ଆପଣମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ବନ୍ଧୁଗଣ ଆପଣମାନେ ଜାଣିଥିବେ ଏବେ ବହୁତ ପ୍ରକାର ଅକସ୍ମାତ ରୋଗ ସାମ୍ନାକୁ ଆସୁଛି ଯାହାକି ଲୋକଙ୍କୁ ମାରିଦେଉଛି, ହେଲେ ସେହି ରୋଗ କୁ ଭଲ କରିବା ପାଇଁ ଲୋକମାନେ ବହୁତ ଚେଷ୍ଟା କରୁଛନ୍ତି, ହେଲେ ସେ ରୋଗରୁ କେହି ମୁକ୍ତି ପାଇପାରୁନାହାନ୍ତି,ଏବେ ମଧ୍ୟ ବହୁତ ସାର ଇନଫେକ୍ସନ ଦେଖା ଦେଉଛି, ହେଲେ ସେଇଟା କଣ ପାଇଁ ହେଉଛି କେହିବି ବୁଝିପାରୁନାହାନ୍ତି, ସେହି ଇନଫେକ୍ସନ ମଧ୍ୟରୁ ୟୁରିନ ଇନଫେକ୍ସନ ବହୁତ ମାରାତ୍ମକ ଏହା ବଡି ଉପରେ ବହୁତ ପ୍ରଭାବ ପକାଇଥାଏ, ଯାହାକୁ ଦେହ କୁ ପୁରା ଦୁର୍ବଳ କରିଦେଇଥାଏ,
ୟୁରିନ ଇନଫେକ୍ସନ ହେଉଛି ପରିସ୍ରା ନଳୀ ଦେଇ ଯେଉଁ ଜୀବାଣୁ ଜମା ହୋଇଥାନ୍ତି ,ଯେଉଁଥିପାଇଁ ମୂତ୍ରଶୟ ଇନଫେକ୍ସନ ହୋଇଥାଏ,କିଡନିରେ ପରିସ୍ରା ତିଆରି ହେବା ପରେ ସେଥିରେ ଥିବା ୟୁରିଟର ପାଇପ ଦ୍ଵାରା ତଳକୁ ବ୍ଳାଡର ଆଡକୁ ଆସିଥାଏ ଯାହାକୁ ପରିସ୍ରା ଥଳି କୁହାଯାଏ । ଯେଉଁ ଥଳିରେ ମୂତ୍ର ଜମା ହୋଇ ରହିଥାଏ,ମହିଳା ଓ ଶିଶୁ ଓ ବୃଦ୍ଧ ଲୋକମାନଙ୍କ ଥରେ ଏହି ଇନଫେକ୍ସନ ଦେଖା ଦେଇ ଥାଏ,ଯେଉଁ ଲୋକମାନଙ୍କର ଡାଇବେଟିସ ଓ କ୍ୟାନ୍ସର ରୋଗୀ ମାନଙ୍କ ଠାରେ ଅଧିକ ମାତ୍ରାରେ ଦେଖା ଦେଇ ଥାଏ,
ବ୍ୟକ୍ତି ଶରୀରରେ ଇମ୍ୟୁନିଟି ପାୱାର କମ ରହିଥାଏ ତେବେ ଜୀବାଣୁ ଶରୀର ଭିତରେ ପ୍ରବେଶ କରି ଇନଫେକସନ ହୋଇଥାଏ ।ଏହା ଅଧିକା ମହିଳା ମାନଙ୍କ ଠାରେ ଦେଖାଦେଇଥିବାରୁ ମହିଳା ମାନେ ସଫା ସୁତରା ରହିବ ଉଚିତ, କୌଣସି ଅପରିଷ୍କାର ଟଏଲଟ ବ୍ୟବହାର କରିବା ଉଚିତ ନୁହେ,ଯଦି ପରିସ୍ରା ଲାଗିଛି ଜଲଦି ଯାଇ ପରିସ୍ରା କରନ୍ତୁ, ପରିସ୍ରା କୁ ଅଧିକ ସମୟ ଜମା କରି ରଖନ୍ତୁ ନାହିଁ,ଏହି ଇନଫେକ୍ସନର ଲକ୍ଷଣ ତଳି ପେଟରେ ଯନ୍ତ୍ରଣା ହେବା, ଜର ହେବା,ପରିସ୍ରା ଜଳାପୋଡ଼ା କରିବା ଇତ୍ୟାଦି,
ଏହି ଇନଫେକ୍ସନ ବେଳେବେଳେ କିଡ଼ନୀ ଉପରକୁ ଚଢିଗଲେ ବାନ୍ତି ମଧ୍ୟ୍ୟ ହୋଇଥାଏ,କିଡ଼ନୀ ଥରେ ଇନଫେକ୍ସନ ହେଲେ ସେହି ଜୀବାଣୁ ଗୁଡିକ ରକ୍ତରେ ମିଶିଯାଇଥାଏ,ଏହା ହେବା ଦ୍ୱାରା କିଡ଼ନୀ ଠିକ ସେ କାମ କରେ ନାହିଁ । ଯଦି ଏପରି କୌଣସି ଲକ୍ଷଣ ଦେଖା ଦେଉଛି ତେବେ ଆପଣମାନେ ଜଲଦି ଡାକ୍ତର ସହିତ ପରାମର୍ଶ କରନ୍ତୁ ।ଯଦି ରୋଗୀଙ୍କ ଠାରେ ସିରିଏସ ଇନଫେକସନ ନାହି ତେବେ ସେମାନକ କ୍ଷେତ୍ରରେ ସାଦହରଣ ମେଡିସନ ଦିଆଯାଏ ।
ମହିଳାଙ୍କ ଠାରେ ୩ରୁ ୫ ଦିନ ଯାଏଁ ଓ ପୁରୁଷଙ୍କ କ୍ଷେତ୍ରରେ ୧୦ରୁ ୧୪ ଦିନ ପାଇଁ ମେଡିସନ ଦିଆଯାଏ,ସେଥିଲାଗିଲା ମହିଳା ମାନଙ୍କୁ ଗୁରୁତ୍ୱ ଦେବା ଉଚିତ କି ଖରାପ ସ୍ଥାନରେ ପରିସ୍ରା ନ ବସିବା, ପ୍ଯାନ୍ଟି ବାରମ୍ବାର ବଦଳାଇ ଦିଅନ୍ତୁ, ପରିସ୍ରା ଜାଗାରେ ସାବୁନ ନ ଲଗାଇବା ଉଚିତ । ଏହା ସହ ବିବାହିତା ମହିଳା ମାନେ ଶାରୀରିକ ସମ୍ପର୍କ ରଖିବା ପରେ ପରିସ୍ରା ପାସ କରିବା ଉଚିତ, ଆପଣମାନେ ବାହାର ଖାଦ୍ୟ ନ ଖାଇ ଭିଟାମିନ ଖାଦ୍ୟ ଖାଇବା ଉଚିତ,
ପ୍ରତ୍ୟେକ ବ୍ୟକ୍ତି ଦିନକୁ ୨ ଲିଟର ରୁ ଅଧିକ ପାଣି ପିଇବା ଉଚିତ,ଛୋଟ ପିଲାଙ୍କ ଠାରେ ଇନଫେକସନ ହେଲେ ଅଲ୍ଟ୍ରାସାଉଣ୍ଡ କରାନ୍ତୁ ।ମହିଳା ମାନଙ୍କୁ ମୋର ଅନୁରୋଧ ଯେ ଆପଣମାନେ ଏହି ଇନଫେକ୍ସନ ଠାରୁ ଦୂରେଇକି ରୁହନ୍ତୁ, ଜମାରୁ ଅପରିଷ୍କାର ହୁଅନ୍ତୁ ନାହିଁ, ନିଜ ଦେହ କୁ ସୁସ୍ଥ ରଖନ୍ତୁ |
ଏହି ପୋଷ୍ଟ ଟି କୁ ପଢିବା ପରେ କେମିତି ଲାଗିଲା ଆପଣମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବା ସହିତ ଆପଣମାନେ ଆମର ପୋଷ୍ଟ ଟି କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |