଏହାର ବ୍ୟବହାର କରାଯାଏ ।
ଆଜି ମୁଁ ଆପଣଙ୍କୁ କହିବି ଯେ ଘରର କୋଉଁଠି ରଖିଲେ ମୟୁର ପଙ୍ଖ ସାକରାତ୍ମକ ପ୍ରଭାବ ପଡ଼ିବ ଏବଂ ଲକ୍ଷ୍ମୀ ସବୁ ବେଳେ ବାସ କରିବେ ତେଣୁ ଆପଣ ଙ୍କର ଘରର ଏମିତି ଏକ ସ୍ଥାନରେ ମୟୂର ପଙ୍ଖ କୁ ରଖିବେ ଯେମିତି ସମସ୍ତଙ୍କର ଦୃଷ୍ଟି ପଡ଼ିବ ।
ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୂର ପଙ୍ଖ ରଖିଥାନ୍ତି ଏହା ସେମାନଙ୍କ ପାଇଁ ରାମ ବାଣ ସଦୃଶ୍ୟ ହୋଇଥାଏ , ଘରର ସବୁ ରୁମ୍ ରେ ଗୋଟିଏ ଗୋଟିଏ ମୟୂର ପଙ୍ଖ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ , ଯଦି ଆପଣଙ୍କର ରାହୁ ଦୋଶ ରହିଥାଏ ତେବେ ଆପଣ ନିଜ ପାଖରେ ମୟୂର ପଙ୍ଖ ରଖନ୍ତୁ ।
ଯଦି ଆପଣଙ୍କ ଘର ଆଖ ପାଖରେ ସାପ ମାନଙ୍କର ଡେରା ରହିଛି ତେବେ ଘରର ସାମ୍ନାରେ ମୟୂର ପଙ୍ଖ ରଖି ଦିଅନ୍ତୁ , ମୟୂର ପଙ୍ଖ ଆପଣଙ୍କର ବେଡ୍ ବା ବିଛଣା ତଳେ ରଖି ଦିଅନ୍ତୁ ଏହା ଦ୍ଵାର ଆପଣ ଶୋଇଲେ ଆପଣଙ୍କ ଭିତରେ ସକାରାତ୍ମକ ଭାବନା ଆସିବ ଆପଣଙ୍କର ଜୀବନରେ ସଫଳତା ଆସିବ , ଆପଣଙ୍କ ଘରର ମୁଖ୍ୟ ଦ୍ଵାର ସାମ୍ନା ରେ ଗଣେଷ ଙ୍କ ମୂର୍ତ୍ତି ବା ଫୋଟୋ ଲଗାଇ ସେଠାରେ ତିନୋଟି ମୟୂର ପଙ୍ଖ ଲଗାନ୍ତୁ ଏହା ଦ୍ଵାରା ଘରର ବାସ୍ତୁ ଦୋଶ ଦୂର ହୋଇଥାଏ ଏବଂ ଘର ଉପରେ ଖରାପ ନଜର ପଡିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।