ମନୁଷ୍ୟ ଜୀବନ ଏକ ପୁସ୍ତକ ପରି ହେଇଥାଏ ଯାହା କି ପୃଷ୍ଠା ପୃଷ୍ଠା ଭଳି ରହିଥାଏ। କେତେକ ପୃଷ୍ଠାରେ ଦୁଃଖ ଆସିଥାଏ ତ କେତେକ ପୃଷ୍ଠାରେ ସୁଖ ଆସିଥାଏ। ବିନା ଦୁଃଖରେ ସୁଖର କିଛି ଆନନ୍ଦ ନଥାଏ। ମଣିଷ ଜୀବନରେ ସୁଖ ପରେ ଦୁଃଖ ଆସେ ଆଉ ଦୁଃଖ ପରେ ସୁଖ। ଏହା ମନୁଷ୍ୟ ଜୀବନର କିଛି ଗ୍ରହ ମାନଙ୍କର ଚଳନ ଦ୍ୱାରା ହିଁ ହୋଇଥାଏ। ତେବେ ଏହି ଗ୍ରହ ମାନଙ୍କର ଚଳନ ହି ଆମର ଦୁଃଖ ତଥା ସୁଖକୁ ନିୟନ୍ତ୍ରଣ କରିଥାଏ। ତେବେ ଆଉଥରେ ପ୍ରାୟ ୧୦୦ ବର୍ଷ ପରେ ପୁଣି ଥରେ ଗ୍ରହ ମାନଙ୍କର ଚଳନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ତାହା ବାବଦରେ ଆଜି ଆମେ ଚର୍ଚ୍ଚା କରିବା।
ଏହି ଗ୍ରହ ମାନଙ୍କର ଚଳନ ଦ୍ୱାରା ଶନିଦେଵ ଏହି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛି ଆଉ ସେମାନଙ୍କ ଉପରେ କୃପା କରିବାକୁ ଯାଉଛନ୍ତି। ଆପଣ ଜାଣନ୍ତି କି ଯେତେବେଳେ ଶନିଦେବଙ୍କର କୃପା ହେଇଥାଏ ସେତେବେଳେ ସେହି ବ୍ୟକ୍ତି ଜୀବନରେ ଅପାର ଧନ ପ୍ରାପ୍ତ ସହିତ ଦୁର୍ଘଟଣା ଆଦି ଜମା ବି ହେଇ ନଥାଏ। ସେ ତାଙ୍କ ଆମସ୍ତ ପ୍ରକାର ଦୁର୍ଘଟଣା ତଥା ମାନହାନି ଆଦିରୁ ରକ୍ଷା କରିଥାନ୍ତି।
ତେଣୁ ଆମ ମାନଙ୍କୁ ସର୍ବଦା ଶନିଦେଵଙ୍କର ପୂଜା ଅର୍ଚନା କରିବା ଦରକାର ଯାହାଦ୍ୱାରା କି ସେ ଆମ ମାନଙ୍କ ଉପରେ ପ୍ରାଚୀର ରୂପରେ ପ୍ରସନ୍ନ ହେଇ ଯିବେ। ଆଜି ଆମେ କହିବାକୁ ଯାଉଥିବା ରାଶି ମାନଙ୍କ ଉପରେ ଶନିଦେଵ ପ୍ରଚୁର ରୂପରେ ପ୍ରସନ୍ନ ହେଇ ଯାଇଛନ୍ତି ଆଉ ସେମାନଙ୍କର କୃପା ବର୍ଷଣ କରିବାକୁ ଯାଉଛନ୍ତି। ସେମାନଙ୍କ ବାବଦରେ ଜାଣିବା ଆଗରୁ ଆମେ ସେମାନଙ୍କ ଉପରେ ହେବାକୁ ଥିବା ସମସ୍ତ କୃପା ବିଷୟରେ ଜାଣିବା। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆସନ୍ତୁ ଆରମ୍ଭ କରିବା।
ତେବେ ଏହି ସବୁ ରାଶି ମାନଙ୍କ ଉପରେ ଶନିଦେଵଙ୍କର କୃପାରୁ ସମସ୍ତ କାର୍ଯ୍ୟ ସମ୍ପାଦନ ହେବାକୁ ଯାଉଛି। ସେମାନଙ୍କର ଅଟକିଥିବା କାର୍ଯ୍ୟ ହେଇ ଯିବାକୁ ଯାଉଛି। କାର୍ଯ୍ୟ ପୁଣି ଆରମ୍ଭ ହେବାକୁ ଯାଉଛି। ଚାକିରୀ ଖୋଜୁଥିବା ବ୍ୟକ୍ତି ମାନଙ୍କୁ ଚାକିରୀ ସହଜରେ ମିଳି ଯିବାକୁ ଯାଉଛି ଆଉ ବ୍ୟାପାର ତଥା ବାଣିଜ୍ୟରେ ତାଙ୍କୁ ବହୁତ ଅଧିକ ଲାଭ ମିଳିବାକୁ ଯାଉଛି। ପରିବାରରେ ସୁଖ ଆଉ ଖୁସି ଲାଗି ରହିବାକୁ ଯାଉଛି। ଆପଣଙ୍କ ଜୀବନ ଏପରି ରହିବାକୁ ଯାଉଛି। ପ୍ରଶାସନିକ ଅଧିକାରୀ ମାନଙ୍କୁ ଭଲ ମାନ ସମ୍ମାନ ମିଳିବ ଆଉ ଆପଣ ନିଜ ଜୀବନ ସାଥୀଙ୍କ ସହ ଭଲ ସମୟ ବ୍ୟତୀତ କରିବେ।
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେଵଙ୍କ କୃପାରୁ ପ୍ରଚୁର ଧନ ଲାଭ ମିଳିବ ଆଉ ଆପଣ ଯଦି କେଉଁଠି ଚାକିରୀ କରୁଛନ୍ତି ତାହେଲେ ଆପଣଙ୍କ ପ୍ରମୋସନ ଶୀଘ୍ର ହେଇଯିବ। ତେବେ ଆସନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବାବଦରେ ଯାହାଙ୍କ ବାବଦରେ ଆମେ ଏଠାରେ କଥା ହେଉଛନ୍ତି। ସେହି ରାଷିମାନେ ହେଉଛନ୍ତି, ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, କନ୍ୟା ରାଶି ଆଉ ମୀନ ରାଶି।