ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାବଧାନ ରାଜ୍ୟ ରେ ଆସନ୍ତା 10 ତାରିଖ ରୁ ବର୍ଷା । ନୂଆ ବର୍ଷ ଠାରୁ ରାଜ୍ୟ ରେ ଶୀତରେ ଲହରୀ ଟିକେ ବଢିଛି । ଏହାରି ମଧ୍ୟରେ ଆସନ୍ତା 10 ତାରିଖ ଠାରୁ ରାଜ୍ୟ ରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡିଶା ର ସବୁ ଜିଲ୍ଲାରେ ପ୍ରାୟ ସ୍ୱଳ୍ପ ରୁ ମଧ୍ୟ ଧରଣ ର ବର୍ଷାହେବାର ସମ୍ଭାବନା ରହିଛି ।
10 ପରେ ବର୍ଷା ର ପରିମାଣ ବଢି ପାରେ । ଏହି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ପଶ୍ଚିମ ଝଡ ପ୍ରଭାବ ରେ ବର୍ଷା ହେବ ବୋଲି IMD କହିଛି । 10 ତାରିଖ ରୁ ରାଜ୍ୟ ର 11 ଟି ଜିଲ୍ଲା ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ତେବେ ସେହି 10 ଟି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର , କଳାହାଣ୍ଡି , ନୂଆପଡା , ସୋନପୁର , ବରଗଡ , ଝାଡସୁଗୁଡା , ସମ୍ବଲପୁର , ଦେଓଗଡ , ସୁନ୍ଦରଗଡ , ଏବଂ କେଉଁଝର । ଏହି ସଂମ୍ପର୍କିୟ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ନେଇ ପୂର୍ବାନୁମାନ ହୋଇଛି ।
ତେବେ ଜାନୁଆରୀ 9 ଏବଂ 12 ରେ ପଶ୍ଚିମ ଓଡିଶା ରେ ଏବଂ ଉତ୍ତର ଉପକୂଳ ଓଡିଶା ରେ 10 ଏବଂ 14 ତାରିଖ ମଧ୍ୟରେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୱାସ ସ୍ଥିତ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଜାଇଥିଲା । ଏବଂ 10 ରୁ 14 ତାରିଖ ମଧ୍ୟରେ ଉପକୂଳ ଜିଲ୍ଲା ରେ ବର୍ଷା ହୋଇପାରେ । ପଶ୍ଚିମ ଓଡିଶା ରେ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ମାତ୍ରା ବର୍ଷା ହୋଇପାରେ ।
ଏହା ସହିତ କିଛି ସ୍ଥାନରେ କୁଆପଥର ମାଡ ବି ହୋଇପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।