ସ୍ୱାମୀ ନିକ୍ ଙ୍କୁ ନେଇ ପ୍ରିୟଙ୍କା ଚୋପ୍ରାଙ୍କ ବଡ଼ ଖୁଲାସା, କହିଲେ ମୋ ସ୍ୱାମୀ ମୋତେ ମାରିଦେବେ କାରଣ ମୁଁ ତାଙ୍କୁ…ଆସନ୍ତୁ ଏହି ସମ୍ପର୍କରେ ଆଗକୁ ଜାଣିବା |

Priyanka Chopra

ଆପଣମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ଏବେ ବଲିଉଡର ଅଧିକାଂଶ ଆକ୍ଟରଙ୍କ ନା ରେ ବହୁତ କିଛି ଖବର ଆସୁଛି, ଯାହାକି ଲୋକମାନେ ଶୁଣିଲା ପରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଭଲ ଭଲ କପୁଲ ମାନଙ୍କ ଯୋଡି ମଧ୍ୟ ଭାଙ୍ଗିଯାଉଛି ଏତେ ସାରା ଅସୁବିଧା ଦେଖାଯାଉଛି ଯେ ଯାହାକି ପୁରା ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ଖେଳିଯାଉଛି,ଏହି ଘଟଣାରେ ଏମିତି ଏକ କଥା ଅଛି ଯାହାକି ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ବଲିଉଡ ହିରୋଇନ ସେ ଦେଖିବାକୁ ବହୁତ ସୁନ୍ଦର, ତାଙ୍କର ଫିଲ୍ମ ଲୋକମାନଙ୍କୁ ବହୁତ ଆଚମ୍ବିତ କରିଛି, ସେ ଜଣେ ବହୁତ ଜ୍ଞାନୀ ଓ ନାଟକାର ମଧ୍ୟ, ସେ ବହୁତ ସାରା ଫିଲ୍ମ କରିଛନ୍ତି,ଏହି ଘଟଣାଟି ବଲିଉଡ ହିରୋଇନ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଜଣାପଡିଛି, ଏହି ଘଟଣାରେ ଦେଖାଦେଇଛି ଯେ ପ୍ରିୟଙ୍କା ଚୋପ୍ରା ବହୁତ ବଡ଼ ଖୁଲାସ କରିଛନ୍ତି ।

Priyanka Chopra

ବଲିଉଡ଼ର ଆଗଧାଡ଼ିର ନାୟିକା ପ୍ରିୟଙ୍କା ଚୋପ୍ରା ୨୦୧୮ ମସିହାରେ ଜୋଧପୁର ଠାରେ ନିକ୍ ଜୋନ୍ସଙ୍କୁ ବିବାହ କରିଥିଲେ। ତାଙ୍କର ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତିରେ ସମ୍ପନ୍ନ ହୋଇଥିଲା,ସେମାନେ 2 ଜଣ ବହୁତ ଖୁସିରେ ଜୀବନ ଅତିବାହିତ କରୁଥିଲେ,। ନିକଟରେ ହୋଇଥିବା ଏକ ଇଣ୍ଟରଭିୟୁରେ ପ୍ରିୟଙ୍କାଙ୍କୁ ତାଙ୍କ ପସନ୍ଦର ଗହଣା ବିଷୟରେ ପଚରା ଯାଇଥିଲା।

ସେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତାଙ୍କ ଭିତରେ ରହିଥିବା ଗୁପ୍ତ କଥାକୁ କହିଥିଲେ ସେ କହିଥିଲେ କି ମୁଁ ମୋ ନିର୍ବନ୍ଧ ମୁଦି କୁ ସବୁଠୁ ପସନ୍ଦ ବୋଲି ଯଦି ନ କୁହେ ତା ହେଲେ ମୋ ସ୍ୱାମୀ ମୋତେ ମାରିଦେବେ ଏହି କଥା ଜାଣିବା ପରେ ତାଙ୍କ ଇଣ୍ଟରଭିୟୁ ଗଣମାଧ୍ୟମରେ ଏହା ଭାଇରାଲ ହେବାକୁ ଲାଗିଛି, ପ୍ରିୟଙ୍କାଙ୍କ ଏହି ଦୁଃଖ ଭରା କଥା ଜାଣିବା ପରେ ସମସ୍ତଙ୍କ ମନରେ ଦୁଃଖର କାୟ ବିସ୍ତାର କରିଛି ।

Priyanka

ସେ ଆଉ ଗୋଟେ କଥା ମଧ୍ୟ କହିଥିଲେ ତାଙ୍କର ନିର୍ବନ୍ଧ ମୁଦି ସହିତ ଅନେକ କିଛି ସ୍ମୁତି ଯୋଡି ହୋଇ ରହିଛି ସେଥିଲାଗି ସେ ମୁଦି ତାଙ୍କ ପାଇଁ ବହୁତ ମୂଲ୍ୟବାନ, ଆପଣଆମେ ସବୁବେଳେ ନିଜ କଥା କେବେ ହେଲେ ଭାବିବେ ନାହିଁ ସବୁବେଳେ ସ୍ୱାମୀ ଓ ତୁମ ପରିବାର କଥା ମାନିବ କାହିଁକିନା ଏବେ ସମାଜ ଏଇଆ ସେଥିଲାଗି ସଜାଗ ରୁହନ୍ତୁ ଭଲରେ ରୁହନ୍ତୁ |

ଏହି ପୋଷ୍ଟ ଟି କୁ ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବା ସହିତ ଆପଣ ଆମର ପୋଷ୍ଟ ଟି କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *