ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ ଆସନ୍ତା 10 ରୁ ରାଜ୍ୟରେ ବର୍ଷା ସମ୍ଭବନା ।

have rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଓଡିଶା ଉପରେ କୈଣସି ନିର୍ଦ୍ଧିଷ୍ଟ ପାଣିପାଗ ପ୍ରଭାବ ନାହିଁ । ତେଣୁ ଆସନ୍ତା 2 ଦିନ ଯାଏ ପାଗ ସୁଖିଲା ରହିବ । ତେବେ ଗତ କାଲି ସୃଷ୍ଟି ହୋଇଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ବଙ୍ଗୋପସାଗର ର ପୂର୍ଵ ଦିଗରୁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଅଛି । ତେବେ ରାତି ର ତାପମାତ୍ରା ଆସନ୍ତା 3 ଦିନ ଯାଏ 2 ରୁ 3 ଡୀଗ୍ରୀ ବୃଦ୍ଧି ପାଇବ । ଏହା ସହିତ ଘୂର୍ଣ୍ଣି ବଳୟ ପ୍ରଭାବ ରେ ଆସନ୍ତା 10 ତାରିଖ ରୁ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗପକ୍ଷ ରୁ ସୂଚନା ଦିଆଜାଇଛି ।

Heavy rain

10 ରେ ପଶ୍ଚିମ ଓଡିଶା ଏବଂ 11ରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟ ରେ ଆସନ୍ତା ଜାନୁଆରୀ 7 ରୁ ଆରମ୍ଭ ହେବ ବର୍ଷା । ସପ୍ତାହେ ଧରି ରାଜ୍ୟ ରେ ସ୍ୱଳ୍ପ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରିବେଶ ଏବଂ ଜଳବାୟୁ କେନ୍ଦ୍ର ଏହି ନେଇ ପୂର୍ବାନୁମାନ କରିଛନ୍ତି । ତେବେ ଜାନୁଆରୀ 7 ତାରିଖ ରୁ 14 ତାରିଖ ଯାଏ ଓଡିଶା ରେ ବର୍ଷା ଲାଗି ରହିବ ।

ଜାନୁଆରୀ 8 ତାରିଖ 9 ତାରିଖ ଏବଂ 13 ତାରିଖ ତଥା 14 ତାରିଖ ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବ ସେହି ପରି 9 ତାରିଥ ଏବଂ 14 ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ପଶ୍ଚିମ ଓ଼ଡିଶା ରେ ଜାନୁଆରୀ 9 ଏବଂ 12 ତାରିଖ ରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ । ସେହି ପରି ପଶ୍ଚିମା ଅଞ୍ଚଳ ରେ ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

rain2

ଏହା ସହିତ ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶା ର ଜାନୁଆରୀ 10 ତାରିଖ ଏବଂ 14 ତାରିଖ ରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେହେତୁ ଷିଷ୍ଟମ୍ ଡିଷ୍ଟାନ୍ସ ପଶ୍ଚିମ ଆଡକୁ ଗତି କରିବ ସେହି ପରି ବର୍ଷା ର ତିବ୍ରତା ମଧ୍ୟ ପଶ୍ଚିମ ଓଡିଶା ଠାରୁ ଉପକୂଳ ବେଲ୍ଟ କୁ ବଦଳିବ ବୋଲି ଏହିଥିରେ କୁହାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *