Jyotisha Shastra – ଭିକାରୀ ଭଳି ବଞ୍ଚିବାର ଦିନ ଗଲା,ଆଜିଠାରୁ ବଦଳିବ ଏହି ୬ଟି ରାଶିର ଭାଗ୍ୟ

6 rasi

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ବୃହସ୍ପତି ଏବଂ ଶନିଙ୍କ ଶୁଭ ପ୍ରଭାବରୁ ୬ଟି ରାଶିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ରାଶିର ବ୍ୟକ୍ତିମାନେ ପୂର୍ବରୁ ବର୍ଷ ବର୍ଷ ଧରି ଅନେକ ଦୁଃଖ ଯନ୍ତ୍ରଣା ସହ୍ୟ କରିଥିଲେ ମଧ୍ୟ ଭଗବାନଙ୍କ ଆର୍ଶୀବାଦ ଅନେକ ଥର ପାଇଛନ୍ତି । ତେବେ ଏମାନଙ୍କ ଦୁଃଖର ସମୟ ଆଜିଠାରୁ ଶେଷ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନେ ଆଗକୁ ଖୁବ ଧନ ଉପାର୍ଜନ କରିବାକୁ ଯାଉଛନ୍ତି । ଏଥର ଭାଗ୍ୟ ଆପଣଙ୍କ ସାଥୀରେ ତାଳ ଦେଇ ଚାଲିବ। ଆପଣ ଖୁବ ଉନ୍ନତି କରିବେ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।

ମେଷ ରାଶି – ବେପାର, ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଏହା ସହିତ ଯେଉଁ ବ୍ୟକ୍ତିମାନେ ଚାକିରୀ ଖୋଜୁଥିବେ ସେମାନଙ୍କୁ ନିଜ ମନ ପସନ୍ଦର ଚାକିରୀ ମିଳିବ । ତେଣୁ ଏହି ମାସରେ ଆପଣ ନିଶ୍ଚୟ ପ୍ରୟାସ କରନ୍ତୁ, ନିଶ୍ଚୟ ଶୁଭ ଫଳ ପ୍ରାପ୍ତ ହେବ । ଦୈନିକ ଆୟରେ ବୃଦ୍ଧି ହେବା ସହ ପରିବାରର ସଦସ୍ୟଙ୍କ ତରଫରୁ ସାହାଯ୍ୟ ସହଯୋଗ ମିଳିବ । ଆପଣଙ୍କ ସବୁ ମନୋସ୍କାମନା ଏହି ମାସରେ ନିଶ୍ଚୟ ପୂରଣ ହେବ । ପରିଶ୍ରମ ଅନୁସାରେ ଅଧିକ ଲାଭ ମିଳିବ । ଋଣରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ରୋଗରେ ପୀଡ଼ିତ ଥିବା ଲୋକମାନେ ଏହି ମାସରେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ପ୍ରାପ୍ତି କରିବେ ।

shani

ବୃଷ ରାଶି – ଆପଣଙ୍କ କୁଣ୍ଡଳୀରେ ଶନି ଦେବଙ୍କ ଅଢ଼େଇ ଗଚର ପ୍ରଭାବ ରହିଥିଲା । ଯାହା ଫଳରେ ଆପଣଙ୍କୁ ଛୋଟ ବଡ଼ ସମସ୍ୟା ଓ ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ତାହା ଶନିଦେବଙ୍କ ମହାରାଶି ପରିବର୍ତ୍ତନ ପରେ ସମାପ୍ତ ହୋଇଛି ଓ ଶନିଦେବ ଆପଣଙ୍କ ଭାଗ୍ୟ ଭବନରେ ପ୍ରବେଶ କରିଛନ୍ତି । ଏଭଳି ସ୍ଥିତିରେ କୁହାଯାଇପାରିବ ଯେ, ଏହି ମାସରେ ବୃଷ ରାଶିର ଲୋକଙ୍କୁ ତାଙ୍କ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଯେଉଁ କାର୍ଯ୍ୟ ଗୁଡ଼ିକ ଅଧାରେ ଅଟକି ରହିଥିଲା ତାହା ପୂର୍ଣ୍ଣ ହେବ । ପିତା, ମାତା ଓ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ମଧୁର ରହିବ ।

କର୍କଟ – ଆପଣଙ୍କୁ ଶନିଦେବଙ୍କୁ ଶୁଭ ଫଳ ଦେବେ । ଆପଣ ଯଦି ପୂର୍ବରୁ ଘର, ଜାଗା କିମ୍ବା ଗାଡି କିଣିବାକୁ ଚାହୁଁଥିଲେ, ତେବେ ଆପଣ ଏହି ମାସରେ କିଣି ପାରିବେ । ସମସ୍ତ ଭୌତିକ ସୁଖ ପ୍ରାପ୍ତ ହେବାସହ ମା’ ବାପାଙ୍କ ସୁଖ ପ୍ରାପ୍ତ ହେବ । ଦାମ୍ପତ୍ୟ ଓ ପରିବାର ମଧ୍ୟରେ ମଧୁରତା ଦେଖାଯିବ । ଯଦି ସମାଜ ସେବା କିମ୍ବା ରାଜନୀତିରେ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ଯଶ, ମାନ, କୀର୍ତ୍ତିରେ ବୃଦ୍ଧି ହେବ ।

ତୁଳା ରାଶି – ଆକସ୍ମିକ ଭାବରେ ଟଙ୍କା ପ୍ରାପ୍ତ ହେବାସହ ଗୁପ୍ତ ଧନ କିମ୍ବା ପୈତୃକ ଧନ ପ୍ରାପ୍ତ ହେବାର ମଧ୍ୟ ଯୋଗ ରହିଛି । ଶରୀରର ସମସ୍ତ ପ୍ରକାରର ଶାରୀରିକ ରୋଗରୁ ମୁକ୍ତି ମିଳିବ । ମାନସିକ ଓ ଶାରୀରିକ ଶକ୍ତିରେ ବିକଶିତ ହେବ । ପ୍ରତ୍ୟେକ କଥାକୁ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ବେପାର, ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଚାକିରୀ ଖୋଜୁଥିବେ ବ୍ୟକ୍ତିଙ୍କୁ ଭଲ ଚାକିରୀ ମିଳିବ ।

shani dev

କନ୍ୟା ରାଶି -ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ଆସିବ । ବେପାର ଓ କର୍ମ କ୍ଷେତ୍ରରେ ଉନ୍ନତି ଲାଭ କରିବେ । ସମସ୍ତ ମାନସିକ ଚିନ୍ତା ଦୂର ହେବା ସହ ମନ ପ୍ରସନ୍ନତା ରହିବ । ଧନ ପ୍ରାପ୍ତି ହେବାର ନୂଆ ନୂଆ ରାସ୍ତା ନଜର ଆସିବ । ସମାଜରେ ଯଶ ଓ ମାନସମ୍ମାନ ବୃଦ୍ଧି ହେବା । ନିଜ ପରିଶ୍ରମ ଠାରୁ ଅଧିକ ଲାଭ ପାଇ ଆତ୍ମସନ୍ତୋଷ ହେବେ ।

ମୀନ ରାଶି -ଦୈନିକ ରୋଜଗାରରେ ବୃଦ୍ଧି ହେବାସହ ବେପାର ଓ ଚାକିରୀ ଉଭୟ କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ । ଦାମ୍ପତ୍ୟ ଓ ପାରିବାରିକ ସମ୍ପର୍କରେ ମଧୁରତା ଦେଖାଯିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ଓ ନିଜ ଇଚ୍ଛା ଅନୁସାରେ ସ୍ଥାନାନ୍ତରନ କରିବା ସୁଯୋଗ ପ୍ରାପ୍ତ ହେବ । ଏହି ମାସ ଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ତେବେ ବନ୍ଧୁଗଣ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ।ଅଧିକ ପୋଷ୍ଟ ପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *