ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।
ତେବେ ଜୋତିଷଙ୍କ ମତରେ ଏହି ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ 14 ତାରିଖରେ ପଡୁଛି । ତେବେ ଜୋତିଷଙ୍କ ମତରେ ଏହି ଦିନ ଠାରୁ 3 ଗୋଟି ରାଶିଙ୍କ ଜୀବନରେ ଅନେକ ଗୁଡିଏ ପରିବର୍ତ୍ତନ ଦେଖା ଦେବା ସହ ଜୀବନରେ ଅନେକ ଉନ୍ନତି ଦେଖିବାକୁ ମିଳିବ । ତେବେ ସେହିସବୁ ଉନ୍ନତି କଣ ଏବଂ କେଉଁ କେଉଁ ରାଶିଙ୍କ ଜୀବନରେ ଏହା ଦେଖା ଦେବ ତେବ ଆସନ୍ତୁ ଜାଣି ନେବା ।
ଏହି ସଂକ୍ରାନ୍ତିରୁ ଏମାନଙ୍କ ଭାଗ୍ୟ ବଦଳୁଛି ।
ମେଷ ରାଶି:- ଏହି ରାଶିର ଲୋକମାନଙ୍କ ଭାଗ୍ୟ ଏହି ସଂକ୍ରାନ୍ତିରୁ ବଦଳିବାକୁ ଯାଉଛି।ସେମାନଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ।ଏହା ସହିତ ସେମାନେ ଏହି ସମୟ ମଧ୍ୟରେ ଅନେକ ସଫଳତା ପାଇବେ।ଏହି ସମୟରେ ଆପଣ ମାନଙ୍କର ଅନେକ ନୂଆ ବନ୍ଧୁ ମାନେ ସୃଷ୍ଟି ହେବେ ଏହା ସହିତ ସେମାନଙ୍କ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ହେବାକୁ ଯାଉଛି।ସେମାନେ ନିଜ ଜୀବନରେ ଅନେକ ପ୍ରକାରର ସଫଳତା ପାଇବା ସହିତ ସେମାନେ ଅନେକ ଲୋକଙ୍କ ବନ୍ଧୁତା ମଧ୍ୟ ପାଇବେ।ଯାହା ଫଳରେ ସେମାନେ ସମସ୍ତ ସମସ୍ୟାର ସାମ୍ନା କରି ପାରିବେ।
କନ୍ୟା ରାଶି:- ଏହି ରାଶିର ଲୋକମାନଙ୍କ ଜୀବନରେ ଅନେକ ପରିବର୍ତନ ହେବାକୁ ଯାଉଛି।ସେମାନେ ନିଜ ଜୀବନରେ ଅନେକ ସଫଳତା ପାଇବା ସହିତ ସେମାନେ ଏହାକୁ ନିଜ ଜୀବନର ଶ୍ରେଷ୍ଠ ସମୟ ଭାବରେ ପରିଗଣିତ କରିବେ।କାରଣ ଏହି ସମୟରେ ସେମାନେ ଯେଉଁଭଳି ଭାବରେ ଆଗକୁ ବଢ଼ି ଚାଲିବେ ତାହା ଅନ୍ୟ କାହା ପାଇଁ ଅନେକ କଷ୍ଟ ସାଧ୍ୟ ହୋଇପାରେ।ଏହା ସହିତ ସେମାନେ ନିଜ ଜୀବନରେ ଅନେକ ସଫଳତା ପାଇବା ସହିତ ସେମାନଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ।
ବିଛା ରାଶି:- ଏହି ରାଶିର ଲୋକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବା ସହିତ ସେମାନେ ଆଗକୁ ଅନେକ ଲୋକଙ୍କ ଆଶୀର୍ବାଦ ପାଇବେ।ଏହା ସହିତ ସେମାନେ ଯଦି କୌଣସି କାର୍ଯ୍ୟ କରିବା ପାଇଁ ଆଗରୁ ପ୍ରସ୍ତୁତି କରୁଛନ୍ତି ତେବେ ଏହା ଉପରେ କାର୍ଯ୍ୟ କରିବା ତୁରନ୍ତ ଆରମ୍ଭ କରି ଦିଅନ୍ତୁ ଏହା ସହିତ ଆପଣଙ୍କ ଉପରେ ସମସ୍ତ ଦେବା ଦେବୀଙ୍କ ଆଶୀର୍ବାଦ ରହିବ।ଯାହା ଫଳରେ ଆପଣ ନିଜ ଜୀବନରେ କୌଣସି ବି ସମସ୍ୟାରେ ପରାଜିତ ହେବେ ନାହିଁ।ଏହା ସହିତ ଆପଣ ସମସ୍ତ ସମସ୍ୟାର ଦୃଢ ଭାବରେ ମୁକାବିଲା କରିବେ।
ଯଦି ଆପଣ ନିଜ ରାଶି ଅନୁସାରେ ନିଜ ଭାଗ୍ୟ ଓଭବିଷ୍ୟ ବିଷୟରେ ସବୁତକ ସୁଚନା ନିଜ ମୋବାଇଲରେ ପଢିବାକୁ ଚାହାଁନ୍ତି , ତେବେ ଗୋଟିଏ ଲାଇକ ନିଶ୍ଚୟ କରିବା ସହିତ ଉପରେ ଫଲୋ କଲେ ତାହା ପଢି ପାରିବେ । ଧନ୍ୟବାଦ ।