ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତିକି ବଲିଉଡ ହିରୋଇନ୍ ମାନଙ୍କ ନାମ ରହିଛି ସେତିକି ହିଁ ଟଲିଉଡ ଇଣ୍ଡଷ୍ଟ୍ରୀ ର ହିରୋଇନ୍ ମାନେ ବି ଅଟନ୍ତି ସବୁ ସମୟ ରେ ସାଉଥ୍ ଫିଲ୍ମ ର ହିରୋଇନ୍ ମାନେ ଚର୍ଚ୍ଚା ରେ ରହି ଥାନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ଟଲିଉଡ ର ହାଇଏଷ୍ଟ ପେଡ୍ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ । ପ୍ରଥମେ ରହିଛନ୍ତି ତମନ୍ନା ଭାଟିଆ । ଜାହାଙ୍କୁ ବାହୁବଳୀ ଫିଲ୍ମ ପରେ ପରେ ହିଁ ପପୁଲାରୀଟି ହାସଲ ହେଲା ଏବଂ ସେ ବର୍ତମାନ ସମୟ ରେ ସେ ପ୍ରାୟ 60 ରୁ ଅଧିକ ଫିଲ୍ମ ରେ କାମ କରି ସାରିଛନ୍ତି । ଏବଂ ସେ ଗୋଟିଏ ଫିଲ୍ମ ପାଇଁ 1 କୋଟି 70 ଲକ୍ଷ ଟଙ୍କା ଚାର୍ଜ କରି ଥାନ୍ତି ।
ଏହା ପରେ ରହିଛନ୍ତି ସମାନ୍ଥା ଏକନୋନୀ । ସମାନ୍ଥା ଏକନୋନୀ ଙ୍କୁ 4 ଟି ଫିଲ୍ମ ଫେୟାର ଆୱର୍ଡ ମିଳି ସାରିଛି । ଏବଂ ସେ ବହୁତ ବ୍ରାଣ୍ଡ ର ପ୍ରୋମସନ ଏବଂ ଏନ୍ଜିଓ ବି ଚଳେଇ ଥାନ୍ତି ତେବେ ସେ ଗୋଟିଏ ଫିଲ୍ମ ପାଇଁ 2 କୋଟି ଚାର୍ଜ କରନ୍ତି ।
ଏହା ପରେ ସୃତି ହାସନ ବହୁତ ହିଁ ଫେମସ୍ ଅଭିନେତ୍ରୀ ସୃତି ହାସନ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଟିତ ଭାବେ ଜାଣି ଥିବେ ତେବେ ସେ ଗୋଟିଏ ଫିଲ୍ମ ପାଇଁ 2.5 କୋଟି ଟଙ୍କା ବି ଚାର୍ଜ କରନ୍ତି ।
ଏହା ପରେ କାଜ୍ଜଲ୍ ଅଗ୍ରୱାଲ । ଫିଲ୍ମ କ୍ୟୁ ହୋ ଗୟା ରରୁ ନିଜର ଅଭିନୟ କେରିଅର ଆରମ୍ଭ କରି ଥିଲେ ସେ ସାଉଥ୍ ରେ ବହୁତ ଫେମସ୍ ଅଟନ୍ତି ଏବଂ ଗୋଟିଏ ଫିଲ୍ମ ପାଇଁ ସେ 3 କୋଟି ନେଇ ଥାନ୍ତି ।
ସେହି ପରି ଅନୁସ୍କା ସେଠୀ ଙ୍କ ବିଷୟ ରେ କହିବା ତେବେ ତାଙ୍କୁ ବି 3 ଟି ଫିଲ୍ମ ଫେୟାର ଆୱର୍ଡ ମିଳି ସାରିଛି । ତମନ୍ନା ଙ୍କ ପରି ଇଏ ବି ବାହୁବଳୀ ରେ କାମ କରି ଏବେ ଆକାଶ କୁ ଛୁଇଁ ଜାଇଛନ୍ତି । ଏବଂ ସେ ଗୋଟିଏ ଫିଲ୍ମ ରେ କାମ ପାଇଁ 4 କୋଟି ଚାର୍ଜ କରନ୍ତି ।
ସେହି ପରି ହଂସିିକା ମୋଟୱାନୀ ଙ୍କ କଥା କହିବା ସେ ଗୋଟିଏ ଚାଇଲ୍ଡି ଆର୍ଟିଷ୍ଟ ଭାବେ ବହୁତ ଫିଲ୍ମ ରେ କାମ କରି ଥିବା ବେଳେ ସେ ବର୍ତମାନ ସମୟ ରେ ହାଇଏଷ୍ଟ ପେଡ୍ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ଏବଂ ସେ ଗୋଟିଏ ଫିଲ୍ମ ପାଇଁ 1 କୋଟି 25 ଲକ୍ଷ ଟଙ୍କା ନିଅନ୍ତି ।
ସେହି ପରି ରଖିୁଲ୍ ପ୍ରତ୍ କର ଙ୍କ କଥା କହିବା ତେବେ ତେଲେଙ୍ଗାନା ରେ ବେଟି ବଚାଓ ବେଟି ପଢାଓ ରେ ବ୍ରାଣ୍ଡ ଆମ୍ବାସେଟର କରା ଜାଇ ଥିବା ବେଳେ ସେ ଗୋଟିଏ ଫିଲ୍ମ ପାଇଁ 1 କୋଟି ଟଙ୍କା ନେଇ ଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।