ଦୁଃଖ ଖବର – ପୁନମ ମିଶ୍ରଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ।

Poonam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଓଡିଆ ଫିଲ୍ମ ଦୁନିଆଁ ରୁ ଆସିଛି ପୁଣି ଏକ ଦୁଖଃଦ ଖବର । ତେବେ ଏହା ଓଲିଉଡ ଇଣ୍ଡଷ୍ଟ୍ରୀ ର ପୁନମ ମିଶ୍ର ଙ୍କ ପାଖରୁ ଆସିଲା ଦୁଖଃଦ ଖବର । ତେବେ କଣ ରହିଛି ଏହି ଦୁଖଃଦ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ବ୍ୟାପୁଥିବା କୋରନା ମହାମାରୀ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ଆଉ ଏହା କେତେ ଭୟଙ୍କର ଏହାବି ଜାଣିଥିବେ । ତେବେ ବର୍ତମାନ ସମୟ ରେ ପୁନମ୍ ମିଶ୍ର ମହାମାରୀ କୋରନା ର ଶୀକାର ହୋଇଛନ୍ତି । ସେ ଏହି ଦିନ ରେ କୋରନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ନିଜେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସୂଚନା ଦେଇଛନ୍ତି ।

ଏବଂ ସେ ଏହାବି କହିଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା କେହିି ବି ବ୍ୟକ୍ତି ନିଜ ନିଜର କୋଭିଡ ଟେଷ୍ଟ କରିନିଅନ୍ତୁ । ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନେ ବି ସରକାର ଙ୍କ ଗାଇଡ ଲାଇନ ଙ୍କୁ ନିଶ୍ଚିତ ଭାବେ ମାନନ୍ତୁ । ଆଉ ବାହାର କୁ ବାହାରିଲେ ଆପଣ ମାନେ ନିଶ୍ଚିତ ଭାବେ ମାସ୍କ ର ବ୍ୟବହାର କରନ୍ତୁ ।

ଏବଂ ନିଶ୍ଚିତ ଭାବେ ସେନିଟାଇଜର ବ୍ୟବହାର କରନ୍ତୁ । ତେବେ ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ବହୁତ ଭଲ ଲାଗିଥିବ ଯଦି ଲାଗିଛି ତେବେ ଲାଇକ୍ କରି ସେୟାର କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *