ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଘର ମରାମତି ପାଇଁ ସରକାର 3000 ଟଙ୍କା ଦେବେ । ଏବଂ ଆଉ ଗୋଟିଏ ଆପଣ ମାନଙ୍କୁ 5000 ଟଙ୍କା ମିଳିବ । ତେବେ ଲୋକ ମାନଙ୍କର ବହୁତ ଗୁଡିଏ ପ୍ରଶ୍ନ ରହିଛି କି 5000 ହଜାର ଟଙ୍କା କେଉଁ ମାନଙ୍କୁ ମିଳିବ ଏବଂ ଏହି ଟଙ୍କା କେଉଁ ମାନେ ପାଇ ପାରିବେ । ତେବେ ଏହି ସବୁ ବିଷୟ ରେ ଆମେ ଆପଣ ମାନଙ୍କୁ ଆପଡେଟ ଦେବୁ ।
ନର୍ମାଲି ଯେଉଁ ମାନଙ୍କର ବିଯୁ ପକ୍କାଘର ରହିଛି ସେମାନଙ୍କୁ 3000 ଟଙ୍କା ମିଳୁଛି । ତେବେ ଏହି 3000 ଟଙ୍କା ଆପଣ ମାନଙ୍କୁ କେହି ହାତରେ ଦେବେ ନାହିଁ ଆପଣ ମାନଙ୍କ ଏକାଉଣ୍ଟ କୁ ଆସିବ । ତେବେ ଏହି ପକ୍ରିଆ ଆରମ୍ଭ ହୋଇଛି ଏବଂ ଏହି ଟ୍ରେରାଟେରି ହେବାର 15 ଦିନ ମଧ୍ୟରେ ଏହି ପଇସା ଆପଣ ମାନଙ୍କ ଏକାଉଣ୍ଟ କୁ ଆସିବ । ବୋଧେ ବହୁତ ଲୋକ ମାନଙ୍କର ଆସିଜାଇଛି ଏବଂ ଯେଉଁ ମାନଙ୍କର ନଆସିଛି ସେମାନଙ୍କର ଆସି ମଧ୍ୟ ଯିବ ।
ଏବେ କଥା ହେଲା 5000 ଟଙ୍କା କେଉଁ ମାନେ ପାଇବେ । ତେବେ ପକ୍କାଘର ଦୁଇଟି ରହିଛି ଗୋଟିଏ ହେଲା ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଏବଂ ଆଉ ଗୋଟିଏ ହେଲା ବିଯୁପକ୍କା ଘର । ତେବେ ବିଯୁପକ୍କା ଘରରେ ଆପଣ ମାନଙ୍କୁ 3000 ଟଙ୍କା ମିଳୁଛି ବାକି ରହିଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଯାହାକି ଆମର କେନ୍ଦ୍ର ସରକାର ଙ୍କ ପକ୍ଷରୁ ମିଳେ । ହେଲେ ଏବେବି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କୁ କୈଣସି ଘର ମିଳିନାହିଁ ।
ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ନା ବିଯୁପକ୍କା ଘର ଯୋଜନା ମିଳିଛି । ତେବେ ସେହି ମାନଙ୍କ କ୍ଷେତ୍ର ରେ ଲିଷ୍ଟ ରେ ନାମ ରହିଥାଇ ପାରେ କି ନାହିଁ ତାହା ଜଣା ନାହିଁ । ହେଲେ ବର୍ତମାନ ପରିସ୍ଥିତି ରେ ଯେମିତି କି ବାତ୍ୟା ବନ୍ୟା ର କ୍ଷେୟ କ୍ଷେତି ହେଉଛି ସେହି ସବୁର ମରାମତି ପାଇଁ ଏହି 5000 ଟଙ୍କା ମିଳୁଛି । ଯାହାକି କୈଣସି ଲିଷ୍ଟ ରେ ନାମ ନଥିଲେ ବି ମିଳିବ ଏବଂ ଯଦି ଲିଷ୍ଟ ରେ ନାମ ଥିଲେ ବି ମିଳିବ । ଯଦି ଆପଣ ମାନେ ପକ୍କାଘର ପାଇନାହାଁନ୍ତି ତେବେ ଆପଣ ମାନଙ୍କୁ ମିଳିବ । ଆଉ ଯେଉଁ ମାନେ ବିଯୁପକ୍କା ଘର ପାଇଛନ୍ତି ସେମାନଙ୍କୁ 3000 ହଜାର ଟଙ୍କା ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।