ଶ୍ରର୍ମ କାର୍ଡ ପଇସା ମିଳିବ – ହେଲେ କରିବାକୁ ପଡିବ ଏମିତି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ଇ-ଶ୍ରମ କାର୍ଡ ନିହାତି ଭାବେ ରହିଥିବ । ଏବେ ଆପଣ ମାନଙ୍କୁ ଏହି ଇ-ଶ୍ରମ କାର୍ଡ ରେ ମିଳିବାକୁ ଯାଉଛି 3 ହଜାର ଟଙ୍କା । ଯାହାକି ଏବେ ମେସେଜ୍ ଆସିଜାଇଛି ଏବଂ ଯେଉଁ ମାନେ ଇ-ଶ୍ରମ କାର୍ଡ ବନେଇଥିବେ ସେମାନଙ୍କ ମୋବାଇଲ କୁ ବି ଏମିତି ଭାବେ ମେସେଜ୍ ଆସିଥିବ ।

ନ ଆସିଥିଲେ ଆଗକୁ ଆପଣ ମାନଙ୍କ ପାଖକୁ ଆସିବ । ତେବେ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି କେମିତି ଆପଣ ମାନେ ପ୍ରତିମାସ 3 ହଜାର ଟଙ୍କା କମେଇ ପାରିବେ। ନର୍ମାଲି ଏହି ଇ-ଶ୍ରମ କାର୍ଡ କୁ ଅସଂଙ୍ଗଠିତ ଶ୍ରମିକ ମାନେ ବନାଉଛନ୍ତି । ତେବେ ଆପଣ ମାନେ ଚାହିଁଲେ ଇ-ଶ୍ରମ ର ୱେବସାଇଟ ଟି ରହିଛି Eshram.gov.in ଏବଂ ସେଠାରେ ଆପଣ ମାନେ ଗଲା ପରେ ସେଠାରେ ଆପଣ ମାନଙ୍କୁ ମନଧନ ଯୋଜନା ବିଷୟ ରେ ଦେଖିବା ପାଇଁ ମିଳିବ ଏବଂ ଏହି ଯୋଜନା ପକ୍ଷରୁ ଆପଣ ମାନଙ୍କୁ 3000 ହଜାର ଟଙ୍କା ମିଳୁଛି ।

srama card

ତେବେ ଏହା ପାଇଁ ଆପଣ ମାନଙ୍କର ବୟସ 18 ରୁ 40 ବର୍ଷ ବୟସ ହୋଇଥିଲେ ଆପଣ ମାନେ ଏହା ପାଇଁ ଇଲିଜିବୁଲ ହେବେ। ତେବେ ଆପଣ ମାନେ ଯଦି 18 ରୁ 40 ବର୍ଷ ମଧ୍ୟରେ ଆପ୍ଲାୟ କରିବେ ଆପଣ ମାନଙ୍କୁ 60 ବର୍ଷ ହେବା ପରେ 3 ହଜାର ଲେଖାଏଁ ପେନସନ ମିଳିବ । ତେବେ ଆପଣ ମାନେ ଆପ୍ଲାୟ କରିବା ପାଇଁ ଚାହୁଁଥିଲେ ଗୋଟିଏ ଦେଖାଉଛି SELF ଏବଂ ଅନ୍ୟଟି CSC ତେବେ ସେଲ୍ଫ ରେ କରିଲେ କିଛି ଅସୁବିଧାହେବ KYC କରିବା କ୍ଷେତ୍ର ରେ ତେଣୁ ଆପଣ ମାନେ CSC କରିବା ହିଁ ଭଲ ରହିବ।

ତେବେ ଏହା ପାଇଁ ଆପଣ ମାନେ ନିକଟସ୍ଥ ଜନସେବା କେନ୍ଦ୍ର କୁ ଜାଇ ଆପଣ ମାନେ ସେଠାରେ ଆପ୍ଲାୟ କରି ପାରିବେ । ଏବଂ ଏହି ଇ-ଶ୍ରମ କାର୍ଡ ରୁ ଆପଣ ମାନେ 3 ହଜାର ଟଙ୍କା ପାଇ ପାରିବେ । ତେବେ ଏବେ ଅପଡେଟ ତ ହୋଇଛି କିନ୍ତୁ ଏବେ ଲୋକ ମାନଙ୍କ ମୋବାଇଲ କୁ ଏହି ନେଇ ମେସେଜ୍ ବି ଆସି ଯାଉଛି । ଏବଂ ଏହା ଏକ ପେନସନ ସ୍କିମ୍ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *