ଆଧାର କାର୍ଡ ଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର – ନ ହେଲେ ପଡିବେ ଅସୁବିଧାରେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶ ରେ ଆଧାର କାର୍ଡ , ପାନ କାର୍ଡ, ଭୋଟର କାର୍ଡ ର କେତେ ଇମ୍ପଟାନ୍ସ । ଆପଣ ମାନେ ଗମେଣ୍ଟ ବା ପ୍ରାଇଭେଟ କାମ କରିଲେ ବି ଆପଣ ମାନଙ୍କୁ ଏହି ତିନୋଟି ଡକ୍ୟୁମେଣ୍ଟ ଦେବାକୁ ହେବ । ସେମିତି ରେ ବର୍ତମାନ ସମୟ ରେ ଏମିତି କିଛି ଲୋକ ମାନେ ରହିଛନ୍ତି ଯେଉଁ ମାନେ ଏହି ଆଧାର କାର୍ଡ , ପାନ କାର୍ଡ, ଭୋଟର କାର୍ଡ ବନେଇ ନାହାଁନ୍ତି ।

କାରଣ ସେମାନଙ୍କ ପାଖରେ ସେମିତି କିଛି ସୁବିଧା ନାହିଁ । ସେମିତି କ୍ଷେତ୍ର ରେ ଆପଣ ମାନେ ସାଇବର କେଫ୍ ଜାଇ ଆପଣ ମାନେ ଏହାକୁ ଆପ୍ଲାୟ କରି ପାରିବେ। ତେବେ କିଛି ଦିନ ତଳେ ନିୟମ ହୋଇଥିଲା କି ପୋଷ୍ଟାଲ ଅଫିସ୍ ଆପଣ ମାନେ ଆଧାର କାର୍ଡ କାମ କରି ପାରିବେ । ହେଲେ ପୁଣି ଥରେ ଏହି ଆଧାର କାର୍ଡ କୁ ନେଇ ନୂଆ ଘୋଷଣା ହୋଇଛି । ତେବେ ବନ୍ଧୁଗଣ ଏବେ ଆପଣ ମାନେ ରେଳଷ୍ଟସନ ରେ ଆଧାର କାର୍ଡ କାମ ହେଉ କିମ୍ବା ଭୋଟର କାର୍ଡ କାମ କିମ୍ବା ପାନ କାର୍ଡ କାମ ଆପଣ ମାନେ ନିଶ୍ଚିତ ଭାବେ କରି ପାରିବେ ।

PAN card link

ଏହି ନେଇ ରେଳ ମନ୍ତ୍ରାଳୟ ପକ୍ଷ ରୁ ସୂଚନା ଦିଆଜାଇଛି । ରେଳ ମନ୍ତ୍ରାଳୟ ପକ୍ଷ ରୁ କୁହାଜାଇଛି କି ରେଲଟେନ କମ୍ପାନୀ ଏବେ ଠାରୁ ପ୍ରତ୍ୟୋକ ରେଳ ଷ୍ଟେସନ ରେ CSC ସୁବିଧା ଆରମ୍ଭ କରିବେ । ଜାହାକି କୋମନ ସର୍ଭିସ ସେଣ୍ଟର ର ସୁବିଧା କରିବେ। ଯେକୈଣସି ଲୋକ ମାନେ ଟ୍ରେନ ରେ ଯାତ୍ରା କରୁଛନ୍ତି ସେମାନଙ୍କୁ ଆଧାର କାର୍ଡ କାମ କରିବାର ରହିଛି କିମ୍ବା ଭୋଟର କାର୍ଡ କାମ କରିବାର ରହିଛି ତେବେ ସେମାନେ ଏହି ରେଳ ଷ୍ଟେସନ ରେ ଥିବା CSC ସେଣ୍ଟର ରେ କରି ପାରିବେ ।

ତେବେ ଏହି ଠାରେ ଆପଣ ମାନେ ଆଧାର କାମ ସହିତ ମୋବାଇଲ ରିଚ୍ଚାର୍ଜ କାମ ବି ଆପଣ ମାନେ କରି ପାରବେ । ତଥା ଅନଲାଇନ ମାଧ୍ୟମ ରେ ଆପଣ ମାନେ ଏମିତି ସବୁ କାମ କରି ପାରିବେ ଆପଣ ମାନଙ୍କୁ ଏହି ସୁବିଧା କେମିତି ଲାଗିଲା କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *