ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆମ ଦେଶ ଏବେ ବିକାଶ ଆଡ଼କୁ ଅଗ୍ରସର ହେଉଛି , କିନ୍ତୁ ଆମ ସମାଜରେ ଏବେ ଏପରି ଘଟଣା ସବୁ ଦେଖିବାକୁ ମିଳୁଛି ଯାହା ଅତ୍ୟନ୍ତ ନିନ୍ଦନୀୟ । ଆଜିର ସମାଜରେ ଏବେ ଏପରି ଘଟଣା ସଂପର୍କରେ ଶୁଣିବାକୁ ମିଳୁଛି ଯାହା କଳ୍ପନାର ବାହାରେ , କାରଣ ଏବେ ସମାଜରେ ଏପରି କଳୁଷିତ ଲୋକମାନେ ରହିଛନ୍ତି ଯେଉଁ ମାନେ କି ନାରୀ ମାନଙ୍କ ପ୍ରତି ଏପରି ନିର୍ଯ୍ୟାତନା ପ୍ରଦାନ କରୁଛନ୍ତି । ଆଜିର ଏହି ଶିକ୍ଷିତ ସାମଜରେ ଏପରି ଅଶିକ୍ଷିତ ବ୍ୟକ୍ତି ମାନେ ରହିଛନ୍ତି ବୋଲି ଆପଣ ମାନେ କେବେ ଭାବିପାରିବେ ନାହିଁ ।
ସରକାରଙ୍କ ତରଫରୁ ନାରୀ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏପରି ଅମଣିଷ , ଅଭଦ୍ର ଓ ଅସଭ୍ୟ ବ୍ୟକ୍ତି ମାନେ ଅଛନ୍ତି ସେମାନେ ଏ ନିୟମକୁ ମାନୁ ନାହାନ୍ତି । ଆଜି ଆମେ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହାକି, ଉତ୍ତରପ୍ରଦେଶର ସୋନଭଦ୍ରରେ ଦେଖିବାକୁ ମିଳିଛି । ୨ ବର୍ଷ ପୂର୍ବରୁ ନାବାଳିକା ଛାତ୍ରୀଙ୍କ ସହ ଦୁ-ଷ୍କ-ର୍ମ ଓ ପରେ ଗ-ର୍ଭ-ବ-ତୀ କରିବା ମାମଲାରେ ଅଦାଲତରେ ବୁଧବାର ଦିନ ଅଭିଯୁକ୍ତ ଦୀପକ୍ ଭାରତୀଙ୍କୁ ଆ-ଜୀ-ବନ କାରାଦଣ୍ଡ ଶୁଣାଯାଇଛି ଓ ତା ଉପରେ ୧ ଲକ୍ଷ ୫ ହଜାର ଟଙ୍କାର ଜୋରିମାନା ।
ଯଦି ଜୋରିମାନା ନଦେଲେ ତାହେଲେ ୬ ମାସ ପର୍ଯ୍ୟନ୍ତ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟ କହିଛନ୍ତି ଯେ ଜୋରିମାନା ର ସମସ୍ତ ଧନରାଶି ପୀଡ଼ିତାଙ୍କୁ ମିଳିବ। ଅଭିଯୁକ୍ତ ପକ୍ଷରେ ଶକ୍ତିନଗର ଥାନା ଅନ୍ତର୍ଗତ ଏକ ଗାଁରେ ପୀଡ଼ିତାଙ୍କ ମା ୨୦୧୯ ଅକ୍ଟୋବର ୧ ତାରିଖରେ ଅଭିଯୋଗ କରିଥିଲେ ଯେ , ତାରାପୁରର ଦୀପକ୍ ଭାରତ ଜୋର୍ ଜବରଦସ୍ତ ଭାବରେ ତାଙ୍କର ୧୫ ବର୍ଷୀୟ ନା-ବାଳି-କା ଝିଅକୁ ୭ ମାସ ଦୁ-ଷ୍କ-ର୍ମ କରିଥିଲା ଓ ତାଙ୍କ ଝିଅ ଗ-ଭ-ବତୀ ହୋଇଥିଲା ।
ତାପରେ ତାଙ୍କ ଝିଅକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ବୋଲି ପିଡୀତା ଙ୍କ ମା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦୁ-ଷ୍କ-ର୍ମ ଓ ପୋ-କ୍ସ-ଅକ୍ଟ ଅନୁଯାୟୀ ଦୀପକ୍ ବିରୋଧରେ ମାମଲା ରୁଜୁ କରିବା ସହିତ , ସମସ୍ତ ପ୍ରମାଣ ମିଳିବା ପରେ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ସାକ୍ଷୀ ତଥା ରେକର୍ଡକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ଦୀପକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ସେଥିପାଇଁ ଅଭିଯୁକ୍ତ ଦୀପକକୁ ଆଜୀବନ କାରାଦଣ୍ଡ ସହିତ ୧ ଲକ୍ଷ ୫ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରିମାନା ନଦେଲେ ୬ ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।