ଆର ପାରିରେ ମିହିର ଦାସ: କଟକରେ ୫୫ ବର୍ଷରେ ଆଖିବୁଜିଲେ ବରିଷ୍ଠ ଅଭିନେତା ମିହିର

Mihir Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ନାହାଁନ୍ତି ବର୍ଷିଆନ ଅଭିନେତା ମୀହିର ଦାସ 55 ବର୍ଷ ବୟସ ରେ ତାଙ୍କର ପରଲୋକ ହୋଇଯାଇଛି । ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଛି ମୀହିର ଦାସ୍ ଙ୍କର କଟକ ର ଏକ ଘୋରଇ ହସ୍ପିଟାଲ ରେ ମୀହିର ଦାସ ଙ୍କ ପରଲୋକ ହୋଇଥିବା ଖବର ଆସିଛି । ଡାକ୍ତର କାରଣ ରେ ମୀହିର ଦାସ ଙ୍କ ମୃତ୍ୟୁ ର କାରଣ ହେଲା ମୋଲ୍ଟି ଅର୍ଗାନ ଫେଲିୟର ଅଟେ ।

ତେବେ ତାଙ୍କୁ ହସ୍ପିଟାଲ ରେ ଚିକିତ୍ସା ମଧ୍ୟ କରାଯାଉଥିଲା । କୋଭିଡ ନେଇ ମଧ୍ୟ ଶ୍ରୀ ଯୁକ୍ତ ଦାସ୍ ଙ୍କର ଅବସ୍ଥା କିଛିଟା ଖରାପ ଥିଲା । ଏବଂ କିଛି ଦିନ ତଳେ ତାଙ୍କୁ ICU ରେ ରଖା ଜାଇଥିଲା । ଜଣେ ବର୍ଷିଆନ ଅଭିନେତା ଏବଂ ଜଣେ ନିଆରା ମଣିଷ ଭାବେ ମୀହିର ଦାସ ଙ୍କ ଲୋକପ୍ରିୟତା ଅନେକ ଥିଲା । ଲୋକପ୍ରିୟ ଅଭିନେତା ଭାବେ ସେ ଅନେକ ଅଭିନୟ କରିଛନ୍ତି । 17 ଫେବୃଆରୀ 1966 ମସିହା ରେ ଜନ୍ମ ଗ୍ରହଣ କରିଥିବା ମୀହିର ଦାସ ଏବଂ ଓଡିଆ ଇଣ୍ଡଷ୍ଟ୍ରୀ ରେ ଜଣେ ଏମିତି ଅଭିନେତା ଭାବେ ଉଭା ହୋଇଥିଲେ । ଯାହାଙ୍କୁ ସମସ୍ତେ ଭଲ ପାଉଥିଲେ ।

Mihir Das

ତାଙ୍କର ସିନେମା ଲକ୍ଷ୍ମୀ ପ୍ରତିମା ପାଇଁ 1998 ମସିହା ରେ ତାଙ୍କୁ ମିଳିଥିଲା ବେଷ୍ଟ ଏକ୍ଟର ଆୱର୍ଡ । ଏହା ପରେ ପରେ ଫେର ଆ ମୋ ସୁନା ଭଉଣୀ ସୋପଟିଂ ଅଭିନେତା ଭାବେ ଆୱର୍ଡ ପାଇଥିଲେ । ରାକ୍ଷୀ ବାନ୍ଧିବି ମୁଁ ରଖିବ ମାନ ଯାହା 2002 ମସିହା ରେ ମୁକ୍ତିଲାଭ କରିଥିଲା ସେହିଥିଲେ ସେହି ଥିରେ ତାଙ୍କର ଅଭିନୟ କୁ ସମସ୍ତେ ଭଲ ପାଇଥିଲେ । ପ୍ରମେ ଅଢେଇ ଅକ୍ଷର ଏମିତି ଅନେକ ସାରା ସିନେମା ମୀହିର ଦାସ ଙ୍କର ଥିଲା ଯେଉଁଥି ପାଇଁ ତାଙ୍କର ପ୍ରଶଂସକ ମାନେ ସବୁ ବେଳେ ତାଙ୍କୁ ମନେ ରଖିବେ ।

ମୀହିର ଦାସ ମୟୁରଭଞୀ ରେ ଜନ୍ମ ଗ୍ରହଣ କରିଥିଲେ । ଏହା ପରେ ପରେ ତାଙ୍କର ଜିବନ ବଢିଥିଲା ସିନେମା ଜିବନ ଆଡକୁ । ପରବର୍ତି ସମୟ ରେ ସେ ସଂଙ୍ଗିତା ଦାସ ଙ୍କୁ ବିବାହ କରିଥିଲେ । ହେଲେ ସଂଙ୍ଗିତା ବି ତାଙ୍କର ସହିତ ଜିବନ ରେ ବେଶି ସମୟ ଚାଲି ପାରି ନଥିଲେ । 2010 ରେ ତାଙ୍କର ପରଲୋକ ହୋଇଥିଲା ହୃଦଘାତ ରେ ଏହା ପରେ ମୀହିର ଦାସ ଅଭିନୟ କ୍ଷେତ୍ର ରେ ବେଶ ସକ୍ରିୟ ମଧ୍ୟ ରହିଥିଲେ । ହେଲେ ତାଙ୍କର ମୃତ୍ୟୁର ଖବର ଅନେକ ଙ୍କୁ ଧକ୍କା ପହଁଚାଇଛି ।

Mihir Das a.

କେବଳ ସେ ଜଣେ ଅଭିନେତା ନୁହେଁ ଜଣେ ନିଆରା ମଣିଷ ଭାବେ ସେ ସମାଜ ପାଇଁ ଅନେକ ସାରା କାର୍ଯ୍ୟ କରିଛନ୍ତି । ନିଜର କଥା ଏବଂ ସଂଗ୍ଲାପ ମାଧ୍ୟମ ରେ ସେ ଅନେକ ଙ୍କୁ ଜିବନ ର ଦୁଛକ୍କି ରେ ସାହାଯ୍ୟ ବି କରିଛନ୍ତି । ତେବେ ତାଙ୍କର ପରଲୋକ ରେ ଆଜି ମ୍ରିଣ ମାଣ ହୋଇଛନ୍ତି ତାଙ୍କର ପ୍ରଶଂସକ ଏବଂ ତାଙ୍କୁ ଭଲ ପାଉଥିଲା ଲୋକମାନେ । ମୀହିର ଦାସ ଙ୍କ ଆତ୍ମା ର ସଦଗତି ପାଇଁ ଆମେ ପାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *