ଶାସ୍ତ୍ର ଅନୁସାରେ ଆମେ ଭୋଳାନାଥଙ୍କୁ ସୃଷ୍ଟିର ପାଳନକର୍ତ୍ତା ଭାବେ ମାନିଥାଉ। ସେ ସୃଷ୍ଟିର ରକ୍ଷଣାବେକ୍ଷଣ କରନ୍ତି ଆଉ ଏହାଇ ପାଳନ କରିବା ସହ ସେ ସମୟ ଆସିଲେ ସୃଷ୍ଟିର ନାଶ ବି କରି ପାରନ୍ତି। ସେ ବହୁତ ଦୟାଳୁ ହେଇଥାନ୍ତି ଆଉ ତାଙ୍କର ନାମ ପରି ସେ ବହୁତ ଭୋଳା ହେଇ ଥାଆନ୍ତି। ଭାଗବାଵ ଶିବଙ୍କୁ ପ୍ରସନ୍ନ କରିବା ସବୁଠୁ ଅଧିକ ସହଜ ହେଇଥାଏ ଆଉ ତାଙ୍କର କୃପା ଯାହା ଉପରେ ଥରେ ପଡ଼ିଯାଏ ସେ ଜୀବନରେ ବହୁତ ଉନ୍ନତି କରିଥାଏ। ସେ ସର୍ବଦା ସବୁ ଲୋକଙ୍କ ଉପରେ କୃପା ବର୍ଷା କରନ୍ତି ଆଉ ତାହାର ପ୍ରମାଣ ଆପଣଙ୍କୁ ଆମ ଗ୍ରନ୍ଥ ମାନଙ୍କ ଠାରୁ ମିଳି ପାରିଥିବ।
ଭୋଳାନାଥ ଏବେ କିଛି ରାଶି ମାନଙ୍କ ଉପରେ ନିଜର ନଜର ରଖିବାକୁ ଯାଉଛନ୍ତି ଆଉ ତାଙ୍କର ଜୀବନ ବହୁତ ସୁଲଭ କରିବାକୁ ଯାଉଛନ୍ତି। ଏବେ ଏହି କିଛି ରାଶି ମାନଙ୍କର ଦୁଃଖର ଦିନ ଶେଷ ହେବାକୁ ଯାଉଛି କାରଣ ଭୋଳାନାଥ ତାଙ୍କ ଉପରେ କୃପାଦୃଷ୍ଟି ବର୍ଷା କରିବାକୁ ଯାଉଛନ୍ତି। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଆଉ ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କର ଟଙ୍କା ତଥା ପଇସାର ଅଭାବ ଆଉ ରହିବ ନାହିଁ ଆଉ ଭୋଳାନାଥଙ୍କର କୃପା ଆପଣଙ୍କର ସବୁ ବିଗିଡି ଯାଇଥିବା କାର୍ଯ୍ୟକୁ ପୁରା କରିବାକୁ ଯାଉଛି। ଆପଣଙ୍କ ଜୀବନରେ ଆଗକୁ ଆସୁଥିବା କାର୍ଯ୍ୟ ସବୁ ପୁରା ହେଇଯିବ ଆଉ ଆପଣଙ୍କୁ ଆପଣଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସଫଳତା ମିଳିବ।
ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ ଆଉ ଆପଣଙ୍କୁ ଲୋକ ମାନେ ସମାଜରେ ମାନ ସମ୍ମାନ ଦେବେ। ବ୍ୟାପାର ବାଣିଜ୍ୟ ଆପଣଙ୍କର ଦୁଇଗୁଣ ଗତିରେ ବଢି ଚାଲିବ ଆଉ ଯେଉଁ ଲୋକମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଚାକିରୀ ନିଶ୍ଚୟ ମିଳିବ। ଭୋଳାନାଥଙ୍କ କୃପାରୁ ଆପଣଙ୍କର ରୋଜଗାର ମଧ୍ୟ ବଢିବାକୁ ଯାଉଛି। ଲୋକମାନେ ଆପଣଙ୍କୁ ସମସ୍ତ କାର୍ଯ୍ୟ ପଚାରି କରିବେ। ଦିନକୁ ଦିନ ଆପଣଙ୍କର ପରିସ୍ଥିତି ଆଉରି ସୁଧୁରୀ ଯିବ।
ଭୋଳାନାଥଙ୍କ କୃପାରୁ ଆପଣଙ୍କର ଉତ୍ସାହ ତଥା ବିଶ୍ୱାସ ବହୁତ ବଢିଯିବ ଆଉ ଆପଣଙ୍କୁ ସମାଜରେ ସମ୍ମାନ ମିଳିବ। ପ୍ରେମ ସମ୍ବନ୍ଧ ଆପଣଙ୍କର ସୁଦୃଢ଼ ରହିବ। ଭୋଳାନାଥଙ୍କ କୃପାରୁ ଆପଣଙ୍କୁ ଆମାଜରେ କିଛି ଶୁଭ କାର୍ଯ୍ୟ କରିବା ପାଇଁ ଅବସର ମିଳିବାକୁ ଯାଉଛି। ଆପଣଙ୍କ ଜୀବନ ସଫଳତାରେ ଭରି ଯିବାକୁ ଯାଉଛି। ଆପଣଙ୍କର ଜୀବନ ସାଥି ଆପଣଙ୍କୁ ଜଲଦି ହି ମିଳିବାକୁ ଯାଉଛି ଆଉ ଆପଣଙ୍କ ଦ୍ୱାରା ଆପଣଙ୍କ ପ୍ରେମ ନିଶ୍ଚୟ ମିଳିବାକୁ ଯାଉଛି ।
ତେବେ ଆପଣଙ୍କର ସମୟ ଅତି ଭଲ ଯିବାକୁ ଯାଉଛି ଆଉ ଆପଣଙ୍କୁ ବାସ ଭୋଳାନାଥଙ୍କର ଧ୍ୟାନ କରିବା ଦରକାର। ତେବେ ଦର୍ଶକବନ୍ଧୁ, ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ମାନଙ୍କୁ ତାଙ୍କର କୃପା ମିଳିବାକୁ ଯାଉଛି ସେହି ରାଶି ମାନେ ହେଉଛନ୍ତି କୁମ୍ଭ, ମିଥୁନ, କର୍କଟ, ସିଂହ, ବୃଷ ଆଉ ତୁଳା ରାଶି।