ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ବିବାହ ହେଉଛି ଏକ ପବିତ୍ର ସଂପର୍କ । ବିବାହ ପରେ ଜଣେ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇଥାଏ ଓ ଏକ ସୁନ୍ଦର ସଂସାର ତିଆରି କରିଥାନ୍ତି । କିନ୍ତୁ ଆଜିକା ସମୟରେ ବିବାହ ପରେ ପୁରୁଷ – ମହିଳାଙ୍କ ମଧ୍ୟରେ ଆଫେୟାର ହେଉଛି ଓ ଏହାପରେ ସୁନ୍ଦର ସଂସାରରେ ବିଚ୍ଛେଦ ସୃଷ୍ଟି ହେବାର ଦେଖିବାକୁ ମିଳୁଛି । ଆଜି ଆମେ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଜଣେ ମହିଳା ୧୮ ଜଣ ପୁରୁଷଙ୍କ ସହ ସ-ମ୍ୱ-ନ୍ଧ କରିଥିବାର କହିଛନ୍ତି ଓ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ତାଙ୍କର ସ୍ୱାମୀଙ୍କୁ ଏ କଥା ବି ଜଣା ଥିଲା ।
ଏହି କଥାକୁ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଏହି ଘଟଣା ପ୍ରକାଶ ପାଇବା ପରେ ଏହି କାର୍ଯ୍ୟକୁ ଭୁଲ୍ ବୋଲି କହିବା ସହିତ ସମାଲୋଚନା କରୁଛନ୍ତି । ସିଡନୀର ସୁଇସ୍ ନାମକ ୩୦ ବର୍ଷିୟ ମହିଳା , ନିକଟରେ ନିଜ ପତିଙ୍କ ସହ ଫାଇଲ୍ସ ପଡକାଷ୍ଟର ଆସି କହିଥିଲେ କି ଗୋଟେ ରାତିରେ ସେ ୧୮ ଜଣ ପୁରୁଷଙ୍କ ସହ ସ-ମ୍ଭୋ-ଗ କରିଥିଲେ ଓ ତାଙ୍କ ସ୍ୱାମୀ ବି ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ।
ମହିଳା ଜଣଙ୍କ କହିଥିଲ ସେ ନିଜ ସ୍ୱାମୀଙ୍କୁ ଧୋକା ଦେବାକୁ ଚାହୁଁ ନଥିଲେ , ସେଥିପାଇଁ ମହିଳା କହିଥିଲେ ବାରମ୍ୱାର ସେ ପର ପୁରୁଷଙ୍କ ସହ ସ-ମ୍ୱ-ନ୍ଧ ରଖିବାକୁ ଭାବୁଥିଲେ । ମହିଳା ଜଣଙ୍କ କହିଛନ୍ତି ଯେ , ମୋ ପତି ପ୍ରଥମ ପୁରୁଷ ଥିଲେ ଓ ମୁଁ ତାଙ୍କ ସହିତ ପ୍ରଥମ ଥର ସ-ମ୍ୱ-ନ୍ଧ ରଖିଥିଲି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ମୋ ପତି ମାସ ମାସ ଧରି ଦୂରରେ ରହୁଥିଲେ , ଯାହାଫଳରେ ସେ ଅନ୍ୟ ପ୍ରତି ଆକର୍ଷିତ ହେଉଥିଲେ ।
ମହିଳା କହିଥିଲେ ଥରେ ସ୍ଥାନୀୟ ସେ-ଏ-କ୍ସ ସପ୍ ତାଙ୍କୁ ଏହି କ୍ଲାସ୍ ପାଇଁ ଅଫର ଦେଇଥିଲେ ଓ ସେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ଏକା ସାଥିରେ ଅନେକ ପୁରୁଷ ସହ ସ-ମ୍ୱ-ନ୍ଧ ରଖିବା କେମିତି ହେବ ବୋଲି ସେ ତାଙ୍କ ସ୍ବାମୀ ଙ୍କ ସହିତ କଥା ହୋଇଥିଲେ । ମହିଳାଙ୍କ ସ୍ୱାମୀ ରାଜି ହୋଇଥିଲେ ଓ ମହିଳା ଜଣଙ୍କ ପ୍ରଥମ ଥର ୧୦ ପୁରୁଷଙ୍କ ସହ ଶା-ରୀ-ରିକ ସଂ-ପ-ର୍କ ରଖିଥିଲେ ଓ ଏହା ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଗଲା ।
ମହିଳାଙ୍କ ସ୍ୱାମୀ କହିଥିଲେ ତାଙ୍କର ଏକ ପୁଅ ଅଛି , କିନ୍ତୁ ତାଙ୍କର ପତ୍ନୀ ପର ପୁରୁଷଙ୍କ ସହ ସ-ମ୍ୱ-ନ୍ଧ ରଖିବାରେ ଖୁସି ପାଆନ୍ତି । ସେଥିପାଇଁ ସେ ତାଙ୍କ ପତ୍ନୀଙ୍କ ଖୁସିରେ ଖୁସି ଦେଖୁଥିଲେ । ଯଦିଓ ତାଙ୍କ ପତ୍ନୀ ଅନ୍ୟ ପୁରୁଷଙ୍କ ସହ ସଂ-ପ-ର୍କ ରଖନ୍ତି , କିନ୍ତୁ ଉଭୟଙ୍କ ମଧ୍ୟରେ ପ୍ରେମ ଓ ଭଲ ପାଇବା ଖୁବ୍ ମଜବୁତ ରହିଛି । କିନ୍ତୁ ସୋସିଆଲ ମିଡି଼ଆରେ ଏହି କଥା ଭାଇରାଲ ହେବା ପରେ ଅନେକ ଲୋକମାନେ ଏହାକୁ ବିରୋଧ କରିବା ସହିତ ନିନ୍ଦା କରିଛନ୍ତି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।