ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ବହୁତ ବଡ ଦୁଖଃଦ ଖବର । ତେବେ ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିବା ସହିତ ଭାଙ୍ଗିପଡିଛନ୍ତି । ଏହା ସହିତ ସିନେମା ଜଗତ ରେ ଏବେ ଶୋକ ର ଲହରୀ ଖେଳିଜାଇଛି । ତେବେ ବନ୍ଧୁଗଣ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା ।
ବନ୍ଧୁଗଣ ଆମ ଭାରତ ହେଉଛି କଳା ଏବଂ ସଂସ୍କୃତିର ଦେଶ ଆମ ଭାରତ କଳା ସଂସ୍କୃତିକୁ ନେଇ ସବୁଠାରୁ ଆଗରେ ଅଛି ଏବଂ ଏଠାରେ ଅନେକ ଅଭିନେତା ଓ ଅଭିନେତ୍ରୀ ସହିତ ଅନେକ କଳାକାର ମାନେ ଅଛନ୍ତି ତେବେ ବର୍ତ୍ତମାନ ସମୟରେ ଏକ ବୋହୁତ ବଡ଼ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତ୍ରୀ ଆଉ ଆମ ଗହଣ ରେ ନାହାଁନ୍ତି । ତେବେ ସେ ନିଜ ଘରେ ଶୋଇଥିବା ବେଳେ ତାଙ୍କର ପୋରଲୋକ ହୋଇଛି ।
ତେବେ ସେ 1949 ମସିହାରେ ନିଜର ଅଭିନୟ କେରିଅର କୁ ଆରମ୍ଭ କରିଥିଲେ । ଏବଂ ସେ ବହୁତ ସାରା ସିନେମା ରେ ଅଭିନୟ କରି ଦର୍ଶକ ମାନଙ୍କ ମନରେ ନିଜର ଏକ ଅଲଗା ପ୍ରକାରର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ବନ୍ଧୁଗଣ ଅଭିନେତ୍ରୀ ଭେଟିଭାଇଟି ଙ୍କ ପରଲୋକ ସିନେମା ଜଗତ ପାଇଁ ଏକ ବଡ ଦୁଖଃଦ ଖବର ଅଟେ ।
ସେ ବଲିଉଡ ଏବଂ ହଲିଉଡ ରେ ବହୁତ ସିନେମା ରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ 99 ବର୍ଷ ହୋଇଥିଲା । ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଭେଟିଭାଇଟି ଙ୍କ ପରଲୋକ ରେ ବହୁତ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ବର୍ତମାନ ସମୟ ରେ ସିନେମା ଜଗତ ରେ ଶୋକ ର ଛାୟା ଖେଳିଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।