Astrology – ଆଜିଠାରୁ ଏହି ୫ଟି ରାଶି ବଡ଼ ପରିବର୍ତ୍ତନ,ଅଧାଥିବା ସବୁ କାର୍ଯ୍ୟ ହେବ ପୁରା,ବଦଳିବ ଭାଗ୍ୟ

rasi 5

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣା ଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରନ୍ତି। ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ ।

ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆଜିଠାରୁ ଯେଉଁ ୫ଟି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ସେମାନେ ଭବିଷ୍ୟତରେ ଖୁବ ଉନ୍ନତି କରିବେ। ଶନିଙ୍କ କୃପାରୁ ଅଧା ଥିବା ସବୁ କାର୍ଯ୍ୟ ପୁରା ହେବ।ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।

shani

ମେଷ ରାଶି – କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କରିପାରନ୍ତି । ଆଜି ଯେକୌଣସି କର୍ମ ହାତକୁ ନେଲେ ସେଥିରେ ଆଶାଠାରୁ ଅଧିକ ସଫଳତା ପାଇବେ । ନିଜର କାର୍ଯ୍ୟଦକ୍ଷତା ବଳରେ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସହଜରେ ସମ୍ପାଦନ କରିନେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଖୁବ ଅଧିକ ହେବ ଏବଂ ମନରେ ପ୍ରସନ୍ନତା ଓ ଉତ୍ସାହ, ଉଦ୍ଦୀପନା ଭାବ ଜାଗ୍ରତ ହେବ ।ଡିସେମ୍ବର ମାସ ମଧ୍ୟରେ ଗୃହ ନିର୍ମାଣ ଯୋଗ ରହିଛି।

ମିଥୁନ ରାଶି – ମିଥୁନ ରାଶିଙ୍କ ଉପରେ ଶନିଙ୍କ ପ୍ରଭାବ କମ ହେବା କାରଣରୁ ଏହି ରାଶିର ଜାତକଙ୍କ ଜୀବନରେ ନୂତନ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ଲୋକଙ୍କୁ ବହୁତ ଶୀଘ୍ର ଶୁଭ ପରିଣାମ ଦେଖିବାକୁ ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ବହୁତ ଲାଭ ହେବାର ସମ୍ଭାବନା ରହିଛି । ଘର ପରିବାରରେ ଆନନ୍ଦମୟ ପରିବେଶ ରହିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ ।

କର୍କଟ ରାଶି – ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ଧର୍ମୀୟ ଭାବନା, ବନ୍ଧୁ ମିଳନ ଓ ପ୍ରତ୍ୟୁଷ ଯାତ୍ରା ଶାନ୍ତି ପ୍ରଦାୟକ ହେବ । ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ । ଅନ୍ତରଙ୍ଗ ବନ୍ଧୁଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଅଚାନକ ଧନ ପ୍ରାପ୍ତି ହେବ। ବାହାରେ ସମ୍ମାନ ମିଳିବ । ଏହି ୩-୪ ମାସ ମଧ୍ୟରେ ବିବାହ ଯୋଗ ରହିଛି ।

rasi

କୁମ୍ଭ ରାଶି – ଗୃହକୁ କୌଣସି ନୂତନ ଅତିଥି ଆଗମନ କରିପାରନ୍ତି । ଧନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ସଫଳ ରହିବ । ଆପଣଙ୍କ ଶତ୍ରୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବାଧା ଉତ୍ପନ୍ନ କରିବାର ପ୍ରୟାସ କରିବେ କିନ୍ତୁ ଆପଣ ଟିକିଏ ସମ୍ଭାଳି ରହନ୍ତୁ । ସେ ଆପଣଙ୍କ କିଛି ପ୍ରକାର ଅନିଷ୍ଟ କରିପାରିବ ନାହିଁ ।ଯେଉଁ ବ୍ୟକ୍ତିମାନେ ଚାକିରୀର ପ୍ରସ୍ତୁତି କରୁଛନ୍ତି; ସେମାନଙ୍କୁ ସଫଳତା ପ୍ରାପ୍ତ ହେବାର ଯୋଗ ରହିଛି କେବଳ ଲଗାତାର ଭାବରେ ପରିଶ୍ରମ କରନ୍ତୁ ।

ମୀନ ରାଶି – ଏହି ରାଶି ଉପରେ ଶନିଙ୍କ ପ୍ରଭାବ କମ ହେବାକୁ ଯାଉଛି ।ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ଏହି ରାଶିର ଲୋକମାନଙ୍କ ଆଗାମୀ ସମୟ ବହୁତ ଆନନ୍ଦମୟ ରହିବ । ହଠାତ ଧନ ଲାଭ ହେବାର ଯୋଗ ରହିଛି । ଆପଣଙ୍କ ଉପରେ ଗୁରୁଜନଙ୍କ ଆଶୀର୍ବାଦ ରହିବ । ସମାଜରେ ମାନ ସମ୍ମାନ ବଢ଼ିବ ଏବଂ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ ପୂର୍ଣ ହେବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ।ଅଧିକ ପୋଷ୍ଟ ପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *