କାଳବୈଶାଖୀ ବର୍ଷା ୭ ଜିଲ୍ଲାକୁ ଆଲର୍ଟ – ଏହି ସବୁ ଜିଲ୍ଲା ସାବଧାନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଠାରୁ 4 ଦିନ ଯାଏ ବର୍ଷା ରେ ଭିଜିବ ସାରା ଓଡିଶା ଏହି ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଁ ଜାରି କରିଛନ୍ତି ପାଣିପାଗ ବିଭାଗ । ତେବେଆସନ୍ତୁ ନଜର ପକେଇବା କେଉଁ କେଉଁ ଜିଲ୍ଲା ମାନଙ୍କୁ ପ୍ରଭାବ ପକେଇବ । ଏବଂ କେଉଁ କେଉଁ ଜିଲ୍ଲା କୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହିଥି ପାଇଁ ଆପଣ ମାନଙ୍କୁ 4 ଦିନ ସତର୍କ ରହିବାକୁ ହେବ ।

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ ର ଅନେକ ଜିଲ୍ଲା ରେ କାଳବୈଶାଖୀ ସହିତ ବ୍ରଜପାତ ଆଶଂକା ରହିଥିବା ବେଳେ ଏହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି କି ନବରଙ୍ଗପୁର , ନୂଆପଡା , ଝାଡସୁଗୁଡା , ସୁନ୍ଦରଗଡ , ସମ୍ବଲପୁର , ଦେଓଗଡ , ଅନୁଗୁଳ , କେଉଁଝର , ଏବଂ ମୟୁରଭଞୀ ଆଦି ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶୀଖୀ ନେଇ ସୂଚନା ଦେଇଛନ୍ତି । ଏବଂ ଇକ୍ତ ସ୍ଥାନରେ ବର୍ଷା ଏବଂ ବଜ୍ରପାତର ଆଶଂକା ରହିଛି ।

Heavy rain

ଏହିଥି ପାଇଁ ଉକ୍ତ ଜିଲ୍ଲା ଗୁଡିକୁ ୟୋଲ ଆଲର୍ଟ ଜାରି ହୋଇଛି । ଏହା ସହିତ ଜାନୁଆରୀ 11 ରୁ 12 ତାରିଖ ମଧ୍ୟରେ ବରଗଡ , ଝାଡସୁଗୁଡା , ସୁନ୍ଦରଗଡ , ସମ୍ବଲପୁର , ଦେଓଗଡ , ସୁବର୍ଣ୍ଣପୁର , ବଲାଙ୍ଗିର , ବୈଦ୍ଧ , କଳାହାଣ୍ଡି , ଆଦି ଜିଲ୍ଲା ର ଗୋଟିଏ ରୁ ଦୁଇଟି ସ୍ଥାନରେ କାଳବୈଶାଖୀ ଏବଂ ବଜ୍ରପାତ ସମ୍ଭାବନା ରହିଛି । ଏଥିସହିତ ଦେଓଗଡ , ସମ୍ବଲପୁର , ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିଥି ପାଇଁ ଉକ୍ତ ଜଲ୍ଲା କୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷ ରୁ ୟଲୋ ୱାର୍ଣ୍ଣଂ ଜାରି ହୋଇଛି । ଏଜାବତ , ଏବଂ ଭବାନିପାଟ୍ଟନା ରେ 30.5 ଡୀଗ୍ରି ସର୍ବାଧିକ ତାପମାତ୍ରା ରହିଥିବା ବେଳେ ଫୁଲବାଣି ରେ 12 ଡୀଗ୍ରି ସେଲିସିୟସ୍ ରହିଛି । ତେବେ ଆସନ୍ତା 4 ଦିନ ଯାଏ ଭିଜିବ ପଶ୍ଚିମ ଓଡିଶା ଆଜିଠାରୁ 14 ତାରିଖ ଯାଏ ବଜ୍ରପାତ ସହିତ କୁଆପଥର ବୃଷ୍ଟି ହେବା ନେଇ ସତର୍କ ସୂଚନା ପ୍ରଦାନ ହୋଇଛି ।

rain2

ତେବେ ପ୍ରବଳ ବର୍ଷା ପାଇଁ 7 ଜିଲ୍ଲା କୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ଏବଂ ପଶ୍ଚିମା ଅଞ୍ଚଳ ପ୍ରଭାବ ରେ ଆଜିଠାରୁ କେତେକ ଅଞ୍ଚଳ ରେ ପାଗର ପରିବର୍ତନ ଦେଖିବା ପାଇଁ ମିଳିବ । ତେବେ ବିଜୁଳୀ ଘଡଘଡି ସହିତ ହାଲ୍କା ରୁ ମଧ୍ୟମ ର ବର୍ଷା ହେବ । ତେବେ ଏହି ମଧ୍ୟରୁ ଆପଣ ମାନଙ୍କ କେଉଁ ଜିଲ୍ଲା ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *