ଆପଣମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ବନ୍ଧୁଗଣ ଆପଣମାନେ ଜାଣିଥିବେ ଏବେ ସମାଜରେ ବହୁତ ପ୍ରକାର ଦୁର୍ନୀତିକର ଘଟଣା ଘଟୁଛି , ଯାହାକି ଲୋକମାନଙ୍କ ଉପରେ ବହୁତ ମାତ୍ରାରେ ପ୍ରଭାବ ପକାଉଛି, ଏବେ ସବୁ ଲୋକ ନିଜର ସମ୍ପର୍କ କେମିତି ବୋଲି ବୁଝିପାରୁନାହାନ୍ତି, ଯାହାକି ସମାଜ କୁ କୁପ୍ରଭାବ ପକାଉଛି,ଏବେ ଯେଉଁ ଘଟଣାଟି ଘଟିଛି ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଏହି ଘଟଣାଟି ଶଶୁର ବୋହୂ କୁ ନେଇ ଘଟିଛି,
ଏହି ଘଟଣା ଅନୁସାରେ ଯାହା ଜଣାପଡିଛି ଶଶୁର ଘରେ ବୋହୂର ନିର୍ଯାତନା, ଏହା କଣ ଠିକ,ସବୁବେଳେ ନାରୀ ମାନଙ୍କୁ ଏପରି ଦୃଷ୍ଟିରେ ଦେଖିବାଟା ଭୁଲ, କାହିଁକିନା ନାରୀ ଦେଉଛି ଦେବି ନାରୀ ହେଉଛି ଲକ୍ଷ୍ମୀ ନାରୀ ବିନା ଏ ଦୁନିଆରେ କିଛି ନାହିଁ, ନାରୀ ହିଁ ସୃଷ୍ଟି,ନାରୀ ନିର୍ଯାତନା କୁ ନେଇ ବହୁତ କିଛି କଥା ଆପଣ ଜାଣିବାକୁ ପାଈଥିବେ ଏବେ ମଧ୍ୟ ନାରୀ ଅପେକ୍ଷା ପୁରୁଷ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି,ଗୋଟେ ନାରୀ ଯେତେବେଳେ ବାହା ହୋଇ ତା ଶଶୁର ଘରକୁ ଯାଇଥାଏ ସେତେବେଳେ ତା ଶଶୁର ଘର ତା ପାଇଁ ମନ୍ଦିର ପାଲଟି ଥାଏ,
ହେଲେ କିଛି ଶଶୁର ଶାଶୁ ଅଛନ୍ତି ଯିଏକି ସବୁବେଳେ ବୋହୂ ମାନଙ୍କୁ କଷ୍ଟ ଦେଇଥାନ୍ତି,ଏକ ନାରୀ ଶଶୁର ଘରେ ନିର୍ଯାତନା ସହିବା ସହିତ ଗଣ ଦୁଷ୍କର୍ମର ମଧ୍ୟ ସାମ୍ନା କରିଥାଏ, ହେଲେ ସେ ତାର କର୍ତ୍ତବ୍ୟ କେବେହେଲେ ଭୁଲେ ନାହିଁ,ଏହି ଘଟଣା ରୁ ଜଣାପଡିଛି ଯେ ଏକ ଗ୍ରାମରେ ଶଶୁର ତାର ଲକ୍ଷ୍ମୀ ପରି ବୋହୂକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି, ଏହି ଭିଡ଼ିଓ ଟି ସବୁଆଡେ ଭାଇରାଲ ହେବାର ଲାଗିଛି,
ସେହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଶଶୁର ତାର ବୋହୂକୁ ଏତେ ନିର୍ଦୟ ଭାବରେ ପିଟୁଛି,ଠିକ ସେହି ସମୟରେ ସେଠାରେ ଜଣେ ମହିଳା ଆସି ତାଙ୍କୁ ସେଠାରୁ ରକ୍ଷା କରିଥିଲେ, ଏହି କଥାଟି ସେହି ଗ୍ରାମରେ କେହି ଜାଣିନଥିଲେ, ଯେଉଁ ଶଶୁର ଶାଶୁ ମାନେ ଅସଭ୍ୟ ସେହିମାନେ ହିଁ ଏପରି କାର୍ଯ୍ୟ କରିଥାନ୍ତି, ଯେଉଁଟା କି ସମାଜ ଆଗରେ ଗୋଟେ ଅପରାଧ,
ସମାଜ ସବୁ ସାହିପାରିବ ହେଲେ ନାରୀ ନିର୍ଯାତନା କେବେ ହେଲେ ସାହିପାରିବେ ନାହିଁ,ଆପଣମାନେ ସବୁବେଳେ ନାରୀ ମାନଙ୍କୁ ସମ୍ମାନ ଦିଅନ୍ତୁ, ନାରୀ ହେଲେ ସର୍ବଶ୍ରେଷ୍ଠ ଦାତା ଯିଏ କି ସବୁ ବିପଦର ସାମ୍ନା କରିଥାନ୍ତି,ଏବେ ଯିଏ ନାରୀ ମାନଙ୍କ ଦେହରେ ହାତ ଦେଉଛନ୍ତି ତାଙ୍କୁ କଠିନ ରୁ କଠିନ ଦଣ୍ଡ ମିଳିବା ଉଚିତ,ସବୁବେଳେ ନାରୀମାନଙ୍କୁ ସମ୍ମାନ ଦିଅ ବହୁତ ଭଲରେ ରହିବେ |
ଏହି ପୋଷ୍ଟ ଟି କୁ ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବା ସହିତ ଆପଣ ଆମର ପୋଷ୍ଟ ଟି କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |