ଭୟଙ୍କର ମାଇକ୍ ଟାଇସନ୍ : ପ୍ରତିଟି ଲଢେଇ ପୂର୍ବରୁ ସେ କ୍ରୋଧ ନିୟନ୍ତ୍ରଣ ପାଇଁ କରିଥାନ୍ତି ସମ୍ଭୋଗ, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା ବିଷୟରେ ।

Mike Tyson

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଏବେ ଅଜବ ଅଜବ ଘଟଣା ବିଷୟରେ ସବୁ ଶୁଣିବାକୁ ମିଳୁଛି , ଯାହାକୁ ଜାଣିବା ପରେ ସେ କଥା ବିଶ୍ଵାସ କରିବା ବହୁତ କଷ୍ଟକର ହୋଇଥାଏ । ଆପଣମାନେ ତ ବକ୍ସିଂ ମ୍ୟାଚ ବିଷୟରେ ଜାଣିଥିବେ ଓ ଆପଣମାନଙ୍କୁ ଦେଖିବାକୁ ମଧ୍ୟ ଭଲ ଲାଗିଥାଏ । ଆଜି ଆମେ ସେହିପରି ଜଣେ ବକ୍ସିଂ ମ୍ୟାଚ ର ଖେଳାଳୀଙ୍କ ବିଷୟରେ ଜଣେଇବୁ , ଯିଏକି ବକ୍ସିଂ ମ୍ୟାଚ ଯିବା ପୂର୍ବରୁ ଏମିତି କିଛି କାର୍ଯ୍ୟ କରୁଥିଲେ ଯାହାକୁ ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ ।

ହେଭିଓ୍ୱେଟ୍ ବକ୍ସିଂ ମ୍ୟାଚ୍ ପୂର୍ବରୁ ଲକର ରୁମରେ ଶାରୀରିକ ସମ୍ପର୍କ ରଖୁଥିଲେ ମାଇକ୍ ଟାଇସନ୍ । କାରଣ ତାଙ୍କ ଭାବନା ଏପରି ଥିଲା ଯେ ଶାରୀରିକ ସମ୍ପର୍କ ନରଖିଲେ ତାଙ୍କୁ ଅଜଣା ଭୟ ଆସୁଥିଲା । ଯେଉଁଥିପାଇଁ ସେ ରାଗିଯାଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ରିଙ୍ଗରେ ମାରିଦେବେ ବୋଲି ଭାବୁଥିଲେ , କିନ୍ତୁ ଯେତେବେଳେ ସେ ଶାରୀରିକ ସମ୍ପର୍କ ରଖୁଥିଲେ ତାପରେ ସେ ନିୟନ୍ତ୍ରଣରେ ରହୁଥିଲେ ।

Mike Tyson

ମାଇକଙ୍କ ବନ୍ଧୁ ଏପରି ଏକ ଗୁମର ଖୋଲିଛନ୍ତି , ସେ ହେଉଛନ୍ତି ପୂର୍ବତନ ବକ୍ସର ବା ମୁଷ୍ଟିଯୋଦ୍ଧା ଚାଫେୟୁର ରୁଡି ଗୋନଜାଲେଜ୍ । ଚାଫେୟୁର କହିଛନ୍ତି ଯେ, ଯେତେବେଳେ ମାଇକ ମ୍ୟାଚ ଖେଳିବାକୁ ଯାଉଥିଲେ ତା ପୂର୍ବରୁ ମାଇକଙ୍କ ଯୌନକ୍ଷୁଧା ମେଣ୍ଟାଇବାକୁ ମହିଳା ଓ ଯୁବତୀ ଯୋଗାଡ କରୁଥିଲେ । ଚାଫେୟୁର ଆହୁରି ମଧ୍ୟ କହିଥିଲେ ଯେ ମହିଳା କିପରି ଦେଖାଯାଆନ୍ତି ତାହା କିଛି ଫରକ ପକାଉନଥିଲା ।

ମାଇକ୍ ଚାଫେୟୁରଙ୍କୁ କହୁଥିଲେ ଯଦି ଶାରୀରିକ ସମ୍ପର୍କ ନରଖିବି ତାହେଲେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାରିଦେବେ । ସେଥିପାଇଁ ମ୍ୟାଚ ପୂର୍ବରୁ ମାଇକ ଅନେକ ସମୟରେ ବାଥରୁମ୍ ଓ ଡ୍ରେସିଂ ରୁମରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି । ରାଫେୟୁର ଆହୁରି କହିଛନ୍ତି ଯେ, ମାଇକ ଶାରୀରିକ ସମ୍ପର୍କ ରଖିବା ପରେ କହୁଥିଲେ ଯେ ପ୍ରତିଦ୍ୱନ୍ଦୀ ଆଜି ରାତିରେ ବଞ୍ଚିଯିବ । ଏହିପରି ଚାଲିବା ପରେ ଏବେ ମାଇକ ୫୫ ବର୍ଷରେ ପାଦ ଦେଲେଣି , କିନ୍ତୁ ମାଇକ ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନସିପ୍ ବିଜେତା ହୋଇପାରିଥିଲେ ।

Mike Tyson

କିପରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ହେବ ସେ କୈଶଳ ବିଷୟରେ ମାଇକ ବହୁତ ଭଲ ଭାବରେ ଜାଣିଥିଲେ । ସୂଚନାଯୋଗ୍ୟ, ନିଜର ପ୍ରଥମ ଚାମ୍ପିଅନସିପ୍ ଫାଇଟରେ ମାଇକ୍ ଟ୍ରେଭର ବେରବିକଙ୍କୁ ହରାଇ ଦେଇଥିଲେ ଓ ତାର ଦୁଇ ବର୍ଷ ପରେ ସେ ଲ୍ୟାରୀ ହୋଲମୋସଙ୍କୁ ପରାସ୍ତ କରିଥିଲେ । ତା ସହିତ ପ୍ରସିଦ୍ଧ ବକ୍ସିଂ ଚାମ୍ପିଅନ ମାଇକେଲ୍ ସ୍ପିଙ୍କସଙ୍କୁ ମଧ୍ୟ ମାଇକ ପ୍ରଥମ ରାଉଣ୍ଡରୁ ହଁ ହରାଇ ଦେଇଥିଲେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *