ଶରୀରର ସବୁ ରୋଗ କୁ ଥରକରେ ଭଲ କରି ଦିଏ ଏହି ଗଛ – କେବଳ ଥରେ ଖାଇଲେ ଝୀବନ ସାରା ରୋଗ ହବନି

bryophyllum

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶରୀର ର ବିଭିନ୍ନ ରୋଗ ପାଇଁ ଏହି ଗଛ ସଂମ୍ପର୍ଣ୍ଣ ରାମବାଣ ଉପାୟ ଅଟେ ଥରେ କେବଳ ଆପଣ ମାନେ ଆପଣାନ୍ତୁ ଏବଂ ଜୀବନ ସାରା ସବୁ ରୋଗ କୁ ନିଜ ପାଖରୁ ଦୂରେଇ ଦିଅନ୍ତୁ ବନ୍ଧୁଗଣ ସେହି ଗଛ ବିଷୟ ରେ ଆପଣ ମାନଙ୍କୁ ପାଖରେ କଥା ହେବାକୁ ଚାହିଁବୁ ଏବଂ ଆପଣ ମାନେ ଏହାର ପ୍ରୋୟଗ ବି କେମିତି କରିବେ ସେହି ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବାକୁ ଚାହିଁବୁ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

bryophyllum

ତେବେ ବନ୍ଧୁଗଣ ଏହି ଗଛ ର ନାମ ହେଲା ପଥର ଜଟା ବା ଓଡ଼ିଆ ରେ ଅମର ପୋଈ ବୋଲି କୁହା ଜାଇ ଥାଏ , ଖାସ୍ ଭାବେ ଏହି ପତ୍ର ଆମର କିଡ୍ନୀ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରେ , ଏହାର ସ୍ୱାଦ ଖାଇବାରେ ଖଟ୍ଟା ଏବଂ ଲୁଣୀ ହୋଇ ଥାଏ । ଏହି ପତ୍ର କୁ ଆପଣ ମାନେ ସକାଳେ ଖାଟି ପଟରେ ଗରମ ପାଣି ରେ ଖାଇଲେ ଆପଣ ମାନଙ୍କୁ କେବେ ବି ହାର୍ଟ ଜନିତ ସମସ୍ୟା ର ସାମ୍ନା କରିବା ପାଇଁ ପଡିବ ନାହିଁ ।

ଯଦି ଆପଣ ମାନଙ୍କୁ ପେଟ ସମସ୍ୟା ରେ ସବୁ ସମୟ ରେ ପଡିବା ପାଇଁ ମିଳୁଛି ତେବେ ଆପଣ ମାନେ ଏହି ଅମର ପୋଈ ପତ୍ର ର ରସ ରେ କିଛି ମାତ୍ରା ରେ ଚୂନ ଜଳ ର ପ୍ରୋୟଗ ରେ ପିଅନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ପେଟ ସମସ୍ୟା ଦୂର ହେବ , ଯଦି ଆପଣ ମାନଙ୍କୁ ସେତ୍ୱ ଫୁଲା ଭଳି ସମସ୍ୟା ଦେଖିବା ପାଇଁ ମିଳୁଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ପତ୍ର କୁ ଆପଣ ମାନଙ୍କ ର ସେତ୍ୱ ଫୁଲା ହୋଇ ଥିବା ସ୍ଥାନ ରେ ବାଟି କରି ଲଗାନ୍ତୁ ଆପଣ ମାନଙ୍କୁ ନିଶ୍ଟିତ ଭାବେ ରାମବାଣ ଉପାୟ ପରି କାର୍ଯ୍ୟ କରିବ ।

bryophyllum

ଯଦି ଆପଣ ମାନଙ୍କ ପାଟି ରେ ଦୂର୍ଗନ୍ଧ ଏବଂ ଔକା ଉଠୁ ଥିବାର ସମସ୍ୟା ଆପଣ ମାନଙ୍କୁ ଭଲ ରେ ଖାଇବା ପାଇଁ ଦେଉ ନାହିଁ ତେବେ ଆପଣ ମାନେ ଏହି ପତ୍ର ର ସେବନ କରିବା ଦ୍ୱାରା ସେହି ସବୁ ସମସ୍ୟା କୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେଇ ପାରିବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *