ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ କୋରନା ର ତୃତୀୟ ଲହର ପ୍ରକୋପ କେଉଁ ଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି । ସେହି ସବୁ ପରିସ୍ଥିତି କୁ ନଜର ରେ ରଖି ପ୍ରାୟତଃ କେଉଁ କେଉଁ ଦେଶ ରେ ଲକଡାଉନ୍ ଏବଂ ସଟଡାଉନ୍ ପଡି ଗଲାଣି । ଆମ ଦେଶର କେତେକ ରାଜ୍ୟ ରେ ଏବେ ଲକଡାଉନ ହୋଇସାରିଛି।
ପୁଣି ଥରେ ଲୋକ ମାନେ ସେହି ଭୟଙ୍କର ପରିସ୍ଥିତି ର ସାମ୍ନା କରିବାକୁ ଯାଉଛନ୍ତି । ତେବେ କୋରନା ସଂଙ୍କ୍ରମଣ ଏବଂ ଓମିକ୍ରନ ସଂଙ୍କ୍ରମଣ ବଢିବା କାରଣ ରୁ 5 ଟି ଜିଲ୍ଲା କୁ ଲକଡାଉନ ଘୋଷଣା ହୋଇଛି । ଏହାକୁ ନଜର ରେ ରଖି ସରକାର ଏହି 5 ଟି ଜିଲ୍ଲା ର ସ୍କୁଲ କଜେଲ କୁ ବନ୍ଦ କରିବା ସହିତ ଦୋକାନ ବାଡି ଆଦି ବନ୍ଦ କରିବାକୁ ଯାଉଛନ୍ତି । ଯାହା ବର୍ତମାନ ସମୟ ରେ ବଡ ଖବର ସାମ୍ନା କୁ ଆସିଛ ।
ତେବେ ଦିନ କୁ ଦିନ କୋରନା ମହାମରୀ ବୃଦ୍ଧି ପାଇବା ପରେ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଗୋଟିଏ ପଦକ୍ଷେପ ନେଇଛନ୍ତି । କହିବାକୁ ଗଲେ ନୂଆ ବର୍ଷ ଠାରୁ ସରକାର କେତେ ଗୁଡିଏ ଗାଇଡ ଲାଇନ ଜାରି କରିଛନ୍ତି । ତେବେ ବର୍ତମାନ ସମୟ ରେ ଯାହା ଓମିକ୍ରନ ମହାମାରୀ ଏବଂ କୋରନା କୁ ନେଇ ଖବର ସାମ୍ନା କୁ ଆସିଛି ଏବେ କୋରନା ସଂଙ୍କ୍ରମଣ ଏବଂ ଓମିକ୍ରନ ମହାମାରୀ ଦୁଇଟି ବଢିଚାଲିଛି । ଏହି ପରିସ୍ଥିତି କୁ ଲକ୍ଷକରି ହରିୟାଣା ସରକାର କୋରନା ସଂଙ୍କ୍ରମଣ କୁ ରୋକିବା ପାଇଁ ଗୁରୁଗ୍ରାମ, ଫରିଦାବାଦ, ଆମ୍ବଲା, ପଞ୍ଚକୁଲା ଓ ସୋନେପଥରେ ସିନେମା ହଲ୍ ,କଲେଜ, ସ୍କୁଲ ଆଦି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ରେ ଅଫିସ୍ ବି 50 ପ୍ରତିଶତ ଉପସ୍ଥାପନା କାର୍ଯ୍ୟ କରୁଛି । ବର୍ତମାନ ସମୟ ରେ ପର୍ଯ୍ୟଟନ ସ୍ଥାନ କୁ ସଂମ୍ପର୍ଣ୍ଣ ଭାବେ ବନ୍ଦ ରଖାଜାଇଛି । ତେବେ ସ୍କୁଲ ଖୋଲିବା ନେଇ ଫେବୃଆରୀ ପ୍ରଥମ ଯାଏଁ ସ୍ଥଗିତ ରଖା ଜାଇଛି । ତେବେ ଏହି କଟକଣା ବଢିବ କି ନାହିଁ ଫେବୃଆରୀ ମାସରେ ଜଣାପଡିବ ।
ତେବେ ଏହି ଗାଇଜଲାଇନ ଅନୁସାରେ ହୋଟେଲ, ପାର୍କ, ରେଷ୍ଟୁରାଣ୍ଟ, କ୍ଲବ୍, କନଭେନ୍ସ ହଲ୍ ,କଲ୍ୟାଣ ମଣ୍ଡପ ମାନଙ୍କ ମଧ୍ୟ ରେ ଜିରୋ ନାଇଟ ସେଲିବ୍ରେସନ ଏବଂ ନୂଆ ବର୍ଷ ପାଳନ ଉପରେ ବି କଟକଣା ଲଗାଜାଇଥିଲା । ଏହା ସହିତ ବିବାହ ପାଇଁ ଅନୁମତି ମିଳି ପାରିବ ହେଲେ ବିବାହ ଭୋଜି ଏବଂ ଫଙ୍ଗସନ ହୋଇପାରିବ ନାହିଁ ।
ଏହା ସହିତ ସୁଦ୍ଧି କ୍ରିଆ କୁ କୋଭିଡ କଟକଣା ସହିତ ପାଳନ କରାଯିବ । ଏହାକୁ 12 ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଜାଇଛି । ହରିଆଣା ର ଗୁରୁଗ୍ରାମ, ଫରିଦାବାଦ, ଆମ୍ବଲା, ପଞ୍ଚକୁଲା ଓ ସୋନେପଥରେ ରେ ବର୍ତମାନ ସମୟ ରେ କୋରନା ସଂଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣ ରୁ ସବୁ ଜିଲ୍ଲା ସ୍କୁଲ ଏବଂ କଲେଜ ବନ୍ଦ କରିଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।