ହି-ଷ୍ଟ୍ରି-ୟା କ’ଣ? ଏହା ଏକ ରୋଗ ନା ମାନସିକ ସମସ୍ୟା | Dr Snehanshu Dey

hister

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିଷ୍ଟ୍ରିୟା କହିଲେ ଆମେ କଣ ବୁଝୁ ବହୁତ ପୁୁରୁଣା ରେ ଏହି ହିଷ୍ଟ୍ରିୟା ର ମିନିଂ ଏକ ୱାର୍ଡ ରୁ ଆସିଛି । ଜାହାକୁ ହିଷ୍ଟରେସ ମାନେ ଇୟୁଟେରସ ରୁ ଆସିଛି । ପ୍ରଥମେ ଦେଖାଯାଏ କି ଯେଉଁ ସ୍ତ୍ରୀ ଲୋକ ମାନେ ଗର୍ଭବତୀ ଥାନ୍ତି ସେମାନଙ୍କ ମୁଣ୍ଡ ବୁଲେଇବା । ଅଚେତ ହୋଇଯିବା ଚିଡଚିଡା ହେବା । ଏପଟ ସେପଟ କଥା ହେବା ଏମିତି ଲକ୍ଷଣ ଦେଖା ଦିଏ । ସେହିଠାରୁ ଏହି ହିଷ୍ଟ୍ରିୟା ର ଉତ୍ପତି ହୋଇଛି । ହେଲେ ଏହା ପୁରୁଷ ଏବଂ ମହିଳା ଦୁହିଁଙ୍କୁ ହୋଇପାରେ ।

ଏହାର ଲକ୍ଷଣ କଣ ?

ଆମର ଦୁଇଟି ଜିନିଷ ରହିଛି ଗୋଟିଏ ମନ ଏବଂ ଗୋଟିଏ ଦେହ । ଯେତେ ବେଳେ କାହା ଉପରେ ମାନଶୀକ ଚାପ ପଡେ ଯେତେ ବେଳେ ଜଣେ ନିଜକୁ ଅସହାୟ ମନେ କରେ । ସେତେ ବେଳେ ତାର ମାନଶୀର ଚାପ ଟି ଶରୀର ରେ କିଛି ରୋଗ ଆକାର ରେ ପ୍ରପାରିନ୍ତ ହୋଇଥାଏ । ଏହାର ଉଦାହରଣ ହେଲା ବରଫ ଟି ପାଣି ହେଲା ସେମିତି ମାନଶୀକ ଚାପ ଶାରୀରିକ ରୋଗ ରେ ରୁପାନ୍ତରିତ ହୋଇଥାଏ । ତାହାକୁ ଆମେ ମାନେ କୋନଭର୍ସେସନ ଡିଜର୍ଡର କହୁ । ଏହା ସେହି ଲୋକ ମାନଙ୍କ ପାଖରେ ଦେଖା ଦିଏ ଯେଉଁ ମାନେ ଟିକେ ମାନଶୀକ ସ୍ଥର ରେ ଦୂର୍ବଳ ଏବଂ ନିଜର ସମସ୍ୟା କୁ ପରିପ୍ରକାଶ କରି ପାରନ୍ତି ନାହିଁ ସେମାନଙ୍କୁ ଏହି ରୋଗ ହିଷ୍ଟ୍ରିୟା ହୋଇଥାଏ ।

ଏହାକୁ ଚିହ୍ନିବେ କେମିତି ?

ଏହି ସମସ୍ୟା ଡେଲି ଲାଇଫ୍ ରେ ବହୁତ କମନ ହେଲେ ଆମେ ମାନେ ଏହାକୁ ଇଗନୋର କରୁ ହେଲେ ଆମର ଦୈନିକ ଜିବନ ରେ ଏମିତି କିଛି କାର୍ଯ୍ୟ ରହିଛି ଜାହାକୁ ଆମେ ମାନେ ବାରମ୍ବାର କରିବା ପାଇଁ ଡରନ୍ତି ଜାହା ଫଳ ରେ ଆମେ ମାନେ ମାନଶୀକ ଚାପ ର ଗ୍ରସ୍ଥ ହୋଇଥାନ୍ତି । ଏମିତି ଅତ୍ୟାଧିକ ହେଲେ ଏମିତି ରୋଗ ଆପଣ ମାନଙ୍କ ମଧ୍ୟରେ ଦେଖା ଦେବାରେ ଲାଗେ ।

ଏହାର ଉପଚାର ?

କୋନଭର୍ସେସନ ଡିଜର୍ଡର ଏହା ଏକ ମାନଶୀକ ରୋଗ ଅଟେ ଏହି ଥିରେ ପ୍ରଥମେ ଡାଇଗୋନିଜ୍ କରିବା ପୂର୍ବରୁ ତାଙ୍କୁ ଏକ୍ସେସ୍ କରିବାକୁ ହେବ । ତାଙ୍କର ପ୍ରପର ହିଷ୍ଟିଂ ନେବାକୁ ହେବ । ତାଙ୍କର ପରିବାର ଲୋକଙ୍କୁ ନେଇ ତାଙ୍କର ରୋଗ ବିଷୟ ରେ ବୁଝିବା ପାଇଁ ପଡିବ। ଏମିତି କରିବା ଦ୍ୱାରା 60 ପ୍ରତିଶତ ରୋଗ ବିଷୟ ରେ ଚିହ୍ନି ହୋଇଥାଏ । ଏହାକୁ ଦୁଇ ପ୍ରକାରର ଚିକିତ୍ସା ହୋଇଥାଏ ଗୋଟିଏ କାଉନସିିଲଙ୍ଗ୍ ବା ମନସ୍ତତିତ ଚିକିତ୍ସା ଆଉ ଗୋଟିଏ ହେଲା ମେଡିସିନ । ତେବେ ମନସ୍ତତିତ ଚିକିତ୍ସା ରେ ରୋଗୀ ର ସଂମ୍ପର୍ଣ୍ଣ ମାନଶୀକ ଚିନ୍ତା କୁ ଜାଣିବା ସହିତ ତାହାର ନିରାକରଣ କରାଯାଏ । ଏବଂ ଆଉ ଗୋଟିଏ ଡାଇଡ ଦେଇ ବି ରୋଗୀ ର ଚିକିତ୍ସା କରିହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *