ବଡ଼ ଖବର: ଓଡ଼ିଆ ଗାୟିକା ତପୁ ମିଶ୍ରଙ୍କୁ ସାହାଯ୍ୟ କଲେ ସୋନୁ ସୁଦ।

Tapu

ଆଜି ଆମେ ଆପଣଙ୍କ ପାଖରେ ଓଡ଼ିଆ ବଡ ପରଦାର ଆଉ ଏକ ବଡ଼ ଖବର ନେଇକି ଆସିଛୁ। ଆମେ ଆଜି ଆପଣଙ୍କ ପାଖରେ ଓଡ଼ିଆ ସିନେମା ଜଗତର ଏକ ବହୁତ ବଡ଼ ଗାୟିକା ଙ୍କ ବାବଦରେ କହିବାକୁ ଯାଉଛୁ। ଆପଣ ଓଲିଉଡ ର ଷ୍ଟାର ଗାୟିକା ତପୁ ମିଶ୍ରଙ୍କ ବାବଦରେ ତ ଶୁଣି ହି ଥିବେ। ତାଙ୍କର ସଙ୍ଗୀତ ଦ୍ୱାରା ତଥା ତାଙ୍କର କଣ୍ଠ ସ୍ୱର ସଭିଙ୍କ ଭିତରେ କେତେ ଅଧିକ ଲୋକପ୍ରିୟ ଅଟେ ତାହା ବି ଆପଣ ଜାଣି ହି ଥିବେ। ଏଥି ସହିତ ଆପଣ ଏବେ ଏହା ବି ଜାଣି ହି ଥିବେ କି ତପୁ ଏବେ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଛନ୍ତି। କରୋନା ଦ୍ୱାରା ଆକ୍ରାନ୍ତ ହେଇ ସେ ବହୁତ ଗୁରୁତ୍ତର ଅବସ୍ଥାରେ ଥିଲେ ଆଉ ତାଙ୍କର ହାଲ ବହୁତ ଖରାପ ହେଇ ଯାଇଥିଲା। ମାତ୍ର ଏବେ ଯାହା ଖବର ସାମ୍ନାକୁ ଆସୁଛି କି ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କୁ ସାହାଯ୍ୟ କରିବେ। ତେବେ ଆମେ ଆଜି ଜାଣିବା କଣ ରହିଛି ବଡ଼ ଖବର।

Tapu Mishra

କରୋନା ରେ ଆକ୍ରାନ୍ତ ହେଇ ଓଲିଉଡ ଗାୟୀକା ତପୁ ମିଶ୍ର ଏବେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ଚଲା ଯାଉଛି ଆଉ ଡାକ୍ତର ମାନେ ତାଙ୍କର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ପୁର୍ଣ ପ୍ରଚେଷ୍ଟା କରୁଛନ୍ତି, ତଥାପି ତାଙ୍କ ସ୍ବାସ୍ଥ୍ୟବସ୍ତାରେ ଜମା ବି ସୁଧାର ଆସୁନାହିଁ। ଆଉ ସେ ଜମା ବି ଠିକ ହେବା ଅବସ୍ଥାରେ ନାହାନ୍ତି।

ତେବେ ଏହା ସବୁ ଭିତରେ ଆମ ପାଇଁ ଏକ ଆଶ୍ବସ୍ଥିକର ତଥ୍ୟ ଆସିଛି। ବଡ଼ ଖବରରୁ ଏହା ଜଣା ପଡୁଛି କି ବଲିଉଡ ଅଭିନେତା ତଥା ସମାଜ ସେବୀ ସୋନୁ ସୁଦ ତପୁ ମିଶ୍ରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସେ ତାଙ୍କର ଟ୍ୱିଟ ଦ୍ୱାରା ଏହା କହିଛନ୍ତି କି ତପୁ ମିଶ୍ରଙ୍କୁ କିଛି ବି ଅସୁବିଧା ହେବ ନାହିଁ ଆଉ ସେ ସମ୍ପୂର୍ଣ ରୂପେ ସୁସ୍ଥ ହେଇଯିବେ।

Sonu sood

ତେବେ କୋଭିଡ ଦ୍ୱାରା ଆକ୍ରାନ୍ତ ହେଇ ତପୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲେ ଆଉ ତା ପରେ ସେ କଟକର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି ହେଇଯାଇଥିଲେ। ତାଙ୍କର ସୁରକ୍ଷା ପାଇଁ ତାଙ୍କ ଘର ଲୋକ ବହୁତ ଚିନ୍ତିତ ଥିଲେ ଆଉ ଏପରି ସମୟରେ ତାଙ୍କର ଜଣେ ଶୁଭ ଚିନ୍ତକ ଗୀତା ଦାସ ତାଙ୍କର ସୁରକ୍ଷା ପାଇଁ ସୋନୁ ସୁଦଙ୍କୁ ସାହାଯ୍ୟ କରିବା ପାଇଁ ଟ୍ୱିଟ କରି ଥିଲେ। ସେ କହିଥିଲେ କି ତପୁଙ୍କ ପାଇଁ ବହୁତ ଜରୁରୀ ଅଟେ ଏବେ ଦୁଇ ଡିଜି ସାଚେଟ ଆଉ ସେମାନେ ତାହା ବହୁତ ଚେଷ୍ଟା କରିବା ପରେ ବି ଯୋଗାଡ଼ କରିପାରୁନାହାନ୍ତି।

ଏହା ଟ୍ୱିଟ କଲା ପରେ ସେ ଲେଖିଲେ କି, ” ଆପଣ ଯଥା ସମ୍ଭବ ଯେତେ ଜଲଦି ଆମକୁ ଏହି ଔଷଧ ଯୋଗାଇ ଦିଅନ୍ତୁ।” ଏହି ଟ୍ୱିଟ ଦେଖିବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି ଆଉ ସୋନୁ ଏହା ମଧ୍ୟ କହିଛନ୍ତି କି ତାଙ୍କର କିଛି ହେବନାହିଁ। ତେବେ ଆମେ ଭଗବାନ ଙ୍କ ପାଖରେ ଏହା ପ୍ରାର୍ଥନା କରିବା କି ତପୁ ଶୀଘ୍ର ଠିକ ହେଇଯାନ୍ତୁ ଆଉ ସେ ନିଜ ଘରକୁ ଫେରି ଆସନ୍ତୁ ଆଉ ପୂର୍ବ ଭଳି ତାଙ୍କ କଣ୍ଠରୁ ପୁଣି ସେଭଳି ଗୀତ ଶୁଣିବାକୁ ମିଳୁ।

Leave a Reply

Your email address will not be published. Required fields are marked *