ରାଶି ଅନୁଯାୟୀ କେଉଁ ବାରରେ ବିବାହ କରିବା ଉଚିତ, ଏବେ ହିଁ ଜାଣି ନିଅନ୍ତୁ ।

marred

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ଅନୁଯାୟୀ କେଉଁ ବାରରେ ବିବାହ କରିବା ଉଚିତ ବା କେଉଁ ବାର ରେ ବିବାହ କରିଲେ ଅତ୍ୟନ୍ତ ଶୁଭ ଅଟେ । ଏବଂ ସେମାନଙ୍କ ଦାମ୍ପତ୍ୟ ଜିବନ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ବାର ରେ ବିବାହ କରିଲେ ସେମାନଙ୍କ ପାରିବାରିକ ଜିବନ ଅତ୍ୟନ୍ତ ଶୁଭ ହୋଇଥାଏ । ଖୁସ ପ୍ରାପ୍ତି ସେମାନେ କରିଥାନ୍ତି ।

ପ୍ରଥମେ ହେଲା ମେଷ ରାଶି ଏହି ରାଶିର ଲୋକ ମାନେ ମଙ୍ଗଳ ବାର ଦିନ ବିବାହ କରିଲେ ସର୍ବାଙ୍ଗିନ୍ନ ଉନ୍ନତି ହୁଏ । ସବୁ କ୍ଷେତ୍ରରେ ସେମାନେ ଲାଭ ବାନ ହୁଅନ୍ତି । ବୃଷ ରାଶି ଏହି ରାଶିର ଲୋକ ମାନେ ଶୁକ୍ରବାର ଦିନ ବିବାହ କରିଲେ ମଙ୍ଗଳମୟ ହୁଏ । ଏବଂ ସେମାନଙ୍କ ବୈବାହିକ ଜିବନ ସୁଖ ମୟ ହୁଏ । ମିଥୁନ ରାଶିର ଲୋକ ମାନେ ବୁଧବାର ଦିନ ବିବାହ କରିଲେ ମଙ୍ଗଳ ମୟ ହୋଇଥାଏ। ଏବଂ ପ୍ରତ୍ୟୋକ କ୍ଷେତ୍ର ରେ ସୁଫଳ ମିଳେ ।

married

କର୍କଟ ରାଶିର ଲୋକ ସୋମବାର ଦିନ ବିବାହ କରନ୍ତି ସେମାନଙ୍କ ଜିବନ ସୁଫଳ ପ୍ରାପ୍ତି ହୁଏ । ଏବଂ ସେମାନଙ୍କ ପାରିବାରିକ ଜିବନ ସୁଖ ମୟ ହୋଇଥାଏ। ସିହଂ ରାଶି ର ଲୋକ ମାନେ ରବିବାର ରେ ବିବାହ କରିଲେ ସେମାନଙ୍କ ଜିବନ ସୁଖ ମୟ ହୋଇଥାଏ । ସେହି ପରି କନ୍ୟା ରାଶିର ଲୋକ ମାନଙ୍କ ବିଷୟ ରେ କହିଲେ ସେମାନେ ବୁଧବାର ଦିନ ବିବାହ କରନ୍ତି ତେବେ ସେମାନଙ୍କର ଦାମ୍ପତ୍ୟ ଜିବନ ସୁଖ ମୟ ହୁଏ ।

ତୁଳା ରାଶିର ଲୋକ ମାନେ ଶୁକ୍ରବାର ଦିନ ବିବାହ କରନ୍ତି ତେବେ ସେମାନଙ୍କୁ ସୈଭାଗ୍ୟ ବୃଦ୍ଧି ହୋଇଥାଏ । ବିଛା ରାଶି ର ଲୋକ ମାନେ ଯଦି ମଙ୍ଗଳବାର ରେ ବିବାହ କରନ୍ତି ତେବେ ସେମାନଙ୍କ ଜିବନ ରେ ଆତ୍ମସନ୍ତୋଷ ଲାଭ କରନ୍ତି । ସେହି ପରି ଧନୁ ରାଶି ର ଲୋକ ମାନେ ଗୁୁରୁବାର ଦିନ ବିବାହ କରନ୍ତି ସେମାନଙ୍କ ଦାମ୍ପତ୍ୟ ଜିବନ ସୁଖ ମୟ ହୋଇଥାଏ ।

marrid

ମକର ରାଶିର ଲୋକ ମାନେ ଯଦି ଶନିବାର ରେ ବିବାହ କରନ୍ତି ତେବେ ସେମାନଙ୍କ ଦାମ୍ପତ୍ୟ ଜିବନ ସୁଖ ମୟ ହୋଇଥାଏ । କୁମ୍ଭ ରାଶିର ଲୋକ ମାନେ ଯଦି ଶନିବାର ରେ ବିବାହ କରନ୍ତି ତେବେ ବୈବାହିକ ଜିବନ ସୁଖ ମୟ ହୋଇଥାଏ। ପ୍ରତ୍ୟୋକ କ୍ଷେତ୍ରରେ ସେମାନେ ଜୟଯୁକ୍ତ ହୁଅନ୍ତି । ମୀନ ରାଶି ର ଲୋକ ମାନେ ଯଦି ଗୁରୁବାର ରେ ବିବାହ କରନ୍ତି ତେବେ ସେମାନଙ୍କ ବୈବାହିକ ଜିବନ ସୁଖ ମୟ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *