ଲୋନ ଟଙ୍କା ନସୁଝି ପାରିବାରୁ ଯୁବତୀ ଙ୍କ ସହ ରାତିରେ ଏମିତି କଲା ଅଭିଯୁକ୍ତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବିଭିନ୍ନ ଘଟଣା ଜାଣିଥିବେ ଯାହା କୁ ଶୁଣିବା ମାତ୍ରେ ବହୁତ ଆଶ୍ଚର୍ଯ୍ୟ ଲାଗେ ଏମିତି କିଛି ଛାତି ଥରା ଘଟଣା ହେଉଛି ଯାହା ମନରେ ବହୁତ ଭୟ ସୃଷ୍ଟି କରୁଛି । ତେବେ ବିଶେଷ କରି ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି । କେବଳ ରାତିର ଅନ୍ଧାର ନୁହେଁ ବରଂ ଦିନ ଦି ପହର ରେ ବି ବିଭିନ୍ନ ଅପରାଧ ଘଟୁଛି । ନାରୀ ମାନଙ୍କ ସହ ବହୁତ ଖରାପ କାର୍ଯ୍ୟ କରାଯାଇ ଅନ୍ୟାୟ ଅତ୍ୟାଚାର ମଧ୍ୟ କରାଯାଉଛି ।

ଆପଣ ମାନେ ଜାଣିଥିବେ ବହୁତ ଜଣ ଲୋନ ନେଇଥାନ୍ତି ଏବଂ ଠିକ ସମୟରେ କିଛି ଲୋକ ଦେଇପାରନ୍ତି ନାହିଁ । ତେବେ ସେହିପରି ରାଜସ୍ଥାନ ର ଏକ ଅଞ୍ଚଳରେ ଜଣେ 25 ବର୍ଷିଆ ବିବାହିତା ମହିଳା ଜଣଙ୍କ ଲୋନ ଆଣିଥିଲେ ଏବଂ କିସ୍ତି ଆକାର ରେ କିଛି କିଛି ଟଙ୍କା ମଧ୍ୟ ଦେଉଥିଲେ, ହେଲେ ପରିବାର ର କିଛି ଅସୁବିଧା କାରଣ ରୁ ସେ କିଛି ମାସ ପଇସା ଦେଇପାରି ନଥିଲେ ତେଣୁ କିସ୍ତି ଟଙ୍କା ନେଉଥିବା ଯୁବକ ଜଣଙ୍କ ମହିଳା ଙ୍କୁ ଅପହରଣ କରି ନେଇଥିଲେ ।

loan

ତେବେ ମହିଳା ଜଣଙ୍କ କେଉଁଆଡ଼େ ଯାଉଥିବା ସମୟରେ ସେହି ବ୍ୟକ୍ତି ଜଣଙ୍କ ଲୋନ ଟଙ୍କା ମାଗିବା ସହ ଚାହା ପିବାକୁ ଦେଇଥିଲେ ଏବଂ ସେହି ଚାହା ରେ କିଛି ନିଶା ଦ୍ରବ୍ୟ ମିସେଇଥିଲେ । ଯେତେବେଳେ ମହିଳା ଙ୍କ ହୋସ ଆସିଲା ସେତେବେଳେ ମହିଳା ଦିଲ୍ଲୀ ରେ ଥିଲେ । ତେବେ ସେହି ଯୁବକ ଜଣଙ୍କ ମହିଳା ଙ୍କର ଅଶ୍ଳୀଳ ଭିଡ଼ିଓ କରିନେଇଥିଲେ ଏବଂ ସେହି ଭିଡ଼ିଓ ମହିଳା ଙ୍କୁ ଦେଖି 10 ଦିନ ଯାଏ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ତେବେ ସେହି ସ୍ଥାନ ରୁ ଯୁବତୀ ଜଣଙ୍କ ଖସି ଆସିବା ପରେ ସେହି ଯୁବକ ଙ୍କ ନାମ ରେ ଅଭିଯୋଗ କରିଥିଲେ । ଆପଣ ମାନେ ଏମିତି ବିଭିନ୍ନ ଘଟଣା ସମ୍ପର୍କରେ ଶୁଣିଥିବେ ଯାହା ଭାବିବାକୁ ବି ଖରାପ ଲାଗେ । ଦୁନିଆ ଏତେ ପ୍ରଗତି କରିଥିବା ବେଳେ ବହୁତ କିଛି ଘଟଣା ସମାଜ କୁ ଖରାପ ପ୍ରଭାବ ପକାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *