ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ କୁହାଯାଏ ଯେ ଶନିଦେବ ନ୍ୟାୟର ଦେବତା ଅଟନ୍ତି। କିନ୍ତୁ ଯେଉଁ ପ୍ରକାରରେ ଶନିଦେବ ଦୁଷ୍ଟଙ୍କୁ ଦ-ଣ୍ଡ ଦେଇଥାନ୍ତି ସେହି ପ୍ରକାରରେ ଶନି ଭଲ ଲୋକମାନଙ୍କୁ ଯଶ ଧନ ଏବଂ ସମ୍ମାନ ଦେଇଥାନ୍ତି। ଶନି ସନ୍ତୁଳନ ଏବଂ ନ୍ୟାୟର ଦେବତା ଅଟନ୍ତି। ଶନି ଧର୍ମ କର୍ମ ଏବଂ ନ୍ୟାୟର ପ୍ରତୀକ ଅଟନ୍ତି। ଶନିଦେବଙ୍କ କୃପାରୁ ହିଁ ବ୍ୟକ୍ତିଙ୍କୁ ଧନ ସମ୍ପତ୍ତି ବୈଭବ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ। ଶନିଦେବ ପାପୀ ଏବଂ ଦୁରାଚାରି ଇ ମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଅଟନ୍ତି। ଶନିଙ୍କ ଦୋଷା ଆସିବା ମାତ୍ରେ ବ୍ୟକ୍ତିର ଜୀବନରେ ଯେତେସବୁ ଉଚ୍ଚା ନିଚା ଦେଖିବାକୁ ମିଳିଥାଏ ଏବଂ ତାଙ୍କର ଜୀବନ ବହୁତ ସଙ୍ଘର୍ଷମୟ ହୋଇଯାଇଥାଏ।
ପରନ୍ତୁ କିଛି ମନୁଷ୍ୟ ମାନଙ୍କ ପାଇଁ ଶନିଦେବ ଅତ୍ୟନ୍ତ ଫଳ ଦାୟକ ହୋଇଥାନ୍ତି। ସୂର୍ଯ୍ୟ ପୁତ୍ର ଶନି ମୃ-ତ ଲୋକର ଏକ ଏମିତି ଏକ ସ୍ୱାମୀ ହୋଇଥାନ୍ତି ଯିଏ ବ୍ୟକ୍ତିର ଭଲ ଏବଂ ଖରାପ କର୍ମର ଆଧାରରେ ତାକୁ ଦ-ଣ୍ଡ ଅବଶ୍ୟ ଦେଇଥାନ୍ତି ଏବଂ ତାକୁ ସୁଧୁରିବା ପାଇଁ ପ୍ରେରିତ କରିଥାନ୍ତି।
ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତିର ଜୀବନରେ ଏମିତି ଘଟଣା ଘଟୁଥାଏ ତ ସେହି ବ୍ୟକ୍ତିକୁ ଏହା ବୁଝିଯିବା ଦରକାର ଯେ ତାଙ୍କ ଉପରେ ଶନିଦେବ ରୁଷ୍ଟ ଅଛନ୍ତି। ଏବଂ ତାଙ୍କୁ ତୁରନ୍ତ ହିଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ କରିବା ଦରକାର। ଏବଂ ଶନିଦେବଙ୍କ ଏହି ମାୟା ଚକ୍ରରୁ ମୁକ୍ତି ପାଇନେବା ଦରକାର। ଆସନ୍ତୁ ଜାଣିନେବା ଯେବେ ଶନିଦେବ କେଉଁ ବ୍ୟକ୍ତିଙ୍କ ଉପରେ ରୁଷ୍ଟ ହୁଅନ୍ତି ସେହି ବ୍ୟକ୍ତିଙ୍କ ଉପରେ କଣ ଘଟିଥାଏ।ତେବେ ଆସନ୍ତୁ ଜାଣିବା ଶନି କ୍ରୋଧିତ ଥିଲେ ବ୍ୟକ୍ତି ଙ୍କୁ କେଉଁ ସବୁ ସଂକେତ ଦେଇଥାନ୍ତି।
୧) ଚପଲ ଚୋରି ହୋଇଯିବା କିମ୍ବା ହଜିଯିବା ଏହା ହେଉଛି ଶନିଙ୍କ ପ୍ରକୋପର ଲକ୍ଷଣ।
୨) ବିନା କାରଣରେ ଘରେ ଝଗଡ଼ା ଲାଗିବା।
୩) ବାହାରେ ଅକାରଣ ରେ ପାଟି ତୁଣ୍ଡ ଲାଗିବା ତଥା ଲୋକ ହସା ହେବା।
୪) ବିଦ୍ୟାର୍ଥୀ ମାନଙ୍କ ପାଠ ପଢ଼ା ରେ ମନ ନ ଲାଗିବା। ବ୍ୟବସାୟରେ ମାନ୍ଦା ଅବସ୍ଥା ଲାଗି ରହିବା
୫) ପତ୍ନୀ ଛୋଟ ଛୋଟ କଥାରେ ଝଗଡ଼ା କରିବା।
୬) ଘରେ କଳା କାଉ ଆସି ପ୍ରହରା ଦେବା, ହଇରାଣ କରିବା।
୭)ସ୍ୱପ୍ନରେ କାଉ ଦେଖିବା,ଘରୁ ଲୁହା ଜିନିଷ ଚୋରି ହୋଇଯିବା।ଘରୁ ବସ୍ତ୍ର ଚୋରି ହୋଇଯିବା।
୮) ଯାନବାହନ ଦୁର୍ଘଟଣା ଘଟିବା।
୯)ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା, ଗୋଡ଼ରେ ଆଘାତ କିମ୍ବା ଦୃଷ୍ଟି ଶକ୍ତି ବାରମ୍ବାର ହ୍ରାସ ହେବା।
୧୦)ବାରମ୍ବାର ଟଙ୍କା ପଇସା ହଜିଯିବା ତଥା ଜିନିଷ କିଣି ଘାଟା ରେ ପଡ଼ିବା।
ବନ୍ଧୁଗଣ ଆମେ ଆପଣମାନଙ୍କ ପାଇଁ ଏଭଳି ଓଡ଼ିଆ ଖବର, ବାସ୍ତୁ ବିଚାର, ସ୍ୱାସ୍ଥ୍ୟ ଚିକିତ୍ସା,ମନୋରଞ୍ଜନ ଭିତ୍ତିକ ଆର୍ଟିକିଲ ଆଣିଦେଇଥାଉ ଏଭଳି ଖବର ସବୁବେଳେ ପଢିବା ପାଇଁ ତଳେ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।