ସରକାର ଦେଉଛନ୍ତି ଟଙ୍କା – ପାଇନଥିଲେ ଏମିତି କରନ୍ତୁ ଆବେଦନ ।

biju pakka gara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଗରୁ କହିଥିଲୁ କି ଯେଉଁ ମାନେ ବିଜୁପକ୍କାଘର ପାଇଛନ୍ତି ସେମାନଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ 3 ହଜାର ଲେଖାଏଁ ମାରାମତି ଖର୍ଚ୍ଚ ଯୋଗେଇ ଦେବେ । ଏହା ସହିତ ଯେଉଁ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଘର ମରାମତି ପାଇଁ 5 ହଜାର ଲେଖାଏଁ ଦିଆଜାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଏହି ମରାମତି ଖର୍ଚ୍ଚ କେଉଁ ମାନେ ପାଇ ପାରିବେ । ଏବଂ କେଉଁ ମହିସା ପାଇଁ ଏହି ଖର୍ଚ୍ଚ ଦିଆଯାଉଛି ।

ତେବେ ପ୍ରଥମ କଥା ହେଲା କି ବନ୍ଧୁଗଣ ସେମିତି କିଛି ଗମେଣ୍ଟ ପକ୍ଷରୁ ଡିକ୍ଲିୟାର ହୋଇନାହିଁ କି କେଉଁ ବର୍ଷ ର ଘର ମରାମତି ପାଇଁ ପଇସା ପଠାଯିବ । ତେବେ ଏହା କୁହାଜାଇଛି କି ଯେଉଁ ମାନେ 2014 -15 ମସିହା ରେ ଘର ମରାମତି ପାଇଁ 3 ହଜାର ଲେଖାଏଁ ସରକାର ପଠାଉଛନ୍ତି । ହେଲେ ଗମେଣ୍ଟ ପକ୍ଷ ରୁ ସେମିତି କିଛି ସୂଚନା ନାହିଁ ।

Nabin

ତେବେ ସେମିତି ରେ କେବଳ କୁହାଜାଇଛି କି ଯେଉଁ ମାନେ ବିଜୁପକ୍କାଘର ପାଇଛନ୍ତି ସେମାନଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ 3 ହଜାର ଲେଖାଏଁ ମାରାମତି ଖର୍ଚ୍ଚ ଯୋଗେଇ ଦେବେ । ସେମିତି ରେ ଏହା ସହିତ ଆପଣ ମାନେ ଦେଖିଥିବେ ଯେଉଁ ବିଜୁପକ୍କାଘର ପାଇଛନ୍ତି ସେମାନଙ୍କୁ ଗ୍ରାମର ସରପଞ୍ଚ ଆସି କିଛି ଷ୍ଟିକର ଦେଉଛନ୍ତି । ସେହି କାର୍ଡ ବା ଷ୍ଟିକର ରେ ଲେଖା ରହିଛି କି ଆମ ଘର ମରାମତି ପାଇଁ 3 ହଜାର ଲେଖାଏଁ ଦେଇଥିବାରୁ ନବିନ ବାବୁ ଧନ୍ୟବାଦ ।

ତେବେ ଏହି ଷ୍ଟିକର ଦେବାର ବହୁତ ଗୁଡିଏ କାରଣ ରହିଛି ଯେହେତୁ ନିବିନ ବାବୁ 3 ହଜାର ଲେଖାଏଁ ଦେଉଛନ୍ତି ସେହିଥି ପାଇଁ ଆପଣ ମାନଙ୍କ ଘର ଆଗରେ ଏହି ଷ୍ଟିକର ମରାଯାଉଛି । ତେଣୁ ଏହି ଷ୍ଟକର ମରାଯଉଛି ମାନେ ଆପଣ ମାନେ ଟଙ୍କା ପାଇବା ସୁନିଶ୍ଚିତ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *