ଆମେ ମାନେ ସମସ୍ତେ ବହୁତ ଭଲ ଭବାରେ ଜାଣିଛେ ଯେ ଗ୍ରହ ମାନଙ୍କର ଚଳନ ହେତୁ ଆମେ ମାନେ ଆମର ଜୀବନରେ ଅଦଳ ବଦଳ ଦେଖିଥାଉ । ଆଉ ଏହି କାରଣରୁ ଆମ ଜୀବନରେ ସୁଖ ଏବଂ ଦୁଃଖର ଆଗମନ । ତେବେ ଆପଣ ମାନଙ୍କୁ କହି ରଖୁଛୁ ଯେ ଶନି ଦେବଙ୍କୁ ସର୍ବୋଚ୍ଚ ନ୍ୟାୟଧୀଶ ଉପାଧି ଦିଆ ଯାଇଛି । ଯିଏକି ଅନୁଚିତ୍ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ଉଚିତ୍ ସମୟରେ ଦଣ୍ଡ ଦେଇଥାନ୍ତି । ଯଦି ଶନି କେବେ ଆପଣଙ୍କ ଉପରେ କୋଧିତ ହୋଇଗଲେ , ତେବେ କଥା ସରିଲା । ଆପଣଙ୍କ ଜୀବନକୁ ମାଡି ଆସିବ ନାନାଧି ପ୍ରକାର ସମସ୍ୟା । ତେଣୁ ସବୁବେଳେ ଶନି ଦେବଙ୍କୁ ସନ୍ତୁଷ୍ଟ କରି ରଖିବା ଉଚିତ ।
ତେବେ ଯାହା ଉପରେ ଶନି ଦେବ କ୍ରୋଧିତ ହୋଇଥାନ୍ତି ତାହାର ନାଶ ହେବା ଶୁନିଶ୍ଚିତ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ କାରଣରୁ ଏଭଳି ଯୋଗ ବନୁଅଛି କି ଆଜି ଠାରୁ 2 ଦିନ ପରେ ଶନିଦେବ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ ଗୋଟିଏ ରାଶି ଉପରେ ସବୁଠାରୁ ଅଧିକ ରହିବ । ଯାହା ଫଳରେ ସେହି ରାଶିର ଜୀବନରେ ଆସିବ ବଡ ପରିବର୍ତ୍ତନ । ଏହା ସହିତ ଅନ୍ୟ ଏକ ରାଶି ଉପରେ ଏହାର ଆଂଶୀକ ପ୍ରଭାବ ପଡିବ ।
ଯେଉଁ କାରଣରୁ ଏହି ଦୁଇଟି ରାଶିରେ ଦେଖା ଦେଉଥିବା କିଛି ସମସ୍ୟ ବା ଅସୁବିଧା ସବୁଦିନ ପାଇଁ ଛାଡି ଚାଲିଯିବ । ଏହା ସହିତ ଏହି ପୋଷ୍ଟର ଶେଷ ପର୍ଯ୍ୟନ୍ତ ଆମେ ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ ମଧ୍ୟ ଆପଣ ମାନଙ୍କୁ ଜଣାଇବୁ , ତେବେ ଡେରି ନକରି ଆସନ୍ତୁ ଜାଣି ନେବା ସେହି 2 ରାଶି ବିଷୟରେ ଏବଂ ଶନି କୋପରୁ ମୁକ୍ତି ପାଇବାର ଉପାୟ ବିଷୟରେ ।
ତେବେ ପ୍ରଥମ ରାଶି ଜାହା ଉପରୁ ଶନି ଦେବ ନିଜର ତୀଖ୍ନ ଦୃଷ୍ଟି ହଟାଉ ଛନ୍ତି , ତାହା ହେଉଛି ମିଥୁନ ରାଶି । ଆଉ 2 ଦିନ ପରେ ଏହି ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନରୁ ସବୁ ଦୁଃଖ ପାଣି ଫୋଟକା ପରି ମିଳେଇଯିବ । କାରଣ ଏମାନଙ୍କ ଉପରେ ପଡିବାକୁ ଜାଉଛି ଶନିଙ୍କର ଶୁଭ ଦୃଷ୍ଟି । ଯେଉଁ କାରଣରୁ ଏମାନଙ୍କୁ ଅର୍ଥ ଲାଭର ଯୋଗ ରହିବା ସହିତ , ନିଜ କର୍ମ ମୟ ଜୀବନରେ ଉନ୍ନତି ଦେଖିବାକୁ ମିଳିବ । ତେବେ ଯଦି ଆପଣ ଏହି ଶନି କୃପା ସାରା ଜୀବନ ପାଇବାକୁ ଚାହାଁନ୍ତି , ତେବେ ଶନି ବାର ଦିନ ଶନି ମନ୍ଦିରରେ ପୁଜା ଅର୍ଚନା ନିଶ୍ଚୟ କରନ୍ତୁ ।
ଦୀତିୟ ରାଶି ଯାହା ଉପରେ ଆଂଶୀକ ଶନି କୃପା ପଡୁଛି , ତାହା ହେୁଉଛି କନ୍ୟା ରାଶି । ଏହି ରାଶିଙ୍କ ଜୀବନରେ କିଛି ସମସ୍ୟା ଆଗକୁ ଲାଗି ରହିଲେ ମଦ୍ୟ ଏହି ଦିନରେ ସେମାନଙ୍କୁ କିଛିଟା ସୁବିଧା ଓ ରହିହାତି ମିଳିବ । ସ୍ୱାସ୍ତ୍ୟ ଅବସ୍ତାରେ ସୁଧାର ଆସିପାରେ । ଟଙ୍କା ଆୟ କମ ହେଲେ ମଧ୍ୟ ସେହି ଶୋଲ୍ପ ଟଙ୍କାରେ ପରିବାର ଚଳି ଯିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନ ଭଲରେ କଟିବ । ଯଦି ଆପଣ ଏହି କୃପା ସବୁବେଳେ ପାଇବାକୁ ଚାହୁଁଛନ୍ତି , ତେବେ ମଇଁସିକୁ ଖାଇବାକୁ ଦିଅନ୍ତୁ ।
ନିଜ ରାଶି ,ଯାତକ , ଭାଗ୍ୟ ଓ ଭବିଷ୍ୟ ବିଷୟରେ ସୁଚନା ପାଇବାକୁ ଚାହୁଁଥିଲେ ଗୋଟିଏ ଲାଇକ କରନ୍ତୁ , ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ରାଶି ସମ୍ଭନ୍ଧୀୟ ସୁଚନା ପ୍ରଦାନ କରିବୁ । କୁହାଯାଏ ବିଶ୍ୱାସ ମୁଳେ ଭଗବାନ , ଲାଇକ କରନ୍ତୁ ଏବଂ ନିଜ ରାଶି ବିଷୟରେ ଜାଣନ୍ତୁ ।