ଶନି କରିବେ ନକ୍ଷତ୍ର ପରିବର୍ତ୍ତନ। ଏହି ରାଶି ମାନଙ୍କ ଉପରେ ଧନବର୍ଷା।

ରାଶିର ଗ୍ରହ ମାନଙ୍କର ପରିବର୍ତ୍ତନ ସିଧା ମନୁଷ୍ୟ ଜୀବନ ଉପରେ ପଡିଥାଏ।ମନୁଷ୍ୟ ଜୀବନ ରୂପକ ପୁସ୍ତକରେ ପୃଷ୍ଠା ପୃଷ୍ଠା ଭଳି ଜୀବନର ସବୁ ମୁହୂର୍ତ୍ତ ଲାଗି ରହିଥାଏ। କେତେକ ପୃଷ୍ଠାରେ ଦୁଃଖ ଆସିଥାଏ ତ କେତେକ ପୃଷ୍ଠାରେ ସୁଖ ଆସିଥାଏ। ବିନା ଦୁଃଖରେ ସୁଖର କିଛି ଆନନ୍ଦ ନଥାଏ। ମଣିଷ ଜୀବନରେ ସୁଖ ପରେ ଦୁଃଖ ଆସେ ଆଉ ଦୁଃଖ ପରେ ସୁଖ। ଏହା ମନୁଷ୍ୟ ଜୀବନର କିଛି ଗ୍ରହ ମାନଙ୍କର ଚଳନ ଦ୍ୱାରା ହି ହେଇଥାଏ। ତେବେ ଏହି ଗ୍ରହ ମାନଙ୍କର ଚଳନ ହି ଆମର ଦୁଃଖ ତଥା ସୁଖକୁ ନିୟନ୍ତ୍ରଣ କରିଥାଏ। ତେବେ ଶନିଦେଵଙ୍କର ଚଳନରେ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଯେପରିକି ଜାଣନ୍ତି କି ଶନିଦେଵଙ୍କୁ ନ୍ୟାୟର ଦେବତା କୁହାଯାଏ ଆଉ ସେ ସର୍ବଦା ଅନ୍ୟାୟ ଲୋକଙ୍କୁ ଘୃଣା କରନ୍ତି ଆଉ ନ୍ୟାୟ କରୁଥିବା ଲୋକଙ୍କୁ କୃପା କରନ୍ତି।

ତାଙ୍କର କୃପା ଯାହା ଉପରେ ପଡେ ସେ ବହୁତ ଜଲଦି ଆଗକୁ ଯାଏ ଆଉ ସଫଳତା ପାଏ। ସେ ଦଣ୍ଡ ଠାରୁ ଅଧିକ କୃପା କରନ୍ତି ଆଉ କେବଳ ଅନୈତିକ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ସେ ଦଣ୍ଡିତ କରନ୍ତି। ଏମିତିରେ ତ ସବୁ ରାଶି ମାନଙ୍କ ଉପରେ ଶନିଦେଵଙ୍କର ଉତ୍ତମ କୃପା ରହିଥାଏ ମାତ୍ର ଆଉ କିଛି ରାଶି ଅଛି ଯେଉଁମାନଙ୍କ ଉପରେ ଆଗାମୀ ୨୧ ବର୍ଷ ଯାଏ ଶନିଦେଵ ଖୁସି ରହିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ।

shani dev

୧:- ମେଷ ରାଶି:- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଥମ ରାଶିଟି ହେଉଛି ମେଷ ରାଶି। ମେଷ ରାଶି ଉପରେ ଶନି ଦେବ କୃପା କରିବାକୁ ଯାଉଛନ୍ତି। ଏହି ରାଶିକୁ ଆଉ କିଛି ଜିନିଷର ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆଗାମୀ ୨୧ ବର୍ଷ ପାଇଁ ଶନିଙ୍କ ପ୍ରଭାବରୁ ଏହି ଲୋକ ମାନଙ୍କ ଉପରେ କିଛି ଧନର ଅଭାବ ରହିବ ନାହିଁ। ବାସ ଗୋଟେ କାମ କରିବା ଦରକାର ତାହା ହେଉଛି କି ଏମାନଙ୍କୁ ଭଗବାନ ଶନିଦେବଙ୍କ ଉପରେ ବିଶ୍ୱାସ କରିବା ଦରକାର।

୨:- ଏହାପର ରାଶି ହେଉଛି ସିଂହ ରାଶି:- ଏହି ରାଶି ଉପରେ ମଧ୍ୟ ଆଗାମୀ ୨୧ ବର୍ଷ ଯାଏ ଶନି ଦେବଙ୍କର କୃପା ରହିବ ଆଉ ଆପଣଙ୍କୁ ଆଉ ଧନର ଅଭାବ ରହିବ ନାହିଁ।

shani

୩:- ଏହାପର ରାଶି ହେଉଛି କନ୍ୟା ରାଶି:- ଏହି ରାଶିର ଲୋକ ମାନଙ୍କ ଉପରେ ମଧ୍ୟ ଶନି ଦେବଙ୍କର କୃପା ରହିବାକୁ ଯାଉଛି ଆଉ ତାଙ୍କ କୃପାରୁ ଆ0ଅନଙ୍କର ସବୁ ମନସ୍କାମନା ଶନିଦେଵ ପୁରା କରିବାକୁ ଯାଉଛନ୍ତି। ଆପଣଙ୍କୁ ବାସ ଗୋଟେ କାମ କରିବା ଦରକାର ତାହା ହେଉଛି ଆପଣଙ୍କୁ ଆପଣଙ୍କ ଜୀବନ ଆପଣଙ୍କ ଜୀବନସାଥୀ ସହ କାଟିବାକୁ ହେବ।

୪:- ଏହାପର ରାଶି ହେଉଛି ତୁଳା ରାଶି:- ସଫଳତା ଆପଣଙ୍କ କବାଟ ଆଗରେ ହି ଅଛି। ଆପଣଙ୍କୁ ବାସ ଏତିକି କରିବାର ଅଛି ତାହା ହେଉଛି କି ଆପଣଙ୍କୁ କଳି, ଝଗଡା ଆଦି ଠାରୁ ବହୁତ ଦୂରରେ ରହିବାର ଅଛି। ଆପଣଙ୍କ ଜୀବନ ସୁଖମୟ ରହିବ।

Leave a Reply

Your email address will not be published. Required fields are marked *