ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 17 ପେବୃଆରୀ 1959 ରେ ଜନ୍ମ ଗ୍ରହଣ କରିଥିବା ଆମର ଓଡିଉଡ ଇଣ୍ଡଷ୍ଟ୍ରୀ ର ଆପଣ ମାନଙ୍କର ପ୍ରିୟ ଅଭିନେତା ଏବଂ ଭେଣ୍ଟେନାର କଳାକାର ମିହିର ଦାସ ଆଜି ଆଉ ଆମ ରହଣ ରେ ନାହାଁନ୍ତି । 11 ଜାନୁଆରୀ 2022 ରେ ସେ ସମସ୍ତ ଙ୍କୁ ଅଲବିଦା କହି ଏହି ଦୁନିଆଁ ଛାଡି ଚାଲିଯାଇଛନ୍ତି । ହେଲେ ଆମେ ଏଠାରେ ଜାଣିବା କି ସେହି ମିହିର ଦାସ ଙ୍କର ଘର ପରିବାର ଏବଂ ପର୍ସିନାଲ ଲାଇଫ୍ ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା ତାଙ୍କର ସଂମ୍ପତୀ କେତେ ତାଙ୍କର ସ୍ତ୍ରୀ ଏବଂ ତାଙ୍କର ପରିବାର ବିଷୟ ରେ ଟିକିନିକି ତଥ୍ୟ ଏହି ପୋଷ୍ଟ ରୁ ଜାଣିବା ପାଇଁ ପାଇବେ ।
17 ପେବୃଆରୀ 1959 ରେ ମିହିର ଦାସ ଜନ୍ମ ଗ୍ରହଣ କରିଥିଲେ । ସେ ହେଲେ ଓଲିଉଡ ଇଣ୍ଡଷ୍ଟ୍ରୀ ର ମହାନ କଳାକାର ଅଚାନକ ତାଙ୍କର ଏମିତି ଓଲିଉଡ ଇଣ୍ଡଷ୍ଟ୍ରୀ ଛାଡି ଯିବା ଓଲିଉଡ କୁ ବାପ ଛିଉଣ୍ଡ କରିଛି । ସେ ଏମିତି କଳାକାର ଥିଲେ ଯେ କି ନିଜ କେରିଅର ରେ ଅନେକ ଗୁଡିଏ ଆୱର୍ଡ ହାସଲ କରିଛନ୍ତି । ପ୍ରଥମ ଥର ପାଇଁ ସେ 1998 ମସିହାରେ ଲକ୍ଷ୍ମୀ ପ୍ରତିମା ଚଳଚିତ୍ର ପାଇଁ ଆୱାର୍ଡ ହାସଲ କରିଥିଲେ । ଏହା ପରେ ସୁନା ଭଉଣୀ ରକ୍ଷୀ ବାନ୍ଧିବି ମୋ ରଖିବ ମାନ ପ୍ରେମ ଅଢେଇ ଅକ୍ଷର ଭଳି ଅନେକ ଗୁଡିଏ ଚଳଚିତ୍ର ରେ ସେ ଆୱର୍ଡ ମଧ୍ୟ ହାସଲ କରିଛନ୍ତି ।
ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ସଂଙ୍ଗୀତା ଦାସ୍ । ଏବଂ ତାଙ୍କର ଦୁଇଟି ପୁଅ ରହିଛି ଜାହାଙ୍କ ନାମ ଅମ୍ଲାନ୍ ଦାସ୍ ଅଟେ ଯିଏ ନିକଟରେ ବିବାହ କରିଥିଲେ ହେଲେ ଆଉ ଜଣେ ପୁଅ ଏବେ ବି ଅବିବାହିତ । ତାଙ୍କ ସ୍ତ୍ରୀ ଜଣେ ସିଙ୍ଗର ଥିଲେ ଏବଂ ସେ ବି ହୃଦଘାତରେ 2010 ରେ ମୃତ୍ୟ ବରଣ କରିଥିଲେ । ମିହିର୍ ଦାସ୍ 1980 ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ଏବଂ 2020 ରେ ତାଙ୍କୁ 64 ବର୍ଷ ପୂରଣ ହୋଇ ଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ।
ଅଭିମନ୍ୟୁ ଫିଲ୍ମ ରେ ତାଙ୍କର ଖଳନାୟକ ରୋଲ ଟି ଓଡ଼ିଶା ରେ ସମସ୍ତ ଙ୍କୁ ପସନ୍ଦ ଆସି ଥିଲା । ବର୍ତମାନ ବୟସ ତାଙ୍କର 65 ବର୍ଷ ମିହିର ଦାସ୍ ଆଜି ଯାଏ 150 ରୁ ଉର୍ଦ୍ଧ ଫିଲ୍ମ କରିଛନ୍ତି । ଏବେ ଓଡ଼ିଆ ଫିଲ୍ମ ପାଇଁ 5 ଲକ୍ଷ ରୁ 7 ଲକ୍ଷ ଟଙ୍କା ନେଉଥିଲେ । ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାକା ନାମରେ ବେଶ୍ ପରିଚିତ ସେ ତେବେ ତାଙ୍କର କଟକ ରେ ଭଲ ଘର ରହିଛି । ଏହା ସହିତ ମର୍ସିଟିଜ୍ କାର୍ ତାଙ୍କ ପାଖରେ ରହିଛି । ଅନୁମାନ କରା ଯାଏ କି ତାଙ୍କର ମୋଟ ସଂମ୍ପତୀ 30 ରୁ 35 କୋଟି ରୁ ଉର୍ଦ୍ଧ ହେବ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।