ସରକାରଙ୍କର ବଡ଼ ନିଷ୍ପତ୍ତି ପୁଣି ବଦଳିଗଲା ଡ୍ରାଇଭିଂ ଲାଇସେନ୍ସର ବଦଳିଲା ନିୟମ ଦରକାର ନାହିଁ DL, RC କାଗଜପତ୍ର , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

License

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ଯନ୍ତ୍ରପାତି ର ଯୁଗରେ ବସବାସ କରୁଛନ୍ତି। ଆଉ ବର୍ତ୍ତମାନ ସବୁକିଛି ଆପଣ ଘରେ ରହି ପାଇପାରିବେ କୌଣସି ଜିନିଷପତ୍ର ଦରକାର ହେଲେ କେବଳ ସ୍ମାଟ ଫୋନ ମାଧ୍ୟମ ରେ ଡିଜିଟାଲ ତରିକା କୁ ଆପଣେଇ ନେଲେ ତାହା ଆପଣ ଙ୍କ ଘରେ ଆସି ପହଂଚି ଯାଉଛି। ତେବେ ଖାଲି ଏତିକି ନୁହେଁ ବରଂ ନରେନ୍ଦ୍ର ମୋଦି ସରକାର ଆସିବା ଦିନରୁ ଆମ ଦେଶ କୁ ଡିଜିଟାଲ ଦେଶ ଭାବରେ ଏକ ନୂଆ ପରିଚୟ ମିଳିଛି। ତେବେ ବର୍ତ୍ତମାନ ଗାଡି ଚାଳକ ଙ୍କ ପାଇଁ ମଧ୍ୟ ଏକ ଡିଜିଟାଲ ୱେ ଆସିଛି ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ତେବେ ଆସନ୍ତୁ ଜାଣିବା ସେହି ଡିଜିଟାଲ ଉପାୟ ବିଷୟରେ। ରାଜ୍ୟ ବାସୀ ଙ୍କୁ ସରକାର ପୁଣି ଥରେ ଖୁସି ଖବର ଦେଇଛନ୍ତି। ଦିଲ୍ଲୀର ଗାଡି ଚାଳକମାନେ ଏବେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ର RC ବହନ କରିବା ଆବଶ୍ୟକ କରନ୍ତି ନାହିଁ । ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗ ଦ୍ୱାରା ଲାଇସେନ୍ସ କିମ୍ବା RC ମାଗିବା ପରେ ଦେଶର ବାସିନ୍ଦା ମାନେ ଡିଜିଲକର କିମ୍ବା ଏମ୍ ପରିବହନ ମୋବାଇଲ୍ ଆପରେ ସେମାନଙ୍କର ଡକ୍ୟୁମେଣ୍ଟ୍ ଦେଖାଇ ପାରିବେ ।

Locker

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଡିଜି ଲକର୍ ପ୍ଲାଟଫର୍ମ କିମ୍ବା ଏମ୍ ପରିବହନ ମୋବାଇଲ୍ ଆପରେ ଡିଜିଟାଲ୍ ଉପସ୍ଥାପିତ ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ର ମୋଟର ଯାନ ଅଧିନିୟମ, 1988 ଅନୁଯାୟୀ ବୈଧ ଦଲିଲ ଅଟେ। ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ଦଲିଲଗୁଡ଼ିକୁ ଡିଜିଟାଲ୍ ପ୍ରଦର୍ଶନ କରିବା ଆଇନଗତ ଅଟେ ।

ବିଜ୍ଞପ୍ତି ଅନୁଯାୟୀ, ପରିବହନ ବିଭାଗର ଉଭୟ ଟ୍ରାଫିକ ପୋଲିସ ଏବଂ ଏନଫୋର୍ସମେଣ୍ଟ ୱିଙ୍ଗ ବର୍ତ୍ତମାନ ଡିଜି ଲକର ଏବଂ ଏମ୍ ପରିବହନ ଆପରେ ଇଲେକ୍ଟ୍ରୋନିକ୍ ଫର୍ମରେ ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ରର ପ୍ରଦର୍ଶନକୁ ଗ୍ରହଣ କରିଛନ୍ତି। ତେବେଏହି ଦୁଇଟି ଆପ ବ୍ୟତୀତ ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣର ସଫ୍ଟ କପି ଗ୍ରହଣ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

DG Locker

ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ର ଡିଜିଲକର କିମ୍ବା ଏମ୍ ପରିବହନ ଆପରେ ରେକର୍ଡ ହେବାବେଳେ ମୂଳ ଦଲିଲ ପରି ବୈଧ ଅଟେ। କଣ ଆପଣ ମାନେ ଜାଣନ୍ତି କି ଡିଜି ଲକର୍ ହେଉଛି ଏକ କ୍ଲାଉଡ୍-ଆଧାରିତ ପ୍ଲାଟଫର୍ମ ଯେଉଁଠାରେ ଡକ୍ୟୁମେଣ୍ଟ୍ ଏବଂ ସାର୍ଟିଫିକେଟ୍ ଯାଞ୍ଚ ଏବଂ ଅଂଶୀଦାର ହୋଇପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *