ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ। ଯଦି ଆପଣ ଙ୍କ ଶରୀର କମଜୋର ଲାଗୁଚି ତାହେଲେ ଆପଣଙ୍କ ଶରୀରରେ ଆଇରନ ଇବ କ୍ୟାଲସିୟମ ର ମାତ୍ରା କମ ରହିଛି ସେଥିପାଇଁ ଆପଣଙ୍କୁ ଏପରି ଲାଗୁଛି । ଆଜିକାଲି ଆମେ ପ୍ରାୟତଃ ଆମ ଶରୀର ପାଇଁ ଉପଯୁକ୍ତ ହୋଇଥିବା ଖାଦ୍ୟ କୁ ନ ଖାଇ ସ୍ଵାଦ ଅନୁଯାୟୀ ଖାଇବାରୁ ଆମକୁ ବହୁତ୍ ପ୍ରକାରର ରୋଗ ହେଉଛି । ଆମେ ଆପଣଙ୍କୁ ଏପରି କିଛି କହିବୁ ଯାହାର ବ୍ୟବହାର ଆପଣ ମାନେ କରନ୍ତି ନାହିଁ କିନ୍ତୁ ଏହାର ବହୁତ୍ ଲୋକମାନଙ୍କ ଘରେ ଉପଲବ୍ଧ ହୋଇଥାଏ ଏବଂ ଏହାର ବ୍ୟବହାର କେବଳ ପୂଜାପାଠ ଏବଂ ବିବାହ ପରି କାର୍ଯ୍ୟ ରେ ହୋଇଥାଏ ।
ବନ୍ଧୁଗଣ ଆପଣ ମାନେ ବୁଝିପାରୁ ଥିବେ ଆମେ ଖଜୁରୀ କଥା କହୁଛୁ । ଖଜୁରୀ କୁ ଶୁଖାଇ ଚୁହାର ପ୍ରସ୍ତୁତ କରାଯଇଥାଏ। ଏହି ଚୂହାର ଆମ ଶରୀର ପାଇଁ ବହୁତ୍ ଭଲ ହୋଇଥାଏ , ଏଥିପାଇଁ ଏହାକୁ ପୂଜାପାଠ ରେ ସାମିଲ କରାଯାଇଛି । ଚୁହାର୍ ଦ୍ଵାରା ଆପଣ ପ୍ରାୟ ସବୁ ରୋଗକୁ ଭଲ କରିପାରିବେ । ଯେଉଁ ବ୍ୟକ୍ତି ମାନଙ୍କୁ କମ୍ ରକ୍ତ ଚାପ ହୋଇଥିବ କି କାହାକୁ ଡାଇବେଟିସ ହୋଇଥିବ ଏବଂ ହୃତପିଣ୍ଡ ଜନିତ ସମସ୍ୟା ଦେଖା ଦେଉଥିବ ତାହେଲେ ଏହି ସବୁ ରୋଗ ଏହି ଚୂହାର୍ ଦ୍ଵାରା ଭଲ ହୋଇପାରିବ ।
ତେବେ ଆସନ୍ତୁ ଜାଣିବା ଏହି ଛୁହାର୍ କୁ କେତେବେଳେ ଏବଂ କେମିତି ଖାଇବା ଦ୍ଵାରା ତାହା ଆମ ପାଇଁ ଉତ୍ତମ ସାବ୍ୟସ୍ତ ହୋଇଥାଏ ।ଏହି ଛୁହାର ଅଧିକ ଗରମ ହୋଇଥାଏ ସେଥିପାଇଁ ଏହାକୁ କେତେବେଳେ ଏବଂ କେମିତି ଖାଇବା କଥା ସେଇଟା ଜାଣିବା ଦରକାର କାହିଁକି ନ ଆମେ ଯେତେବେଳେ ଜାଣୁ କି ଏହି ଜିନିଷ ଖାଇଲେ ଭଲ ଆମେ ଆମ ମନ ଇଚ୍ଛା ଯେତେବେଳେ ନାଇ ସେତେବେଳେ ତାହାକୁ ଖାଇଥାଉ ସେଥିପାଇଁ ଏହାକୁ କେତେବେଳେ ଏବଂ କେମିତି ଖାଇବା ସେଥିପ୍ରତି ଆମକୁ ଯତ୍ନବାନ ହେବାକୁ ପଡିବ । ଆପଣ ରାତିରେ ଶୋଇବା ଆଗରୁ ଏକ ଗ୍ଲାସ କ୍ଷୀର ରେ ୪ ଟି ଚୁହର ପକାଇ ସେବନ କରନ୍ତୁ ।
ଏହିପରି କରି ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଏହିପରି ଭାବରେ କ୍ଷୀର ଗ୍ଲାସ ରେ ଚୁହାରା ପକାଇ ପିଅନ୍ତୁୁ ଦେଖିବେ ୨ ରୁ ୩ ମାସ ମଧ୍ୟରେ ଆପଣଙ୍କ ପରିବାରରୁ ସମସ୍ତ ପ୍ରକାରର ରୋଗ ଦୂର ହୋଇଯିବ । କାହିଁକି ନା ଏହି ଚୂହାରା ଆମ ଶରୀର କୁ ଆଇରନ ଦେଇଥାଏ ଯାହାକି ଆମ ଶରୀରରେ ନୂଆ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ଏହିପରି କରି ପିଇବା ଦ୍ଵାରା ନିଜ ଶରୀରକୁ ସବୁଦିନ ପାଇଁ ସୁସ୍ଥ ରଖିପାରିବେ । ଏହା କରିବା ଦ୍ଵାରା ରକ୍ତ ସବୁବେଳେ ନୂଆ ପ୍ରସ୍ତୁତ ହୋଇଥାଏ ଯାହା ଫଳରେ ଆମ ଶରୀର ସବୁବେଳେ ପାଇଁ ସକ୍ରିୟ ହୋଇରହେ କେବେ ଆପଣଙ୍କୁ କମଜୋର ପରି ଲାଗିବ ନାହିଁ । ଯଦି ଆପଣ ନିଜ ଶରୀର କୁ କେବେ କମଜୋର କରିବାକୁ ଚାହୁଁ ନାହାନ୍ତି ତାହେଲେ ଏପରି ସବୁବେଳେ କରି ସେବନ କରନ୍ତୁ ଆଉ ସାବୁବେଳେ ନିଜ ଶରୀରକୁ ସୁସ୍ଥ ରଖନ୍ତୁ ।
ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ। ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ।