ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ କିଛି ନିଯୁକ୍ତି ସୂଚନା ନେଇ ଆଲିଛୁ ଯାହା ଆପଣ ମାନଙ୍କୁ ଜଣେଇବୁ । ଯଦି ଆପଣ ମାନେ ଯବ୍ କରିବା ଆଶା ରେ ରହିଛନ୍ତି ଆପଣ ମାନେ ଦେଖନ୍ତୁ ଯାହାକି ଗ୍ରାମ ରୋଜଗାର ସେବକ ପଦବୀ ପାଇଁ ନିଯୁକ୍ତି ରହିଛି । ଯାହାକୁ ଆପଣ ମାନେ ଉଭୟ ମହିଳା ଏବଂ ପୁୁରୁଷ ଆପ୍ଲାୟ କରି ପାରିବେ ।
ତେବେ ଏହି ଭେକେନ୍ସି ସଂଖ୍ୟା 111 ଟି ରହିଥିବା ବେଳେ ମହିଳା ମାନଙ୍କ ପାଇଁ 37 ଗୋଟି ରହିଛି । ଏମିତି କି ଆପଣ ମାନେ ଏହାର ଅଫିସିଆଲ ନୋଟିଫିକେସନ କୁ ଦେଖି ପାରୁଥିବେ । ଆମେ ଯଦି ଏଠାରେ କ୍ୱାଲିଫିକେସନ ବିଷୟ ରେ କହିବା ତେବେ ଯେଉଁ ମାନେ +2 ପାସ୍ କରିଥିବେ ତେବେ ସେମାନେ ଏହିଥିରେ ଆପ୍ଲାୟ କରି ପାରିବେ । ଏହା ସହିତ ଆପଣ ମାନଙ୍କର କମ୍ପ୍ୟୁଟର ଏବଂ ପ୍ରଫେକ୍ସ ଲେବୁଲ ସାର୍ଟିଫିକେଟ ରହିଥିବ ତେବେ ଏହିଥିରେ ଆପଣ ମାନେ ଆପ୍ଲାୟ କରି ପାରିବେ।
ତେବେ ଆପ୍ଲାୟ କରିବା ପାଇଁ ହେଲେ ଡକ୍ୟୁମେଣ୍ଟ ଦଶମ ମାର୍କ ସିଟ୍ ଏବଂ +2 ମାର୍କ ସିଟ ସାର୍ଟିଫିକେଟ କମ୍ପ୍ୟୁଟର ସାର୍ଟିଫିକେଟ ଏହି ସବୁ ଜିନିଷ ରିକ୍ୱାର ମେଣ୍ଟ ରହିଛି । ଏବଂ ଆପ୍ଲାୟ କରିବା ପାଇଁ ହେଲେ ଆପଣ ମାନଙ୍କୁ ଅଫଲାଇନ ଯରିଆରେ ଆପଲାୟ କରିବାକୁ ହେବ । ଏହି ଯେଉଁ ବାହାରି ଆସିଛି ଗ୍ରାମ ରୋଜଗାର ସେବକ ପଦବୀ ଆପଣ ମାନେ ନିହାତି ଭାବୁଥିବେ ଅଲଓଡିଶା କେଣ୍ଡେଡ୍ ଆପ୍ଲାୟ କରି ପାରିବେ କି ।
ତେବେ ଆମେ ଆପଣ ମାନଙ୍କୁ କହିବୁ ନା ଏହା କେବଳ କଟକ ଜିଲ୍ଲା ପକ୍ଷ ରୁ ଆସଛି ତେଣୁ କଟକ ଜିଲ୍ଲା ର ବାସିନ୍ଦା ଯେଉଁ ମାନେ ରହିଛନ୍ତି ସେହି ମାନେ ହିଁ ଏହାକୁ ଆପ୍ଲାୟ କରି ପାରିବେ । ଏହି ପରି ଭାବେ ସମସ୍ତ ଜିଲ୍ଲା ପାଇଁ ଯବ୍ ବାହାରି ଆସିବ ଧିରେ ଧିରେ ଆପଣ ମାନେ ବି ଆପ୍ଲାୟ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।