ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରିଲେସନ ସିପ୍ ବା ବିବାହ ପାଇଁ ପୁଅ ମାନଙ୍କୁ ସବୁ ବେଳେ କମ୍ ବୟସ ର ଝିଅ ମାନେ ହିଁ ପସନ୍ଦ କାରଣ ଏହା ଏକ ସାମାଜିକ ପ୍ରଥା ଭାବେ ପ୍ରଚଳିତ ଅଟେ ଏଠାରେ ଆଇନ୍ ହିସାବରେ ଦେଖିବା ତେବେ ବିବାହ ପାଇଁ ପୁଅ ର ବୟସ 21 ଏବଂ ଝିଅ ର ବୟସ 18 ହେବା ଆବଶ୍ୟକ ଅଟେ ।
ଏହି କଥା କୁ ନେଇ ଲୋକ ମାନଙ୍କ ମନ ରେ ଏକ ଧାରଣା ସୃଷ୍ଟି କରା ଜାଇଛି କି ସବୁ ସମୟ ରେ ଝିଅ ମାନେ ପୁଅ ମାନଙ୍କ ଠାରୁ ଛୋଟ ହେବେ ଏବଂ ପୁଅ ମାନେ କମ୍ ବୟସ ର ଝିଅ ଙ୍କୁ ହିଁ ପସନ୍ଦ କରିବେ , ପୂର୍ବ କାଳ ରେ ଏହି କଥା କୁ ନେଇ ଲୋକ ମାନେ କହୁ ଥାନ୍ତି କି ବିବାହ କରିବା ସମୟ ରେ ବର ଏବଂ କନ୍ୟା ମଧ୍ୟ ରେ ବୟସ ର ପାର୍ଥକ୍ୟ ରହିବା ଉଚିତ୍ ଏବଂ ଆଜିର ଦିନ ରେ ସେହି ଜିନିଷ ଉପରେ ଧ୍ୟନ ଦିଆ ଯାଉଛି ।
ସ୍ୱାମୀ ର ବୟସ ସ୍ତ୍ରୀ ର ବୟସ ଠାରୁ ସାଧାରଣ ଭାବେ 5 ରୁ 6 ବର୍ଷ ବଡ ହେବା ଉଚିତ୍ ହେଲେ ଆଜିର ପିଢୀ ଏହାକୁ ମାନିବା ପାଇଁ ନାରାଜ୍ ଏବଂ ସେମାନେ ନିଜ ବୟସ ର ଝିଅ ମାନଙ୍କୁ ହିଁ ବିବାହ କରି ଥାନ୍ତି । ଜାହାକି ଅନୁଚିତ କାରଣ ଗୋଟିଏ ପୁଅ ଯଦି ତାର ସମାନ ବୟସ ର ଝିଅ ସହିତ ବିବାହ କରେ । ଅତ୍ୟାଧିକ ହୋରମନ ର ଚଳାଚଳ କାରଣ ରୁ ହିଁ ଝିଅ ଅତ୍ୟାଧିକ ପରିପୋକ ହୋଇ ଯାଏ ଯେଉଁଥି ପାଇଁ ଉଭୟ ଙ୍କୁ ଦେଖିଲେ ଯିଏ କହିବ କିି ଉଭୟ ଙ୍କ ବୟସ ସମାନ ଅଟେ ।
ଏବଂ ସେମାନଙ୍କ ଅଭିଜ୍ଞ୍ୟତା ସମାନ ମଧ୍ୟ ହୋଇ ଥାଏ ଏବଂ ପରେ ସେମାନଙ୍କ ବୈବାହିକ ଜିବନ ରେ ସର୍ବଦା କଳି ଝଗଡା ଲାଗି ରହି ଥାଏ ସେହିଥି ପାଇଁ ନିଜ ଠାରୁ ସବୁ ବେଳେ କମ୍ ବୟସ ର ଝିଅ ମାନଙ୍କୁ ବିବାହ କରିବା ଜରୁରୀ ଅଟେ ।
ଏବଂ ବହୁତ ସମୟ ରେ ଝିଅ ର ଘର ଲୋକ ମାନେ ତାଙ୍କ ଝିଅ କୁ ବୁଝି ପାରୁ ଥିବା ଭଳି ପୁଅ କୁ ଚୟନ କରନ୍ତି ଏବଂ ଏହି ମଧ୍ୟ ରେ ଉଭୟ ଙ୍କ ବୟସ ରେ ଅନ୍ତର ରହି ଥାଏ ଅନୁସନ୍ଧାନ ରେ କୁହା ଜାଇଛି କି ଯଦି ଝିଅ ଟିର ବୟସ ପୁଅ ବୟସ ଠାରୁ କମ୍ ହୋଇ ଥାଏ ତେବେ ନିଶ୍ଚିତ ଭାବେ ସେମାନେ ବୈବାହିକ ଜିବନ ଖୁସୀ ରେ ବିତି ଥାଏ ଏବଂ ସେମାନଙ୍କ ମଧ୍ୟ ରେ ସବୁ ସମୟ ରେ ସଠିକ୍ ବୁଝାମଣା ରହି ଥାଏ ହେଲେ ଆଜିର ସମୟ ରେ ସମସ୍ତେ ନିଜ ନିଜ ସାଥି ମାନଙ୍କ ବୟସ ନିଜ ସମାନ ର ହିଁ ଖୋଜି ଥାନ୍ତି ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।