ଖୁସି ଖବର – ଖାତା କୁ ଆସିଲା E-Shram Card ର ପ୍ରଥମ କିସ୍ତି ର ଟଙ୍କା ଖାତା କୁ ଆସି ନଥିଲେ ତେବେ ଶୀଘ୍ର କରନ୍ତୁ ଏହି କାର୍ଯ୍ୟ, ଆସନ୍ତୁ ଏହି ସମ୍ପର୍କରେ ଆଗକୁ ଜାଣିବା |

ଆପଣମାନଙ୍କୁ ଆମର ପୋର୍ଟାଲ ବହୁତ ବହୁତ ସ୍ୱାଗତ ଜଣାଉଛୁ | ବନ୍ଧୁଗଣ ଆପଣମାନେ ଜାଣିଥିବେ ଏବେ ସରକାରଙ୍କ ନିଷ୍ପତି ଏମିତିକା ହେଇଛି ଲୋକମାନେ ଜାଣିବା ପରେ ବହୁତ ଖୁସି ହେଉଛନ୍ତି, ଏହି ଘଟଣା ସମ୍ପର୍କରେ ଜାଣିବାକୁ ହେଲେ ଆପଣମାନେ e-srama କାର୍ଡ ନିଶ୍ଚିତ ଭାବେ ଏପ୍ଲାଏ କରନ୍ତୁ, ତାହା ପରେ ଏହାର ଚାହିଦା ବୁଝିପାରିବେ, ଏହି କାର୍ଡ ଆପଣମାନଙ୍କ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ ।

srama card

ଭାରତ ସରକାର ଲୋକମାନଙ୍କୁ ସବୁବେଳେ ଭଲରେ ରଖିବାକୁ ଚାଁହୁଛନ୍ତି, ଗରିବ ଲୋକମାନଙ୍କର ଦୁଃଖ କୁ ସେ ଏହି ଯୋଜନା ମାଧ୍ୟମରେ ଦୂର କରିଦେଉଛନ୍ତି, ଯେପରିକି କୃଷକ ମାନଙ୍କ ପାଇଁ ଏକ ଯୋଜନା କରିଛନ୍ତି, ଯାହାକି ଚାଷ ସମୟରେ ସାହାଯ୍ୟ ପାଇପାରିବେ, କୃଷକ ହେଉଛନ୍ତି ଦେଶର ଭବିଷ୍ୟତ, କୃଷକ ନ ଥିଲେ ଲୋକ ବଞ୍ଚିପାରିବେନି, ଆପଣମାନେ ଜାଣିଥିବେ ଏବେ କେନ୍ଦ୍ର ସରକାର ଶ୍ରମିକ ଓ ଅସଂଗଠିତ ଶ୍ରମିକ ମାନଙ୍କ ପାଇଁ ଏକ ଯୋଜନା ବାହାର କରିଥିଲେ ସେହି ଯୋଜନାର ନାମ ହେଉଛି ଇ -ଶ୍ରମ କାର୍ଡ ।

ଏହି କାର୍ଡ କୁ ନେଇ ବହୁତ ବଡ଼ ସୂଚନା ଆସିଛି ଯାହାକୁ ଜାଣିବା ପରେ ଲୋକମାନଙ୍କ ଖୁସି କହିଲେ ନ ସରେ, ଏହି କାର୍ଡର ପ୍ରଥମ କିସ୍ତି ଟଙ୍କା ସରକାର ସବୁ ଲୋକଙ୍କ ଆକାଉଣ୍ଟକୁ ପଠେଇ ଦେଇଛନ୍ତି । ପ୍ରଥମ କିସ୍ତିରେ ସରକାର 5000 ଟଙ୍କା ସମସ୍ତ ଶ୍ରମିକା ମାନଙ୍କ ଆକାଉଣ୍ଟକୁ ପଠେଇ ସାରିଛନ୍ତି,ଯଦି ଆପଣମାନେ ବିଶ୍ୱାସ କରୁନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟକୁ ଯାଇ ଚେକ କରି ଆସନ୍ତୁ, ଯଦି ଆପଣ ମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଆସିନାହିଁ, ତା ହେଲେ ଆପଣ ମାନେ କୌଣସି ବ୍ୟସ୍ତ ହୁଅନ୍ତୁ ନାହିଁ,

card

କାହିଁକିନା ଆପଣମାନେ କାର୍ଡ ଏପ୍ଲାଏ କରିବା ସମୟରେ ଆକାଉଣ୍ଟ ନମ୍ବର ଭୁଲ ଦେଇଥାନ୍ତି କି କୌଣସି କାରଣ ପାଇଁ ଆପଣଙ୍କ ଖାତା ବନ୍ଦ ହୋଇଯାଇଥାଏ, ସେଥିଲାଗି ଆପଣମାନେ ବ୍ୟାଙ୍କକୁ ଯାଇ ଖାତା ଚେକ କରନ୍ତି, ସଫଳତାର ଫାଇଦା ଉଠାନ୍ତୁ, ଭଲରେ ଜୀବନ ବିତାନ୍ତୁ, ଆପଣମାନେ ସବୁବେଳେ ସରକାରଙ୍କ ଉପରେ ଭରଷା ରଖନ୍ତୁ, ସେ ସବୁବେଳେ ବିପଦ ଆପଦରେ ସାହାଯ୍ୟ କରିବେ, ଭଗବାନଙ୍କୁ ଡାକନ୍ତୁ ସବୁବେଳେ ଜନସାଧାରଣ ମାନେ ଭଲରେ ଜୀବନ ବିତାନ୍ତୁ |

ଏହି ପୋଷ୍ଟ ଟି କୁ ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବା ସହିତ ଆପଣମାନେ ଆମର ପୋଷ୍ଟ ଟି କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *