ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶ ରେ ଓମିକ୍ରନ ସଂଙ୍କ୍ରମଣ ବହୁତ ଅଧିକ ବଢିବାରେ ଲାଗିଛି । ଏକ୍ସପର୍ଟ ମୁତାବକ ଓମିକ୍ରନ ର ଲକ୍ଷଣ ଦେଖା ଦେବା ପରେ ବହୁତ ଓମିକ୍ରନ ସଂଙ୍କ୍ରମଣ ରୋଗୀ ମାନଙ୍କୁ ଭୋକ ନଲାଗିବା ଭଳି ସମସ୍ୟା ଦେଖା ଦେଇଥାଏ । ସେହି ସମୟ ରେ ଲୋକ ମାନେ ବୁଝିପାରନ୍ତି ନାହିଁ କି ସେମାନଙ୍କୁ କେଉଁ ପ୍ରକାରର ଫୁଡ୍ ଖାଇବା ଆବଶ୍ୟକ ଅଟେ । ଯେଉଁ ଲୋକ ମାନେ ଓମିକ୍ରନ ର ଡେଲ୍ଟା ଭେରିଆଣ୍ଟ ରେ ସଂଙ୍କ୍ରମିତ ହୋଇଜାଆନ୍ତି ସେମାନ ଙ୍କୁ ଭୋକ କମ୍ ପରିମାଣ ରେ ଲାଗେ । ଓମିକ୍ରନ ହେବା ପରେ ପରେ ଗଳାରେ ବହୁତ ପରିମାଣ ରେ ଦରଜ ହୋଇଥାଏ । ଏମିତି ଲାଗେ କି ଗଳା ବସିଯାଇଛି । ଏବଂ ଯେକୈଣସି ବି ତରଳ ପଦାର୍ଥ ସେବନ କରିବା ପରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ସେହି ସମୟ ରେ କେଉଁ ଖାଦ୍ୟ ର ସେବନ କରିବା ଫାଇଦା ଜନକ ହୋଇଥାଏ ଆସନ୍ତୁ ଜାଣିବା ।
ଦହି – ଖରାପ ଗଳା ଏବଂ ଭୋକ ନଲାଗିବା ଯୋଗୁଁ ଭୋକ କମ୍ ପରିମାଣ ରେ ଲାଗେ ସଂଙ୍କ୍ରମିତ ମାନଙ୍କ ପାଇଁ ଦହୀ ର ସେବନ କରିବା ବହୁତ ଭଲ ସାବ୍ୟସ୍ତ ହୁଏ । ଏହାକୁ ପିଇଲେ ଆପଣ ମାନଙ୍କୁ କଷ୍ଟ ହେବ ନାହିଁ । ଏହିଥିରେ ବହୁତ ମାତ୍ରା ରେ ପ୍ରୋଟିନ ରହିଛି । ଦହୀ ସହିତ ଆପଣ ମାନେ କଦଳ ର ସେବନ କରି ପାରିବେ। ଯାହାକି ନରମ ପ୍ରୋବାୟୋଟିକ୍ସ ଖାଦ୍ୟ ପଦାର୍ଥ ହୋଇଥାଏ।
ସୁପ – ଗଳାକୁ ଆରାମ ଦେବା ପାଇଁ ଆପଣ ମାନେ ସୁପ ର ସେବନ ମଧ୍ୟ କରି ପାରିବେ । ସୁପ୍ ରେ ଆପଣ ମାନେ କିଛି ପରିମାଣ ରେ ପରିବା ପକେଇ କରି ସେବନ କରି ପାରିବେ ।
ଶବୁଜ ପନିପରିବା ଏବଂ ଶାଗ ଜାତୀୟ ଖାଦ୍ୟ । ଶବୁଜ ପନିପରିବାର ସେବନ ଆପଣ ମାନଙ୍କ ପାଇଁ ବହୁତ ଭଲ ରହିବ । ଏହା ସହିତ ଆପଣ ମାନେ ମେଥି ରେ ଖାଦ୍ୟ ତିଆରି କରି ସେବନି କରି ପାରିବେ । ଏହା ଆପଣ ମାନଙ୍କ ସଂଙ୍କ୍ରମଣ ସହିତ ଲଢିବାରେ ସାହାଯ୍ୟ କରେ ।
ପ୍ରୋ଼ଟିନ ସହିତ ଭରପୁର ଜିନିଷ ଖାଆନ୍ତୁ ।ଓମିକ୍ରନ ରୋଗୀ ମାନଙ୍କ ପାଇଁ ଯରୁରୀ ଏହାକି ସେମାନେ ହାଲୁକା ଖାଦ୍ୟ ଖାଆନ୍ତୁ । ଳାରେ ଯନ୍ତ୍ରଣା ହେଲେ ଆପଣ ପ୍ରୋଟିନ ପାଉଡରରେ କ୍ଷୀର ମିଶାଇ ପିଇପାରିବେ।
ଇଲେକ୍ଟ୍ରୋଲାଇଟ୍ସ ବାଲା କ୍ଷୀର ପିଅନ୍ତୁ । ଓମିକ୍ରନ ସଂଙ୍କ୍ରମିତ ମାନଙ୍କ ପାଇଁ ତରଳ ଜାତୀୟ ଖାଦ୍ୟ ବହୁତ ଜରୁୀ ଅଟେ ସେହିଥି ପାଇଁ ଏମିତି ଜିନିଷ ପିଅନ୍ତୁ ଯେଉଁଥିରେ ଇଲେକ୍ଟ୍ରୋଲାଇଟ୍ସ ରହୁଥିବ। ଖାଆସ କରି ବାନ୍ତି ସମସ୍ୟା ପାଇଁ ଏହା ଦରକାର। ଏହି ପାନିୟ ପିଇଲେ ଶରୀର ରେ ସୋଡିୟମ୍ ମାତ୍ରା ବୃଦ୍ଧି ପାଏ । ଏହାସହିତ ଆପଣ ଇଲେକ୍ଟ୍ରପାଉଡରର ସେବନ ମଧ୍ୟ କରିପାରିବେ।
ସାଇଟ୍ରସ ଫଳ ଖାଆନ୍ତୁ ନାହିଁ । ସାଇଟ୍ରସ ଫଳ ରେ ଭିଟାବିନ C ବହୁତ ମାତ୍ରା ରେ ଥାଏ । ଏହା ଇମ୍ୟୁନିଟି ବୁଷ୍ଟ କରେ ହେଲେ ଅଳ୍ପ ପରିମାଣ ରେ ଟାର୍ଟ ରହେ ସେହିଥି ପାଇଁ ଗିଳିବାରେ କଷ୍ଟ ହୁଏ ତେଣୁ ଏହାକୁ ସେବନ କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।